ଓଡ଼ିଶା ଲିଡ୍ସ(ବ୍ୟୁରୋ): ଭାରତୀୟ ମହିଳା କ୍ରିକେଟ ଦଳ ନିକଟରେ ବିଶ୍ୱକପ କ୍ରିକେଟ ଜିତି ସାରା ଦେଶକୁ ଗର୍ବିତ କରିଥିଲା ବେଳେ ଆଜି ପୁଣି ମହିଳା କବାଡି ଦଳ ବିଶ୍ୱକପ ବିଜୟୀ ହେବା ସାରା ଦେଦଶକୁ ଗର୍ବିତ କରିଥିଲା ବେଳେ ଦେଶରେ ଖୁସିର ଲହରୀ ଦେଖା ଦେଇଛି । ଫାଇନାଲରେ ଚାଇନିଜ ଟାଇପେଇକୁ ପରାଜିତ କରି ବିଜୟୀ ହୋଇଛି । ବିଜୟୀ ଭାରତୀୟ ମହିଳା ଦଳକୁ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।




















