Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ରାଜ୍ୟ ବ୍ୟକ୍ତିଗତ ସ୍ୱାର୍ଥ ଓ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ବରେ ଥିବା ନେତାଙ୍କୁ ହରାଇଲା-ଡ଼ଃ ଘଡାଇ

ରାଜ୍ୟ ବ୍ୟକ୍ତିଗତ ସ୍ୱାର୍ଥ ଓ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ବରେ ଥିବା ନେତାଙ୍କୁ ହରାଇଲା-ଡ଼ଃ ଘଡାଇ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବର୍ଷୀୟାନ ରାଜନେତା ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ତାଙ୍କ ବ୍ୟକ୍ତିଗତ ବନ୍ଧୁ ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । ତାଙ୍କ ଶେଷ ଦର୍ଶନ କରିବା ପରେଡ଼ଃ ଘଡାଇ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି ତାଙ୍କ ବିୟୋଗ ଫଳରେ ରାଜ୍ୟ ବ୍ୟକ୍ତିଗତ ସ୍ୱାର୍ଥ ଓ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ବରେ ଥିବା ଜଣେ ନେତାଙ୍କୁ ହରାଇଲା ସିନା, ମୁଁ କିନ୍ତୁ ମୋର ବନ୍ଧୁଙ୍କୁ ହରାଇଛି । ତାଙ୍କ ବିୟୋଗ ମତେ ବ୍ୟଥିତ ଓ ମର୍ମାହତ କରିଛି । ଆମେ ସମ ବୟସ୍କ ଥିଲୁ, ଆମ ଭିତରେ ନିବିଡ଼ ବନ୍ଧୁତା ଥିଲା । ତାଙ୍କ ଭଳି ନେତା ରାଜନୈତିକ ଗଣ୍ଡିରେ ସୀମିତ ନୁହଁନ୍ତି । କହିବାକୁ ଗଲେ ସେ ରାଜ୍ୟ ବିଜେପିର ପ୍ରତିଷ୍ଠାତା ସଦସ୍ୟ, ହେଲେ ଦଳୀୟ ସଂକୀର୍ଣ୍ଣତା ତାଙ୍କୁ ସ୍ପର୍ଶ କରିନଥିଲା । ତାଙ୍କ ସମୟରେ ଦେଶରେ ଜାତୀୟ ରାଜପଥର ବ୍ୟାପକ ବିକାଶ ହୋଇଥିଲା ବେଳେ ଓଡ଼ିଶାରେ ମଧ୍ୟ ବ୍ୟାପକ ବିକାଶ ହୋଇଥିଲା । ଏହି ସମୟରେ ସେ ସ୍ୱର୍ଗତ ପ୍ରଧାନଙ୍କ ସମୟରେ ଚଣ୍ଡିଖୋଲ-କନକ ତୋରା ୫୩ ନମ୍ବର ଜାତୀୟ ରାଜପଥ ବିକାଶ କିଭଳି ସମ୍ଭବ ହେଲା ଓ ସେଥିରେ ଡାକ୍ତର ପ୍ରଧାନଙ୍କ ଭୂମିକା କଣ ଥିଲା ସେ ବିଷୟରେ କହିଥିଲେ । ରାଜ୍ୟ ବିକାଶ ପ୍ରତି ତାଙ୍କ ନିଷ୍ଠା, ଶ୍ରଦ୍ଧା ଓ ଅଙ୍ଗୀକାର ବଦ୍ଧତା ରହିଥିଲା ବେଳେ ତାଙ୍କ ଦେହାନ୍ତ ରାଜ୍ୟ ରାଜନୀତିରେ ବିରାଟ ଶୁନ୍ୟ ସ୍ଥାନ ସୃଷ୍ଟି କରିଛି । ଏହା ସହିତ ତାଙ୍କ ଅମର ଆତ୍ମାର ଶାନ୍ତି କାମନା ସହିତ ପରିବାରକୁ ସମବେଦନା ଜଣାଇଛନ୍ତି ଡ଼ଃ ଘଡାଇ ।

Leave a comment

Your email address will not be published. Required fields are marked *