ଓଡ଼ିଶା ଲିଡ୍ସ(ବରୀ): ଚଳିତ ବନ୍ୟାରେ ଅରଙ୍ଗାବାଦ ପଞ୍ଚାୟତ ରଜାପୁର ଗ୍ରାମ୍ୟ ରାସ୍ତା ବନ୍ୟା ପାଣିରେ ବୁଡି ରହିଥିଲା । ଦୀର୍ଘଦିନ ବୁଡି ରହିବା ଫଳରେ ରାସ୍ତା ଖୋଳି ହୋଇ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଥିଲା । ଆଜି ଗ୍ରାମବାସୀ ମିଳିତ ହୋଇ ଏହି ରାସ୍ତାକୁ ମରାମତି କରିଛନ୍ତି । ଫଳରେ ରାସ୍ତା ସମସ୍ୟା ଦୂର ହୋଇଛି ।




















