ଓଡ଼ିଶା ଲିଡ୍ସ(ଯାଜପୁର): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସୁକିନ୍ଦା ବ୍ଲକରେ ଟପ୍ପର ହୋଇଛନ୍ତି ଦୁଧୁଯୋରୀ ପଞ୍ଚାୟତର କଞ୍ଚିଚୁଆ ଶିବମ ନାୟକ । ଆଜି ତାଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ସହ
ତାଙ୍କ ଭବିଷ୍ୟତର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ।