Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ର୍ଜାତୀୟ > ପାକିସ୍ତାନ ଯଦି ଆତଙ୍କବାଦକୁ ନ ଛାଡେ, ତାହାଲେ ପୂରା ମାନଚିତ୍ରରୁ ହଟାଇ ଦିଆଯିବ

ପାକିସ୍ତାନ ଯଦି ଆତଙ୍କବାଦକୁ ନ ଛାଡେ, ତାହାଲେ ପୂରା ମାନଚିତ୍ରରୁ ହଟାଇ ଦିଆଯିବ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯଦି ରହିବାର ଅଛି ତ ଆତଙ୍କବାଦ ବନ୍ଦ କର, ନ ହେଲେ ମାନଚିତ୍ରରୁ ହଟାଇ ଦେବୁ ବୋଲି ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ପାକିସ୍ତାନକୁ ଚେତାବନୀ ଦେଇଛନ୍ତି । ଜେନେରାଲ ଦ୍ବିବେଦୀ କହିଛନ୍ତି ମାନଚିତ୍ରରେ ରହିବାର ଅଛି ନା ନାହିଁ । ରହିବାର ଅଛି ତ ଆତଙ୍କବାଦ ବନ୍ଦ କର। ଭାରତ ପୂରା ପ୍ରସ୍ତୁତ ଅଛି। ଆଉ ସହି ହେବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଅପରେସନ ସିନ୍ଦୁର ୧.୦’ ପରି ଆଉ ଭାରତ ସଂଯମତା ଦେଖାଇବ ନାହିଁ। ପାକିସ୍ତାନ ନିଷ୍ପତ୍ତି ନେଉ ସେ ମାନଚିତ୍ରରେ ରହିବ କି ନାହିଁ।
ଏଥର ସମସ୍ତ ପ୍ରମାଣ ବିଶ୍ୱକୁ ଦେଖାଯାଇଛି ଏବଂ କ୍ଷତି ମଧ୍ୟ ଦେଖାଇ ଦିଆଯାଇଛି। ସେନା ମୁଖ୍ୟ କହିଛନ୍ତି ଯେ ‘ଅପରେସନ୍ ସିନ୍ଦୂର’ କେବଳ ଏକ ସେନା ଅପରେସନ୍ ନୁହେଁ, ଏହା ସମଗ୍ର ରାଷ୍ଟ୍ର ପାଇଁ ଏକ ଲଢ଼େଇ ଥିଲା।

ଏହା ପୂର୍ବରୁ, ବାୟୁସେନା ମୁଖ୍ୟ ମାର୍ଶାଲ ଏ.ପି ସିଂହ ଅପରେସନ ସିନ୍ଦୂରରେ ପାକିସ୍ତାନର ହୋଇଥିବା କ୍ଷତିର ଏକ ତାଲିକା ଦେଇଥିଲେ। ସେ କହିଥିଲେ ଯେ ଭାରତୀୟ ବାୟୁସେନା ୪-୫ଟି ପାକିସ୍ତାନୀ ଯୁଦ୍ଧ ବିମାନକୁ ଖସାଇ ଦେଇଛି। ଏଥିରେ ଜେଏଫ-୧୬ ମଧ୍ୟ ରହିଛି। ଏହା ବ୍ୟତୀତ, ପାକିସ୍ତାନର ଚୀନ୍ ନିର୍ମିତ ଜେଏଫ-୧୭ ଯୁଦ୍ଧ ବିମାନଗୁଡ଼ିକୁ ମଧ୍ୟ ନଷ୍ଟ କରି ଦିଆଯାଇଛି। ସେମାନଙ୍କର ରାଡାର, ନିୟନ୍ତ୍ରଣ କେନ୍ଦ୍ର, ରନୱେ ଏବଂ ହ୍ୟାଙ୍ଗରଗୁଡ଼ିକ ମଧ୍ୟ ନଷ୍ଟ ହୋଇଛି।

ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପାକିସ୍ତାନକୁ କଡ଼ା ଚେତାବନୀ ଦେଇ କହିଥିଲେ ଯେ, ଯଦି ପାକିସ୍ତାନ ସର୍ କ୍ରିକ୍ ଅଞ୍ଚଳରେ କିଛି କରିବାକୁ ସାହସ କରେ, ତେବେ ତାକୁ ଏପରି ଜବାବ ଦିଆଯିବ ଯାହା ଇତିହାସ ଏବଂ ଭୂଗୋଳ ଉଭୟକୁ ବଦଳାଇ ଦେବ। ରାଜନାଥ କହିଥିଲେ, ଅପରେସନ ସିନ୍ଦୂର ପାକିସ୍ତାନର ପର୍ଦ୍ଦାଫାସ କରିଛି। ଭାରତ ସଞ୍ଜମତା ଦେଖାଇଛି କାରଣ ଏହାର କାର୍ଯ୍ୟାନୁଷ୍ଠାନ କେବଳ ଆତଙ୍କବାଦ ବିରୁଦ୍ଧରେ ଥିଲା, କିନ୍ତୁ ଆବଶ୍ୟକ ହେଲେ ଏହାର କଠୋର ଜବାବ ମଧ୍ୟ ଦିଆଯିବ।

Leave a comment

Your email address will not be published. Required fields are marked *