Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ଜିଲ୍ଲା > ଯାଜପୁର > ଜାଡ଼ରେ ଥରୁଛନ୍ତି ନଗଡ଼ାବାସୀ, କୁହୁଡ଼ି କରୁଛି କଲବଲ

ଜାଡ଼ରେ ଥରୁଛନ୍ତି ନଗଡ଼ାବାସୀ, କୁହୁଡ଼ି କରୁଛି କଲବଲ

ଓଡ଼ିଶା ଲିଡ୍ସ(ଯାଜପୁର): ସାରା ରାଜ୍ୟରେ ଶୀତ ଲହରୀ ଜନ ଜୀବନକୁ ବେଶ ପ୍ରଭାବିତ କରୁଛି । ପ୍ରବଳ ଶୀତ ଲହରୀରେ ଯାଜପୁରର ଚର୍ଚ୍ଚିତ ନଗଡ଼ାବାସୀ କଲବଲ ହେଉଛନ୍ତି । ପ୍ରବଳ ଶୀତ ସହିତ କୁହୁଡି ବି ନଗଡାବାସୀଙ୍କୁ ନୟାନ୍ତ କରୁଛି । ନଗଡ଼ାରେ ଦିନର ସର୍ବନିମ୍ନ ତାପମାତ୍ରା ୬ରୁ ୭ ଡିଗ୍ରିକୁ ଖସି ଯାଉଛି । ସପ୍ତାହ ଧରି ନଗଡ଼ାରେ ପ୍ରବଳ ଶୀତ ଅନୁଭୂତ ହେଉଥିଲା ବେଳେ ଦିନ ୧୧ଟା ପର୍ଯ୍ୟନ୍ତ ଘନ କୁହୁଡ଼ିର ଚାଦରରେ ଘୋଡେଇ ହୋଇ ରହୁଛି ନଗଡ଼ା । ନଗଡ଼ା ତୁଳନାରେ ନଗଡା ସନ୍ନିକଟ ତୁମୁଣି, ତଳଡିହ ଓ ଗୁହିଆଶାଳ ଗ୍ରାମବାସୀ ଶୀତରେ ଅଧିକ ମାତ୍ରାରେ ପ୍ରଭାବିତ ହେଉଥିବା ଦେଖାଯାଇଛି। ଲୋକେ ଘରେଘରେ କାଠ ମୁଣ୍ଡିଆ ଜାଳି ନିଆଁ ପୁଉଁଥିବା ଦେଖାଯାଉଛି।

୫ ପାହାଡ଼ମାଳା ସାତକୁଲିଆ, କମ୍ଭାରୁଣି, କମୁଣ୍ଡେଇଥଳ, ଏକୁଲ ଓ ଦେଓଗାଁ ମଧ୍ୟବର୍ତ୍ତୀ ନଗଡ଼ା ଓ ଏହାର ପାରିପାର୍ଶ୍ବିକ ଅଞ୍ଚଳରେ ଏବର୍ଷର ଶୀତ ଯେମିତି ସବୁ ରେକର୍ଡକୁ ଭାଙ୍ଗି ଦେଇଛି । ତଳ, ମଝି ଓ ଉପର ନଗଡ଼ାରେ ୭୫ ଗୋଟି ଜୁଆଙ୍ଗ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଦିଆଯାଇଥିଲା ବେଳେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ହୋଇଛି । ହେଲେ ତୁମୁଣି, ତଳଡିହ ଓ ଗୁହିଆଶାଳ ଗାଁକୁ ଚାରିପଟେ ପାହାଡ଼ ଓ ଘଞ୍ଚ ଜଙ୍ଗଲ ଘେରିରହିଥିଲା ବେଳେ ସ୍ଥାୟୀ ରାସ୍ତା ନାହିଁ। ଏହି ଅଞ୍ଚଳରେ ୭୫ ରୁ ଅଧିକ ଜୁଆଙ୍ଗ ପରିବାର ଝାଟିମାଟି, ଛଣଛପର ଓ ପଲିଥିନ ଢଙ୍କା କୁଡ଼ିଆ ଘରେ ରହୁଛନ୍ତି। ଏମାନଙ୍କୁ ଶୀତ ଅଧିକ ପ୍ରଭାବିତ କରୁଛି ।

Leave a comment

Your email address will not be published. Required fields are marked *