ପାଣି ପାଇଁ ଡ଼ହଳ ବିକଳ, ପ୍ରଶାସନ ନେଉନାହିଁ ପଦକ୍ଷେପ
ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦା ବ୍ଲକ ବନ୍ଧଗାଁ ପଞ୍ଚାୟତର ସାତ ଗୋଟି ପଡ଼ା ଗାଁରେ ଜନସାଧାରଣ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି । ଏ ନେଇ ତୁରନ୍ତ ପଦକ୍ଷେପ ନେବା ବଦଳରେ ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି । ବନ୍ଧ ଗାଁ ପଞ୍ଚାୟତର ଗୁହାଳ ଡିହ, ବଣ ସାହି, ଫାର୍ମ ସାହି, ବାଙ୍କୀ ସାହି, ଲକ୍ଷ୍ମୀ ସାହି, ତଳ ସାହି ଓ ମୁଣ୍ଡା ସାହିକୁ ସ୍ଵଜଳ ଧାରା ଯୋଜନାରେ ଏକ ଓଭର ହେଡ ଟାଙ୍କି ଦ୍ଵାରା ଜଳ […]




















