ଓଡ଼ିଶା ଲିଡ୍ସ(ଯାଜପୁର): ବ୍ୟାସନଗର ମ୍ୟୁନିସିପାଲିଟିର ବରିଷ୍ଠ ରାଜନେତା ଜନାର୍ଦ୍ଦନ ରାଉତଙ୍କ ଧର୍ମପତ୍ନୀ କୈବଲ୍ୟ ରାଉତଙ୍କ ଦେହାନ୍ତ ହୋଇ ଯାଇଛି । ଏହି ଖବର ପାଇ ଶ୍ମଶାନ ଘାଟରେ ପହଞ୍ଚିଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ସେଠାରେ ସେ କୈବଲ୍ୟ ରାଉତଙ୍କ ଶେଷ ଦର୍ଶନ କରିବା ସହିତ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଇଂ ଘଡାଇ ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାର ସଦସ୍ୟଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।




















