Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > Articles by: orissaleads@admin

ଯାଜପୁରରେ ହାତୀ ଆତଙ୍କ, ଜଙ୍ଗଲ ବିଭାଗ ନୟାନ୍ତ

ଓଡ଼ିଶା ଲିଡ୍ସ(ଯାଜପୁର): ରାତି ପ୍ରାୟ ଗୋଟାଏ ବେଳେ ଯାଜପୁର ଟାଉନ ଚଇନିପୁର ପଞ୍ଚାୟତ ଗଣେଶ୍ୱରପୁର ଠାରେ ଏକ ଜଙ୍ଗଲି ହାତୀ ଦେଖିବାକୁ ମିଳିଛି । ହାତୀ ଆସିଥିବା ଖବର ପାଇ ଜଙ୍ଗଲ ବିଭାଗ ସହିତ ଶହ ଶହ ଲୋକ ହାତୀର ପିଛା କରୁଛନ୍ତି । ହାତୀ ବୈତରଣୀ ନଦୀବନ୍ଦ ରେ ବହୁ ସମୟ ଚାଲି କେନାଲ ଅତିକ୍ରମ କରି ଚଇନିପୁର ଭିତରକୁ ଯାଇଥିବା ଦେଖିବାକୁ ମିଳିଛି । ଜଙ୍ଗଲ ବିଭାଗ ହାତୀ ଉପରେ ନଜର ରଖିଛି ।

Read More

କାଳ ହେଉଛି ଗୁଗୁଲ ମ୍ୟାପ, ୩୦ଫୁଟ ଗଭୀର ଡ୍ରେନରେ ପଡି ମୃତ୍ୟୁ ବରଣ କଲେ ଷ୍ଟେସନ ମାଷ୍ଟର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଗୁଗୁଲ ମ୍ୟାପ ଏବେ ପଥଚାରୀଙ୍କ ପାଇଁ ବିପଦର କାରଣ ପାଲଟିଛି । ଗ୍ରେଟର ନୋଏଡାରେ ଗୁଗୁଲ୍ ମ୍ୟାପ୍ ଯୋଗୁଁ ପୁଣି ଏକ ବଡ଼ ଦୁର୍ଘଟଣା ଘଟି ଜଣେ ଷ୍ଟେସନ ମାଷ୍ଟରଙ୍କ ମୃତ୍ୟୁ ହୋଇଛି । ଗୁଗୁଲ୍ ମ୍ୟାପ ଉପରେ ଭରସା କରି ଯାତ୍ରା କରୁଥିବା ଜଣେ ଷ୍ଟେସନ ମାଷ୍ଟରଙ୍କ କାର ୩୦ ଫୁଟ ଗଭୀର ଡ୍ରେନ ଭିତରକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣା ସ୍ଥଳରେ ଷ୍ଟେସନ ମାଷ୍ଟରଙ୍କ ମୃତ୍ୟୁ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି। […]

Read More

ବିଶ୍ୱଶାନ୍ତି ମହାଯଜ୍ଞରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦା ବ୍ଲକ୍ ହାତୀବାରୀ ପଞ୍ଚାୟତର ବୈରୀମାଳ ଠାରେ ଶାନ୍ତିକୁଞ୍ଜ ସେବାଶ୍ରମ ଯଜ୍ଞେଶ୍ୱର ପୀଠରେ ଆୟୋଜିତ ହେଉଛି ବିଶ୍ୱକଲ୍ୟାଣ ବିଶ୍ୱଶାନ୍ତି ବିଷ୍ଣୁ ମହାଯଜ୍ଞ । ଏହି ଉତ୍ସବରେ ସାମିଲ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେଠାରେ ପୂଜାର୍ଚ୍ଚନା କରିବା ସହିତ ସମସ୍ତଙ୍କ ସୁଖ-ସମୃଦ୍ଧି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ। ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବ୍ଲକ ଅଧ୍ୟକ୍ଷ ଦିବ୍ୟରଞ୍ଜନ ବରାଳଙ୍କ ସହିତ ଅନ୍ୟ ନେତୃବୃନ୍ଦ ସାମିଲ ହୋଇଥିଲେ । ଆୟୋଜକ […]

Read More

ବିଶ୍ୱକପ ପରାଜୟର ପ୍ରତିଶୋଧ ନେଲା ଭାରତ

ଓଡ଼ିଶା ଲିଡ୍ସ(ବ୍ୟୁରୋ):ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ହେଉଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫି ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରିଛି ଟିମ ଇଣ୍ଡିଆ । ଗତ ବିଶ୍ୱକପ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ । ରନ ମେସିନ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରି ୮୪ ରନର ମହତ୍ୱପୂର୍ଣ୍ଣ ଇନିଂସ ଖେଳି ଭାରତ ବିଜୟର ଶ୍ରେୟ ନେଇଛନ୍ତି । ଅଷ୍ଟ୍ରେଲିଆର ୨୬୫ ରନର ଟାର୍ଗେଟକୁ ପିଛା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବିରାଟଙ୍କ ଏହି […]

Read More

ଶୁଖି ଯାଉଛି ବ୍ରାହ୍ମଣୀ, ଚିନ୍ତାରେ ନଦୀକୂଳିଆ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଓଡ଼ିଶାର ଦ୍ୱିତୀୟ ବୃହତ୍ତମ ନଦୀ ଭାବରେ ପରିଚିତ ବ୍ରାହ୍ମଣୀ । ଏହାର ଶାଖା କେଲୁଅ ଏବଂ ଖରସ୍ରୋତା ନଦୀ। ଖରସ୍ରୋତା ନଦୀ ଚିର ସ୍ରୋତା ହୋଇଥିଲା ବେଳେ ବର୍ଷା ଦିନକୁ ଛାଡି ମୁଖ୍ୟ ନଦୀ ବ୍ରାହ୍ମଣୀ ଓ ଶାଖା ନଦୀ କେଲୁଅ ଶୁଖି ଯାଉଛି । ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ଵରେ ରହିଛି ବିଭିନ୍ନ ଗାଁ ଓ ଜନବସତି। ନଦୀ ଶୁଖି ଯିବାରୁ ବ୍ରାହ୍ମଣୀ ନଦୀକୁ ଆଧାର କରି ଗଢ଼ି ଉଠିଥିବା ଜୀବନ ଜୀବିକା […]

Read More

ପଞ୍ଚଭୂତରେ ବିଲୀନ ହେଲେ ପୂର୍ବତନ ପ୍ରଧାନଶିକ୍ଷକ

ଓଡ଼ିଶା ଲିଡ୍ସ(ଯାଜପୁର):ଯାଜପୁର ବ୍ଲକ ସୁଜନପୁର ପଞ୍ଚାୟତ ନୋଉପଡାର ଅବସରପ୍ରାପ୍ତ ଶିକ୍ଷକ ବୈଦ୍ୟନାଥ ମହାନ୍ତିଙ୍କର ଗତକାଲି ରାତି ପ୍ରାୟ ୯ଟା ସମୟରେ ଦେହାନ୍ତ ହୋଇଥିଲା । ଆଜି ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି । ସକାଳୁ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ପୁରାତନ ଛାତ୍ରଛାତ୍ରୀ ତାଙ୍କ ବାସଭବନକୁ ଆସି ତାଙ୍କୁ ଶେଷ ଦର୍ଶନ କରିବା ସହିତ ପୁଷ୍ପଗୁଛ ଅର୍ପଣ କରିଥିଲେ । ଏହା ପରେ ଏକ ବିଶାଳ ପଟୁଆରରେ ତାଙ୍କ ମୃତ ଦେହକୁ ରୁଦ୍ର ଚରଣ ଉଚ୍ଚ […]

Read More

ସର୍ବ କନିଷ୍ଠ ଅଙ୍ଗ ଦାତା ଜନ୍ମେଶ,ଅଙ୍ଗଦାନ କରି ଦୁଇ ଜଣଙ୍କୁ ଦେଲେ ନୂଆ ଜୀବନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ମା କୋଳରେ ଖେଳିବା ସମୟରେ ମୃତ୍ୟୁ ତା କୋଳକୁ ନେଇଗଲା ଶିଶୁ ଜନ୍ମେଶକୁ । ଜୀବନ କ’ଣ ଜାଣିବା ପୂର୍ବରୁ ଚାଲିଗଲା ଜୀବନ । ମାତ୍ର ପରିବାର ଲୋକେ ଜନ୍ମେଶକୁ ହରାଇବାର ଦୁଃଖ ଭିତରେ ନେଲେ ଆଉ ଏକ କଠିନ ନିଷ୍ପତ୍ତି । ଯାହା ନିରୀହ ନିଷ୍ପାପ ଶିଶୁ ଜନ୍ମେଶକୁ ବହୁତ ଉଚ୍ଚକୁ ନେଇଗଲା । ଜନ୍ମେଶର କିଡ୍‌ନି ଓ ଲିଭର ଦାନ କରି ୧୬ ମାସର ଶିଶୁ ଜନ୍ମେଶକୁ ଅମର କରିଦେଲେ ବାପା […]

Read More

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ପରଲୋକ

ଓଡ଼ିଶା ଲିଡ୍ସ(ଯାଜପୁର): ସୁଜନପୁର ନୋଉପଡାର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବୈଦ୍ୟନାଥ ମହାନ୍ତିଙ୍କର ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ସେ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ । ଆଜି ତାଙ୍କ ବାସଗୃହରେ ତାଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ପରିବାର ସଦସ୍ୟ ମାନେ ଉପସ୍ଥିତ ଥିଲେ । ଜଣେ ଅମାୟିକ, ସରଳ ଓ ଧର୍ମପ୍ରାଣ ବ୍ୟକ୍ତି ଭାବେ […]

Read More

ସକାଳେ ଖାଲି ପେଟରେ ଲାଉ ଜୁସ ପିଇବା ଦ୍ୱାରା କ’ଣ ହୁଏ?

ଲାଉ ଜୁସ, ଯାହାକୁ ଲାଉ ରସ ମଧ୍ୟ କୁହାଯାଏ, ଏହାର ଅନେକ ସମ୍ଭାବ୍ୟ ସ୍ୱାସ୍ଥ୍ୟ ଉପକାରିତା ରହିଛି । ଏଥିରେ ପୋଷକ ତତ୍ତ୍ୱ, ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର ଭରପୂର ମାତ୍ରାରେ ରହିଥାଏ। ସମ୍ଭାବ୍ୟ ଫାଇଦା ହୃଦ୍ ସ୍ଵାସ୍ଥ୍ୟ: ରକ୍ତଚାପ ଏବଂ କୋଲେଷ୍ଟ୍ରଲ ହ୍ରାସ କରିବା ସହ ହୃଦ୍ ରୋଗର ଆଶଙ୍କା କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏହଜମ: ପାଚନ କ୍ରିୟାରେ ସହାୟକ ହେବା ସହ କୋଷ୍ଠକାଠିନ୍ୟରୁ ରକ୍ଷା କରିଥାଏରୋଗ ପ୍ରତିରୋଧକ ଶକ୍ତି: ଶ୍ୱେତ ରକ୍ତ କଣିକା ଉତ୍ପାଦନ […]

Read More

ଟାଟୁ ବିବାଦ, ଦୁଇ ଗିରଫ

ଓଡିଶା ଲିଡ୍ସ(ବ୍ୟୁରୋ): ଜଣେ ବିଦେଶିନୀ ମହିଳାଙ୍କ ଜଙ୍ଘରେ ମହାପ୍ରଭୁ ଜଗନ୍ନାଥଙ୍କ ଟାଟୁ ଆଙ୍କି ବିବାଦରେ ଫସିଥିବା ଭୁବନେଶ୍ୱରର ଏକ ଟାଟୁ ଦୋକାନର ମାଲିକ ଓ କର୍ମଚାରୀଙ୍କୁ ଗିରଫ କରିଛି ସହିଦ ନଗର ପୋଲିସ । ଏହି ଘଟଣା ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା । ଏହାକୁ ନେଇ ପୋଲିସ ନିକଟରେ ଅଭିଯୋଗ ମଧ୍ୟ ହୋଇଥିଲା ।

Read More