Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ଜିଲ୍ଲା > ଯାଜପୁର > ବାଲେଶ୍ବର ଆଲଏଜ୍‌ ଇଣ୍ଡିପେଣ୍ଡେଣ୍ଟ୍‌ କ୍ରିକେଟ୍‌ ଲିଗ୍‌ : ଲାୟନ୍ସ ବିଜେତା

ବାଲେଶ୍ବର ଆଲଏଜ୍‌ ଇଣ୍ଡିପେଣ୍ଡେଣ୍ଟ୍‌ କ୍ରିକେଟ୍‌ ଲିଗ୍‌ : ଲାୟନ୍ସ ବିଜେତା

ଓଡିଶା ଲିଡ୍ସ(ଯାଜପୁର): ବାଲେଶ୍ବର ଆଲଏଜ୍ କାଳିଆପାଣି କ୍ରୋମାଇଟ୍‌ ଖଣି ପକ୍ଷରୁ ଅନୁଷ୍ଠିତ ପ୍ରଥମ ଇଣ୍ଡିପେଣ୍ଡେଣ୍ଟ୍‌ କ୍ରିକେଟ୍‌ ଲିଗ୍‌ ଟୁର୍ନାମେଣ୍ଟ ଆୟୋଜିତ ହୋଇ ଯାଇଛି । ବାଲ ଲାୟନ୍ସ ବିଜେତା ହୋଇ ଚାମ୍ପିଅନ୍ସ ଟ୍ରଫି ସହିତ ୨୫ ହଜାର ଟଙ୍କା ପୁରସ୍କାର ରାଶି ହାସଲ କରିଛି। ଫାଇନାଲରେ ଏହି ଦଳ ଅଟୱାଲ ଡେଞ୍ଜର୍ସକୁ ୩୭ ରନରେ ପରାସ୍ତ କରିଛି। ବାଲ ଟାଇଗର୍ସ ରନର୍ସଅପ୍ ଟ୍ରଫି ଜିତିଛି। ରାଜ୍ୟ ସରକାରଙ୍କ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ ଗୋପବନ୍ଧୁ କ୍ଲବ ପଡ଼ିଆରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ମୁଖ୍ୟଅତିଥି ଭାବେ ଉଦ୍‌ଘାଟନ କରିଥିଲେ। ଖଣିମୁଖ୍ୟ ଇଂ ବିଶ୍ବରଞ୍ଜନ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଇଂ ଘଡ଼ାଇ ଯୋଗଦେଇ ସ୍ବାଧୀନତା ଦିବସରେ ନିଆରା କ୍ରୀଡ଼ା ଉତ୍ସବ ଆୟୋଜନ କରି ବାଲେଶ୍ବର ଆଲଏଜ୍ ଉଦାହରଣ ସୃଷ୍ଟି କରିଥିବା କହିଥିଲେ। ଉଦ୍‌ଯାପନୀ ସଂଧ୍ୟାରେ ଖଣିର ସଭାପତି ସୁଧାଂଶୁ ପାଟ୍‌ନି ମୁଖ୍ୟଅତିଥି, ଅଟୱାଲ ମହାପ୍ରବନ୍ଧକ ଇଂ ପ୍ରଦୀପ କୁମାର ମହାପାତ୍ର, ବରିଷ୍ଠ ସାମ୍ବାଦିକ ରବି ନାରାୟଣ କର, ସମାଜସେବୀ ଅନିତା ପାଟ୍‌ନି ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଉନ୍ନତ କ୍ରୀଡା ପ୍ରଦର୍ଶନ କରି ନିକୁଞ୍ଜ ପ୍ରଧାନ ମ୍ୟାନ୍ ଅଫ୍ ଦି ସିରିଜ ଓ ସରୋଜ ନାହାକ ମ୍ୟାନ୍ ଅଫ୍‌ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ। ଗିରିଜା ପ୍ରସାଦ ବିଶ୍ବାଳ, ଭବାନୀ ଶଙ୍କର ଦାଶ, କୁନାଲ ପାତ୍ର ଓ ବିଶ୍ବଜିତ ମହାନ୍ତ ଶ୍ରେଷ୍ଠ ଆୟୋଜକ ଭାବେ ସମ୍ମାନିତ ହୋଇଥିଲେ। ବିଶ୍ବଜିତ ମିଶ୍ର ଓ ଦିଲ୍ଲୀପ ସାହାଣି ଅମ୍ପାୟାର, ହିମାଂଶୁ ବାରିକ ଓ ପ୍ରଭାତ ମହାନ୍ତି ସ୍କୋରର ଏବଂ ସୌଭାଗିନୀ ସାହୁ ଓ ପରେଶ ପରିଡ଼ା ଭାଷ୍ୟକାର ଭାବେ ଖେଳ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *