Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ସୁକିନ୍ଦାରେ କାଠ ମାଫିଆ ସକ୍ରିୟ..

ସୁକିନ୍ଦାରେ କାଠ ମାଫିଆ ସକ୍ରିୟ..

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବେଶ କିଛି ବର୍ଷ ହେଲା ହାତ ବାନ୍ଧି ବସିଥିବା କାଠ ମାଫିଆ ଏବେ ପୁଣି ସୁକିନ୍ଦାରେ ସକ୍ରିୟ ହୋଇ ପଡିଛନ୍ତି । ବନ ବିଭାଗର ନୀରବତାର ସୁଯୋଗ ନେଇ ପୁଣି ମାଫିଆ କାଠ କାଟିବା ଆରମ୍ଭ କରିଛନ୍ତି । ବିଗତ ଦିନରେ ସୁକିନ୍ଦାରେ ସବୁଜ ବିପ୍ଳବ ଜରିଆରେ ବ୍ୟାପକ ବୃକ୍ଷ ରୋପଣ ହୋଇଥିଲା । ହେଲେ ଏବେ ସେହି ଗଛ ଗୁଡିକୁ କାଟି ନେଉଛନ୍ତି ମାଫିଆ । ଏଭଳି ଚିତ୍ର ଦେଖିବାକୁ ମିଳିଛି କଟକ ବନଖଣ୍ଡ ଅଧିନ ସୁକିନ୍ଦା ବନାଞ୍ଚଳରେ । ସୁକିନ୍ଦା ବନାଞ୍ଚଳ ରାସୋଳ ବନପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରତାରେ ଥିବା କଲରଙ୍ଗି କ୍ରୋମାଇଟ ଖଣିର ବନୀ କରଣ ଜଙ୍ଗଲରୁ ଏହି ସବୁ ଗଛ କଟା ଯାଇଛି । କଟା ହୋଇଥିବା ଗଛ ମଧ୍ୟରେ ଚାକଣ୍ଡା ଗଛ ସହିତ ମୁଲ୍ୟବାନ ସାଗୁଆନ ଗଛ ଥିବା ଜଣାଯାଇଛି । କଟା ଯାଇଥିବା ଗଛର ମୂଳ ଏବେ ଛିଡ଼ା ହୋଇ ରହିଛି । ଏହି ଗଛ ଗୁଡିକ ଚାରି ପାଞ୍ଚ ମାସ ମଧ୍ୟରେ କଟା ଯାଇଥିବା ସନ୍ଦେହ ହେଉଛି । ଏହି ସ୍ଥାନର ଅନତି ଦୂରରେ ବନ କାର୍ଯ୍ୟାଳୟ ରହିଥିଲା ବେକେ ବନ ବିଭାଗ କର୍ମଚାରୀ ସବୁ ସମୟରେ ଗତାଗତ କରୁଛନ୍ତି । ଅନ୍ୟ ପଟରେ ଓଏମସିର ନିରାପତ୍ତା ରକ୍ଷୀ ମଧ୍ୟ ଗତାଗତ କରୁଛନ୍ତି । ହେଲେ ସୁରକ୍ଷାକୁ ଖାତିର ନକରି କାଠ ମାଫିଆ ଗଛ କାଟି ନେବା ସାଧାରଣ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ବିଷୟ ବନ ବିଭାଗ ଜାଣି ନାହିଁ ନା ଜାଣିଶୁଣି କାଠ ମାଫିଆଙ୍କୁ କାଠ କାଟିବାକୁ ପ୍ରଶ୍ରୟ ଦେଉଛି ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବନ ବିଭାର ନିରବତାର ସୁଯୋଗ ନେଇ ମାଫିଆ ସକ୍ରିୟ ହେବା ସୁକିନ୍ଦାର ବଣ ଜଙ୍ଗଲ ପ୍ରତି ବିପଦର ଆଭାଷ ଦେଉଛି । ଏବେ ଠାରୁ କାଠ ମାପିଆଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗକୁ କାଠ ମାଫିଆ ଅଧିକ ସକ୍ରିୟ ହୋଇ ଗଛ କାଟି ଅଧିକ କାଠ ଲୁଟ କରିବେ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏ ନେଇ ବୁଦ୍ଧିଜୀବି ଚିନ୍ତା ପ୍ରକଟ କରିବା ସହିତ ବନ ବିଭାଗର ଉଚ୍ଚ ଅଧିକାରୀ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

Leave a comment

Your email address will not be published. Required fields are marked *