Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > କ୍ରୀଡା > ଅପରେସନ ସିନ୍ଦୂର ଏୟାର ଷ୍ଟ୍ରାଇକ, ପଦକ୍ଷେପକୁ ଭାରତୀୟ କ୍ରିକେଟରଙ୍କ ସ୍ୱାଗତ

ଅପରେସନ ସିନ୍ଦୂର ଏୟାର ଷ୍ଟ୍ରାଇକ, ପଦକ୍ଷେପକୁ ଭାରତୀୟ କ୍ରିକେଟରଙ୍କ ସ୍ୱାଗତ

ଡ଼ିଶା ଲିଡ୍ସ(ବ୍ୟୁରୋ): ଗତକାଲି ମଧ୍ୟ ରାତ୍ରିରେ ପାକିସ୍ତାନର ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ସେନା କରିଥିବା ଆକ୍ରମଣକୁ ଭାରତୀୟ କ୍ରିକେଟର ପ୍ରଶଂସା କରିଛନ୍ତି ।

କ୍ରିକେଟର ମାନେ କହିଛନ୍ତି ପ୍ରତ୍ୟେକ ଭାରତୀୟଙ୍କ ଅପେକ୍ଷାର ଅନ୍ତ ଘଟିଛି । ପ୍ରଶଂସାରେ ଶତମୁଖ ଭାରତର ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ କହିଛନ୍ତି ପାକିସ୍ତାନ ଉପରେ ‘ଅପରେସନ ସିନ୍ଦୂର’ ନାମରେ ହୋଇଥିବା ଆକ୍ରମଣ ଶକ୍ତିଶାଳୀ । ସେ ତାଙ୍କ ସୋସିଆଲ ମିଡିଆ ସାଇଟରେ ଏକ ଜାତୀୟତାବାଦୀ ପୋଷ୍ଟ କରିଛନ୍ତି । ପୋଷ୍ଟରେ ସେ କହିଛନ୍ତି, ‘‘ଯଦି କେହି ଆପଣଙ୍କୁ ପଥର ଫିଙ୍ଗୁଛନ୍ତି, ତାହାଲେ ଆପଣ ତାଙ୍କ ଉପରକୁ ଫୁଲ ଫିଙ୍ଗନ୍ତୁ, କିନ୍ତୁ ଫୁଲ କୁଣ୍ଡ ସହିତ’’

କେବଳ ସେହୱାଗ ନୁହନ୍ତି, ଗୌତମ ଗମ୍ଭୀର, ଆକାଶ ଚୋପ୍ରା, ହରଭଜନ ସିଂହ, ସୁରେଶ ରାଇନା ଏବଂ ଝୁଲଣ ଗୋସ୍ୱାମୀଙ୍କ ଭଳି ପ୍ରମୁଖ କ୍ରିକେଟରମାନେ ସେନାବାହିନୀ ପ୍ରତି ସେମାନଙ୍କ ସମର୍ଥନ ପ୍ରକାଶ କରିଛନ୍ତି । ହରଭଜନ ସିଂହ ଏକ୍ସରେ ଲେଖିଛନ୍ତି, ‘‘ପହଲଗାମରେ ଆମ ନିରୀହ ଭାଇ ଭଉଣୀଙ୍କ ସାଙ୍ଗରେ ଘଟିଥିବା ବର୍ବର କାଣ୍ଡ ବିରୁଦ୍ଧରେ ‘ଅପରେସନ ସିନ୍ଦୂର’ ଭାରତର ଏକ ଦୃଢ ଜବାବ ।’’ ସେହିପରି ଚେତନ ଶର୍ମା ଏକ୍ସରେ ଲେଖିଛନ୍ତି, ଯେତେବେଳେ ଭାରତର ସୁରକ୍ଷା ଉପରକୁ ପ୍ରଶ୍ନ ଆସେ, ସେତେବେଳେ ଭାରତ ଚୁପ୍ ରୁହେନି । ଏହା କେବଳ ଏକ ଜବାବ ନୁହେଁ, ବରଂ ଏକ ବାର୍ତ୍ତା ଅଟେ ।

Leave a comment

Your email address will not be published. Required fields are marked *