Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ର୍ଜାତୀୟ > “ଅପରେସନ ସିନ୍ଦୂର”ର ସଫଳତା ପରେ, ଭାରତ ଠାରୁ ଯୁଦ୍ଧାସ୍ତ୍ର କିଣିବାକୁ ୧୭ ଦେଶ ଆଗ୍ରହୀ, ବ୍ରହ୍ମୋସର ଡିମାଣ୍ଡ ସର୍ବାଧିକ

“ଅପରେସନ ସିନ୍ଦୂର”ର ସଫଳତା ପରେ, ଭାରତ ଠାରୁ ଯୁଦ୍ଧାସ୍ତ୍ର କିଣିବାକୁ ୧୭ ଦେଶ ଆଗ୍ରହୀ, ବ୍ରହ୍ମୋସର ଡିମାଣ୍ଡ ସର୍ବାଧିକ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ପାକିସ୍ତାନ ବିରୁଦ୍ଧରେ ଅପରେସନ୍ ସିନ୍ଦୂର ଜରିଆରେ ପ୍ରଚଣ୍ଡ ଆକ୍ରମଣ କରି ନିଜ ପରାକ୍ରମ ସାରା ବିଶ୍ୱକୁ ଦେଖାଇଛି ଭାରତ । ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ ଯୁଦ୍ଧାସ୍ତ୍ର ଦ୍ୱରା ପାକିସ୍ତାନ ଉପରେ ଆକ୍ରମଣ କରି ପାକିସ୍ତାନର ବ୍ୟାପକ କ୍ଷତି କରିଛି ଭାରତ । ଭାରତର ଏହି ସଫଳ ଆକ୍ରମଣ କୁ ଦେଖି ବିଶ୍ୱର ୧୭ ଟି ଦେଶ ଏବେ ଭାରତ ଠାରୁ ଯୁଦ୍ଧାସ୍ତ୍ର କିଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏହି ସବୁ ଦେଶ ବ୍ରହ୍ମୋସ କ୍ଷେପଣାସ୍ତ୍ର ନେବାକୁ ବେଶି ଇଚ୍ଛା ପ୍ରକାଶ କରିଛନ୍ତି । ଭାରତ ପାକିସ୍ତାନ ଯୁଦ୍ଧ ପରେ ଭାରତ ପ୍ରସ୍ତୁତ ଯୁଦ୍ଧାସ୍ତ୍ର ର ଚାହିଦା ବିଶ୍ୱ ବଜାରରେ ଢେର ବୃଦ୍ଧି ପାଇଛି । ୨୦୨୪-୨୫ ବର୍ଷରେ ଭାରତର ଯୁଦ୍ଧାସ୍ତ୍ର ରପ୍ତାନି ରେକର୍ଡ ୨୩ ହଜାର ୬୨୨ କୋଟି ଟଙ୍କାରେ ପହଞ୍ଚି ଯାଇଛି। ବଢୁଥିବା ଚାହିଦାକୁ ନଜର ଦେଲେ ଆଗାମି ୨୦୨୯ ସୁଦ୍ଧା ଯୁଦ୍ଧାସ୍ତ୍ର ରପ୍ତାନୀ ୫୦ ହଜାର କୋଟି ଟଙ୍କା ପାର ହେବାର ସମ୍ଭାବନା ବୃଦ୍ଧି ପାଇଛି । ଆମ ସ୍ବଦେଶୀ ଯୁଦ୍ଧାସ୍ତ୍ରର ଲକ୍ଷ୍ୟଭେଦ ଓ ଭୀଷଣ ତାଣ୍ଡବକୁ ଦେଖି ବିଶ୍ବ ତାଯୁବ ହୋଇ ଯାଇଛି । ଭାରତ ନିର୍ମିତ ଯୁଦ୍ଧାସ୍ତ୍ରର ପରାକ୍ରମ ଆଗରେ ବିଭିନ୍ନ ଦେଶର ଯୁଦ୍ଧାସ୍ତ୍ର ସବୁ ଫେଲ ମାରି ଯାଇଛନ୍ତି । ବିଶେଷ କରି ଚୀନ ନିର୍ମିତ ଯୁଦ୍ଧାସ୍ତ୍ର ଭାରତ ଯୁଦ୍ଧାସ୍ତ୍ର ଆଗରେ ତିଷ୍ଠି ପାରିନଥିବା ଦେଖିବାକୁ ମିଳିଛି । ଫଳରେ ବିଶ୍ୱ ବଜାରରେ ଚୀନ ନିର୍ମିତ ଯୁଦ୍ଧାସ୍ତ୍ରର ଚାହିଦା ବେଶ କମି ଯାଇଛି । ଯାହା ଚୀନ କୁ ଚିନ୍ତାରେ ପକାଇଛି ।

Leave a comment

Your email address will not be published. Required fields are marked *