orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > କ୍ରୀଡା > ଚାମ୍ପିୟନ୍ସ ଟ୍ରଫି ବିଜୟ ପରେ ରୋହିତ ଓ ବିରାଟଙ୍କ ଅବସର ଚର୍ଚ୍ଚାରେ ବିରାମ

ଚାମ୍ପିୟନ୍ସ ଟ୍ରଫି ବିଜୟ ପରେ ରୋହିତ ଓ ବିରାଟଙ୍କ ଅବସର ଚର୍ଚ୍ଚାରେ ବିରାମ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସବୁ ମ୍ୟାଚ ଜିତି ଭାରତ ଚାମ୍ପିୟନ୍ସ ଟ୍ରଫି ବିଜୟୀ ହୋଇଛି । ତୀବ୍ର ପ୍ରତିଦ୍ୱନ୍ଦିତା ମୂଳକ ଫାଇନାଲରେ ଭାରତ ନ୍ୟୁଜିଲ୍ୟାଣ୍ଡକୁ ଚାରି ଉଇକେଟରେ ପରାଜିତ କରିଛି । ହେଲେ ଚାମ୍ପିୟନ୍ସ ଟ୍ରଫିରେ ଭାରତର ଦୁଇ ଭେଟେରାନ ଖେଳାଳି ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ଉପରେ ଉଠିଥିବା ଚର୍ଚ୍ଚାରେ ବିରାମ ଲଗାଇଛି ।

ଘରୋଇ ସିରିଜରେ ନ୍ୟୁଜିଲ୍ୟାଣ୍ଡ ଠାରୁ ପରାଜିତ ହେବା ଓ ଅଷ୍ଟ୍ରେଲିଆରେ ନୈରାଶ୍ୟ ଜନକ ପ୍ରଦର୍ଶନ କରି ଟେଷ୍ଟ ଚାମ୍ପିୟନ୍ସ ଫାଇନାଲରେ ପହଞ୍ଚି ନପାରିବା ଉଭୟଙ୍କୁ ଖୁବ ନିନ୍ଦିତ କରିଥିଲା । ହେଲେ ଉଭୟ ବରିଷ୍ଠ ଖେଳାଳି ଚାମ୍ପିୟନ୍ସ ଟ୍ରଫିରେ ଚମତ୍କାର କ୍ରୀଡା ପ୍ରଦର୍ଶନ କରିଛନ୍ତି । ରୋହିତ ନିଜ ଅଧିନାୟକତ୍ୱର ପରାକାଷ୍ଠା ଦେଖାଇଥିଲା ବେଳେ ତାଙ୍କ ବ୍ୟାଟରୁ ରନ ଆସିଛି । ଫାଇନାଲରେ ବିରାଟ ସର୍ବାଧିକ ରନ କରି ମ୍ୟାନ ଅଫ ଦି ମ୍ୟାଚ ହୋଇଛନ୍ତି । ବିରାଟ ମଧ୍ୟ ଚମତ୍କାର ବ୍ୟାଟିଂ କରି ନିଜକୁ ପ୍ରମାଣିତ କରିଛନ୍ତି ।

ବିରାଟ ୫ଟି ଇନିଂସରୁ ଗୋଟିଏ ଶତକ ଓ ଗୋଟିଏ ଅର୍ଦ୍ଧଶତକ ସହିତ ୫୪.୫୦ ହାରରେ ୨୧୮ ରନ ସଂଗ୍ରହ କରି ସମାଲୋଚକଙ୍କୁ ଜବାବ ଦେଇଛନ୍ତି । ଅପରପକ୍ଷେ ଅଧିନାୟକ ରୋହିତ ୫ଟି ଇନିଂସରୁ ଗୋଟିଏ ଅର୍ଦ୍ଧଶତକ ସହିତ ୩୬.୦୦ ହାରରେ ୧୮୦ ରନ ସଂଗ୍ରହ କରିଛନ୍ତି । ନିଜର ଅବସର ନେଇ କୋହଲି କହିଛନ୍ତି ଦଳକୁ ଭଲ ସ୍ଥିତିରେ ରଖି ଅବସର ନେବୁ । ଯାହା ସେ ଆଉ କିଛି ବର୍ଷ ଦେଶ ପାଇଁ ଖେଳିବାକୁ ଯାଉଛନ୍ତି ବୋଲି ଦର୍ଶାଉଛି । ଅପରପକ୍ଷେ ରୋହିତ କହିଛନ୍ତି ଏବେ ମୁଁ ସେ ନେଇ ଚିନ୍ତା କରିବା ବଦଳରେ ଭଲ ଖେଳିବା ଓ ଠିକ ମାନସିକତା ଉପରେ ଗୁରୁତ୍ୱ ଦେଉଛି ।

Leave a comment

Your email address will not be published. Required fields are marked *