Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > କ୍ରୀଡା > ୩୪ ରନ କଲେ କୋହଲି, ଧାୱନଙ୍କୁ ଟପିବେ ଶ୍ରେୟାସ

୩୪ ରନ କଲେ କୋହଲି, ଧାୱନଙ୍କୁ ଟପିବେ ଶ୍ରେୟାସ

ଓଡ଼ିଶା ଲିଡ୍ସ(ବ୍ୟୁରୋ) : ଆଘାତ ସମସ୍ୟାରୁ ମୁକୁଳି ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ମଧ୍ୟକ୍ରମ ବ୍ୟାଟର ଶ୍ରେୟାସ ଆୟର ଆଉ ୩୪ ରନ ସଂଗ୍ରହ କରିଲେ କୋହଲି ଓ ଶିଖର ଧାୱନଙ୍କ ରେକର୍ଡ ଭାଙ୍ଗିବେ । ଶ୍ରେୟାସ ୬୮ଟି ଏକଦିବସୀୟ ପାଳିରୁ ୪୭.୮୩ ହାରରେ ୨୯୬୬ ରନ୍‌ କରିସାରିଛନ୍ତି । ନ୍ୟୁଜିଲାଣ୍ଡ ବିରୁଦ୍ଧ ପ୍ରଥମ ଦିନିକିଆରେ ୪୯ ରନ୍‌ର ପାଳି ଖେଳି ନିଜ ଫର୍ମର ପରିଚୟ ଦେଇଥିବା ଶ୍ରେୟାସ ଦ୍ୱିତୀୟ ଦିନିକିଆରେ ଏହି ରେକର୍ଡ ଛୁଇଁବେ ବୋଲି ତାଙ୍କ ପ୍ରଶଂସକ ଦୃଢ଼ ଆଶା ବାନ୍ଧିଛନ୍ତି । ଏହି ମ୍ୟାଚ୍‌ରେ ୩୪ ରନ୍‌ କରିପାରିଲେ ଧାୱନ ଓ କୋହଲିଙ୍କୁ ପଛରେ ପକାଇ ୩,୦୦୦ ଦିନିକିଆ ରନ୍‌ କରିବାରେ ଦ୍ରୁତତମ ଭାରତୀୟ ହେବାର ଗୌରବ ଅର୍ଜନ କରିବେ ସେ ।

ଦିନିକିଆରେ ଦ୍ରୁତତମ ୩,୦୦୦ ରନ୍‌ କରିବାର ଭାରତୀୟ ରେକର୍ଡ ଏବେ ଶିଖର ଧାୱନଙ୍କ ନାଁରେ ରହିଛି । ସେ ୭୨ ଏକ ଦିବସିୟ ପାଳିରୁ ୩୦୦୦ ରନ ସଂଗ୍ରହ କରିଥିଲେ । ଅନ୍ୟପକ୍ଷରେ କୋହଲି ଏହି ରେକର୍ଡ କରିବାକୁ ୭୫ ପାଳି ନେଇଥିଲେ । ଆୟର ଯଦି ବୁଧବାର ଏହି ରେକର୍ଡ ହାସଲ କରନ୍ତି, ତା‌ହେଲେ ୩,୦୦୦ ଦିନିକିଆ ରନ୍‌ କରିବାରେ ୱେଷ୍ଟଇଣ୍ଡିଜ୍‌ର କିମ୍ୱଦନ୍ତି କ୍ରିକେଟର୍‌ ଭିଭିଆନ୍‌ ରିଚାର୍ଡସଙ୍କ ସହ ସେ ବିଶ୍ୱର ଚତୁର୍ଥ ଦ୍ରୁତତମ ଖେଳାଳି ହେବେ ।

Leave a comment

Your email address will not be published. Required fields are marked *