ଯାଜପୁରର ବିଭିନ୍ନ ସ୍ଥାନରେ ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ । ଜଣା ପଡ଼ିନାହିଁ କାରଣ । ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ଶବ୍ଦ ହୋଇଥିବା ସୂଚନା । ବରୀ ଅଞ୍ଚଳରେ କବାଟ ଝରକା ଥରି ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା