Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ର୍ଜାତୀୟ > ବିଜେପିରେ ସାମିଲ ପରେ ରାଘବଙ୍କ ଲୋକପ୍ରିୟତା ହ୍ରାସ: ଇନଷ୍ଟାଗ୍ରାମରେ ଫଲୋୟର ସଂଖ୍ୟା କମିଲା ଏକ ମିଲିୟନ

ବିଜେପିରେ ସାମିଲ ପରେ ରାଘବଙ୍କ ଲୋକପ୍ରିୟତା ହ୍ରାସ: ଇନଷ୍ଟାଗ୍ରାମରେ ଫଲୋୟର ସଂଖ୍ୟା କମିଲା ଏକ ମିଲିୟନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସାଂସଦ ରାଘବ ଚଡ୍ଡା ଓ ଅନ୍ୟ ୬ ଜଣ ଆପ ସାଂସଦର ଆପ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ରାଘବଙ୍କ ନେତୃତ୍ୱରେ ଏହି ପ୍ରକ୍ରିୟା ହୋଇଥିଲା ବେଳେ ଏହି ପଦକ୍ଷେପ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପକୁ ଦୋହଲାଇ ଦେଇଛି। ରାଘବ ଆପ ଛାଡିବା ଓ ବିଜେପିରେ ସାମିଲ ହେବାକୁ ତାଙ୍କ ସମର୍ଥକ ସହଜରେ ଗ୍ରହଣ କରି ନାହାନ୍ତି । ସାମାଜିକ ଗଣ ମାଧ୍ୟମରେ ତାଙ୍କ ଏକ ମିଲିୟନ ଫଲୋଅର ତାଙ୍କୁ ଅନଫଲୋ କରିଛନ୍ତି । ସଂସଦରେ ନିଜର ବିଭିନ୍ନ ଦାବିକୁ ନେଇ ଯୁବଗୋଷ୍ଠୀଙ୍କ ପ୍ରିୟ ହୋଇ ପାରିଥିଲେ ରାଘବ । ପୂର୍ବରୁ ବିଜେପିକୁ ମଧ୍ୟ କଠୋର ଭାଷାରେ ଆକ୍ରମଣ ମଧ୍ୟ କରୁଥିଲେ ରାଘବ ।ହେଲେ ଦଳ ଛାଡି ବିଜେପିରେ ସାମିଲ ହେବାକୁ ଯୁବ ଗୋଷ୍ଠି ଗ୍ରହଣ କରି ପାରି ନାହାନ୍ତି ।

ରାଘବଙ୍କୁ ଦେଶରେ ଜେନ ଜେଡ ଚେହେରା ଭାବେ ଦେଖୁ ଥିଲେ। ବିଜେପିରେ ସେ ସାମିଲ ହେବା ପରେ ତାଙ୍କ ଲୋକପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଇଛି । ଡିଜିଟାଲ ଯୁଗରେ ସାମାଜିକ ଗଣ ମାଧ୍ୟମରେ ଅନୁଗାମୀଙ୍କ ଗୁରୁତ୍ୱ ବେଶ ଅଧିକ ରହିଛି। ଅନୁଗାମୀଙ୍କ ସଂଖ୍ୟା ହିଁ ଜଣଙ୍କ ଲୋକପ୍ରିୟତାକୁ ପ୍ରଦର୍ଶନ କଟୁଥାଏ । ବିଜେପିରେ ମିଶିବାର ୨୪ ଘଣ୍ଟା ମଧ୍ୟରେ ରାଘବ ଇନଷ୍ଟାଗ୍ରାମରେ ୧ ମିଲିୟନରୁ ଅଧିକ ଫୋଲୟର୍ସ ହରାଇଛନ୍ତି । ଶୁକ୍ରବାର ଅପରାହ୍ନ ଯାଏ ରାଜ୍ୟସଭା ସାଂସଦ ଚଡ୍ଡାଙ୍କୁ ଇନଷ୍ଟାଗ୍ରାମରେ ୧୪.୬ ମିଲିୟନ ଲୋକ ଅନୁସରଣ କରୁଥିଲେ। ହେଲେ ଶନିବାର ଦିନ ୩ଟା ସୁଦ୍ଧା ଏହା ୧୩.୪ ମିଲିୟନକୁ ଖସି ଆସିଛି।

Leave a comment

Your email address will not be published. Required fields are marked *