ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗତ ଲଘୁଚାପ ରାଜ୍ୟରେ ବନ୍ୟା ଆଣିଥିଲା ବେଳେ ଆସନ୍ତା କାଲି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ୯ ତାରିଖରେ ଲଘୁଚାପରେ ପରିଣତ ହେବ । ଏହା ଫଳରେ ରାଜ୍ୟରେ ଅଗଷ୍ଟ ୧୬ ଯାଏଁ ବର୍ଷା ଲାଗି ରହିବ ବୋଲି ସୂଚନା ଦେଇଛନ୍ତି
ପାଣିପାଗ ବିଶେଷଜ୍ଞ ଶରତ ସାହୁ । ୮ ରୁ ୧୬ ତାରିଖ ଯାଏ ରାଜ୍ୟରେ ଭଲ ବର୍ଷା ହେବ ବୋଲି କହିଛନ୍ତି ଶ୍ରୀ ସାହୁ ।




















