orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ବ୍ରହ୍ମ କନ୍ୟା ଫାଉଣ୍ଡେସନ ପକ୍ଷରୁ ଗ୍ରାମୀଣ କଳା ଓ ସଂସ୍କୃତି ମହୋତ୍ସବ ପାଳିତ

ବ୍ରହ୍ମ କନ୍ୟା ଫାଉଣ୍ଡେସନ ପକ୍ଷରୁ ଗ୍ରାମୀଣ କଳା ଓ ସଂସ୍କୃତି ମହୋତ୍ସବ ପାଳିତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବ୍ରହ୍ମ କନ୍ୟା ଫାଉଣ୍ଡେସନ ପକ୍ଷରୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ସହାୟତାରେ ଗ୍ରାମୀଣ କଳା ଓ ସଂସ୍କୃତି ମହୋତ୍ସବ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଗ୍ରାମୀଣ କଳା, ଲୋକସଂସ୍କୃତି ଓ ସାମାଜିକ ଏକତାର ପ୍ରଚାର ଉପରେ ଆଲୋଚନା ହୋଇଥିଲା।

ଆୟୋଜିତ ସଭାରେ ବ୍ରହ୍ମ କନ୍ୟା ଫାଉଣ୍ଡେସନର ନିର୍ଦ୍ଦେଶକ ଡ଼. ବିଶ୍ୱଜିତ ପାତ୍ର ନିଜ ବକ୍ତବ୍ୟରେ କହିଥିଲେ ଗ୍ରାମୀଣ କଳା, ଲୋକ ପରମ୍ପରା ଓ ସଂସ୍କୃତି ଆମ ସାମାଜିକ ପରିଚୟର ମୂଳ ଆଧାର ଏବଂ ଏହାକୁ ସୁରକ୍ଷିତ ରଖିବା ଆଜିର ସମୟର ଆବଶ୍ୟକତା। କଳା ଓ ସଂସ୍କୃତି ଆମ ପରିଚୟ ।ଗ୍ରାମ୍ୟ ଅଞ୍ଚଳର ଲୁକାୟିତ ପ୍ରତିଭାକୁ ଆଗକୁ ଆଣିବା ସହ ଯୁବପିଢ଼ୀଙ୍କ ମଧ୍ୟରେ ଲୋକ ସଂସ୍କୃତି ପ୍ରତି ଆଗ୍ରହ ବଢ଼ାଇବା ପାଇଁ ଏପରି ମହୋତ୍ସବର ଆଵଶ୍ୟକତା ଅଛି । କାର୍ଯ୍ୟକ୍ରମରେ ସଂସ୍ଥାର ଅନ୍ୟତମ ନିର୍ଦ୍ଦେଶିକା ଜୟନ୍ତୀ ରାଣୀ ଭୂୟାଁ ତାଙ୍କ ବକ୍ତବ୍ୟରେ ଗ୍ରାମୀଣ ସଂସ୍କୃତି, ଲୋକନୃତ୍ୟ, ହସ୍ତଶିଳ୍ପ ଓ ପାରମ୍ପରିକ କଳାକୁ ସୁରକ୍ଷିତ କରିବାର ଆବଶ୍ୟକତା ଥିବା କହିଥିଲେ । ସେ ଗ୍ରାମର ମହିଳା ଓ ଯୁବକମାନଙ୍କୁ ସାଂସ୍କୃତିକ ଭାବେ ସଚେତନ କରିବାରେ ଏପରି କାର୍ଯ୍ୟକ୍ରମର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ।

ସଂସ୍ଥାର ସମ୍ପାଦକ ସଂଗ୍ରାମ କେଶରୀ ଭୂୟାଁ ନିଜ ଭାଷଣରେ କହିଥିଲେ ଯେ, ଗ୍ରାମୀଣ ସମାଜର ଏକତା, ସହଯୋଗ ଓ ଭାଇଚାରାକୁ ସୁଦୃଢ କରିବାରେ ଏଭଳି ସାଂସ୍କୃତିକ ମହୋତ୍ସବର ଗୁରୁତ୍ୱ ଅସୀମ। ସେ ଉପସ୍ଥିତ ସମସ୍ତ ଭଦ୍ରବ୍ୟକ୍ତି, ସମାଜସେବୀ, ସଦସ୍ୟ ଓ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇ ସଂସ୍ଥାର ଆଗାମୀ ସମାଜ ସେବାମୂଳକ କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଆହ୍ୱାନ କରିଥିଲେ। ଏହି ମହୋତ୍ସବରେ ନିକଟସ୍ଥ ଅଞ୍ଚଳର ଭଦ୍ରବ୍ୟକ୍ତି, ସମାଜସେବୀ, ସଂସ୍ଥାର ସଦସ୍ୟ ଓ ଅନେକ ଗ୍ରାମବାସୀ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave a comment

Your email address will not be published. Required fields are marked *