Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ବ୍ରାହ୍ମଣୀ ନଦୀ ନିକଟରେ କୁଢ଼ କୁଢ଼ ବାଲି କାହାର, ନିରବ ବରୀ ତହସିଲ ପ୍ରଶାସନ !

ବ୍ରାହ୍ମଣୀ ନଦୀ ନିକଟରେ କୁଢ଼ କୁଢ଼ ବାଲି କାହାର, ନିରବ ବରୀ ତହସିଲ ପ୍ରଶାସନ !

ଓଡିଶା ଲିଡ୍ସ(ଯାଜପୁର): ବରୀ ରାମଚନ୍ଦ୍ରପୁର ନିକଟ ବ୍ରାହ୍ମଣୀ ନଦୀରୁ ବିପୁଳ ପରିମାଣର ବାଲି ଲୁଟ ହେଉଛି । ବାଲି ମାଫିଆ ମନ ଇଚ୍ଛା ବାଲି ଲୁଟ କରୁଛନ୍ତି । ସାଧାରଣ ଲୋକେ ଏହା ଦେଖୁଛନ୍ତି, କିନ୍ତୁ ବରୀ ତହସିଲ ପ୍ରଶାସନ ନଜରକୁ ଏହା ଆସୁନାହିଁ । ତହସିଲ ପ୍ରଶାସନର ବାଲି ମାଫିଆଙ୍କ ସହିତ ଚାଲିଥିବା ମଧୁ ଚନ୍ଦ୍ରିକା ଫଳରେ ତହସିଲ ପ୍ରଶାସନ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ନିରବ ବସିଥିବା ଆଲୋଚନା କରୁଛନ୍ତି ସାଧାରଣ ଲୋକେ । ଦିନରେ ନଦୀକୁ ବାଲି ମାଫିଆ ଯାଉ ନଥିଲା ବେଳେ ରାତି ହେଲେ ନଦୀରେ ଗାଡିର ଧାଡି ଲାଗୁଛି ଆଉ ବୁହା ହେଉଛି ଶହ ଶହ ଟ୍ରିପ ବାଲି । କେବଳ ଏତିକି ନୁହେଁ ବାଲି ମାଫିଆ ନଦୀରୁ ବାଲି ଉଠାଇ ଗୋପବନ୍ଧୁ ଚୌଧୁରୀ କଲେଜ ସମ୍ମୁଖ ବିଭିନ୍ନ ସ୍ଥାନରେ ବ୍ୟାପକ ଭାବେ ବାଲି କୁଢ଼ କରି ରଖିଛନ୍ତି । ଏହି କୁଢ଼ କୁଢ଼ ବାଲି ମଧ୍ୟ ପ୍ରଶାସନ ନଜରକୁ ଆସୁନାହିଁ ।

ଏହି ବାଲି କାହାର, କେଉଁ ବ୍ୟକ୍ତି ଏହାକୁ କୁଢ଼ କରି ରଖିଛନ୍ତି ଏହାର ତଦନ୍ତ ଜିଲ୍ଲାପାଳ କରିବାକୁ ସାଧାରଣରେ ଦାବି ହୋଇଛି । ପ୍ରଶାସନ ଏହାର ତଦନ୍ତ କରି ଏହି ବାଲିକୁ ଜବତ କରିବା ଉଚିତ ବୋଲି ବୁଦ୍ଧିଜୀବି ମତ ଦେଇଛନ୍ତି ।

Leave a comment

Your email address will not be published. Required fields are marked *