Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > କ୍ରୀଡା > ଆକ୍ବିବ ନବିଙ୍କ ପାଇଁ ମୁହଁ ଖୋଲିଲେ ଭେଙ୍ଗସରକାର: ବନ୍ଦ କରିଦିଅ ଘରୋଇ କ୍ରିକେଟ ପ୍ରତିଯୋଗିତା

ଆକ୍ବିବ ନବିଙ୍କ ପାଇଁ ମୁହଁ ଖୋଲିଲେ ଭେଙ୍ଗସରକାର: ବନ୍ଦ କରିଦିଅ ଘରୋଇ କ୍ରିକେଟ ପ୍ରତିଯୋଗିତା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ବିସିସିଆଇ ଭାରତୀୟ କ୍ରିକେଟ ଦଳ ଘୋଷଣା କରିଛି । ଏହି ଟିମରେ ଜମ୍ମୁ କଶ୍ମୀର ଦ୍ରୁତ ବୋଲର ଆକ୍ବିବ୍‌ ନବିଙ୍କୁ ସାମିଲ କରାଯାଇ ନାହିଁ । ପୂର୍ବତନ ପ୍ରସିଦ୍ଧ ବ୍ୟାଟର୍‌ ଦିଲୀପ ଭେଙ୍ଗସରକାର ଏହାକୁ ନେଇ ବିସିସିଆଇକୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯଦି ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନକୁ ବିଚାରକୁ ନିଆଯାଉନାହିଁ, ତେବେ ତାହାକୁ ବନ୍ଦ କରିଦିଆଯାଉ। ଗତ ଋତୁରେ ଜମ୍ମୁ ଓ କଶ୍ମୀରକୁ ରଣଜୀ ଚାମ୍ପିଅନ କରିବାରେ ନବିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ସମୁଦାୟ ରଣଜୀ ଋତୁରେ ସେ ୬୦ ଓ୍ବିକେଟ୍‌ ନେଇଥିଲେ। ଏପରି ଚମତ୍କାର ସଫଳତା ସତ୍ତ୍ବେ ତାଙ୍କୁ ଚୟନକର୍ତ୍ତାମାନେ ଦଳରେ ସାମିଲ କରିନଥିବାରୁ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ଭେଙ୍ଗସରକାର କହିଛନ୍ତି, “ଚୟନକର୍ତ୍ତାଙ୍କ ନିଷ୍ପତ୍ତି ମୂର୍ଖତା ପୂର୍ଣ୍ଣ। ଏହା କେଉଁ ପ୍ରକାରର ଚୟନ ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ଏହା ଅନ୍ୟାୟ ଓ ଆଦୌ ଗ୍ରହଣୀୟ ନୁହେଁଁ। ଆପଣ ନବିଙ୍କ ଦୁଃଖ ବୁଝିପାରୁଥିବେ। ଜାତୀୟ ଦଳରେ ସ୍ଥାନ ପାଇବାକୁ ସେ କଠିନ ପରିଶ୍ରମ କରିଛନ୍ତି। ଯଦି ଘରୋଇ କ୍ରିକେଟ୍‌ରେ ଭଲ ପ୍ରଦର୍ଶନ ଯୋଗ୍ୟତାର ମାନଦଣ୍ଡ ନୁହେଁ, ତେବେ ତାହାକୁ ବନ୍ଦ କରିଦିଆଯାଉ’’ । ଏହା ପୂର୍ବରୁ ପୂର୍ବତନ କ୍ରିକେଟର୍‌ ଆକାଶ ଚୋପ୍ରା ବି ଅଜିତ ଅଗରକର ନେତୃତ୍ବାଧୀନ ଚୟନ କମିଟିକୁ ସମାଲୋଚନା କରିଥିଲେ। ଜାତୀୟ ଦଳରେ ସ୍ଥାନ ପାଇବାକୁ ହେଲେ ଆଉ କ’ଣ କରିବାକୁ ହେବ ବୋଲି ଆକାଶ ମଧ୍ୟ ପ୍ରଶ୍ନ କରିଥିଲେ । ନବିଙ୍କୁ ଚୟନ କର୍ତ୍ତା ଜାଣି ଶୁଣି ଅବହେଳା କରୁଥିବା ନେଇ ସାରା ଦେଶରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

Leave a comment

Your email address will not be published. Required fields are marked *