Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ଜିଲ୍ଲା > ଯାଜପୁର > ସ୍ୱପ୍ନ ଦେଖିବା ଓ ତାକୁ ବାସ୍ତବରେ ପରିଣତ କରିବା ପ୍ରକୃତ ରାଜନେତାଙ୍କ କାମ- ଇଂ ପ୍ରୀତିରଞ୍ଜନ ଘଡାଇ

ସ୍ୱପ୍ନ ଦେଖିବା ଓ ତାକୁ ବାସ୍ତବରେ ପରିଣତ କରିବା ପ୍ରକୃତ ରାଜନେତାଙ୍କ କାମ- ଇଂ ପ୍ରୀତିରଞ୍ଜନ ଘଡାଇ

ଓଡ଼ିଶା ଲିଡ୍ସ(ଯାଜପୁର): ସ୍ୱପ୍ନ ଦେଖିବା ଓ ତାକୁ ବାସ୍ତବରେ ପରିଣତ କରିବା ପ୍ରକୃତ ରାଜନେତାଙ୍କ କାମ । ଯେଉଁ ସ୍ୱପ୍ନକୁ ବାସ୍ତବରେ ପରିଣତ କରିଛନ୍ତି ଦିବଙ୍ଗତ ରାଜନେତା କଳ୍ପତରୁ ଦାସ । ମାଟିକୁ ଭଲ ପାଇବା ଓ ତାର ଉନ୍ନତି କରିବାର ବଡ଼ ଉଦାହରଣ ହେଲେ ସ୍ୱର୍ଗତ ଦାସ । ଆଜି ପୂର୍ବତନ ମନ୍ତ୍ରୀ ତଥା ସାଂସଦ କଳ୍ପତରୁ ଦାସଙ୍କ ଦଶମ ଶ୍ରାଦ୍ଧ ଦିବସରେ ଏହିଭଳି କହି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଇଂ ଘଡାଇ କହିଛନ୍ତି ନିଜର କର୍ମ ମୃତ୍ୟୁ ପରେବି ମଣିଷକୁ ଅମର ରଖେ । ସେଇଭଳି ବ୍ୟକ୍ତି ଥିଲେ କଳ୍ପତରୁ ଦାସ । ତାଙ୍କ କର୍ମ ତାଙ୍କୁ ଅମର କରିଛି । ସେ ରାଜନୀତିରେ ସାହସ ଓ ଭରସାର ପ୍ରତୀକ ଥିଲେ । ତାଙ୍କ ସମୟରେ ଧର୍ମଶାଳା ବିକାଶର ପ୍ରୟୋଗ ଶାଳା ଥିଲା । ଆଜି ତାଙ୍କ ଭଳି ବ୍ୟକ୍ତିଙ୍କୁ ଧର୍ମଶାଳାବାସୀ ଝୁରୁଛନ୍ତି । ମୁଁ ଯେତେବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଥିଲି ସେହି ସମୟରେ ସ୍ଥାନୀୟ ବିଧାୟକଙ୍କୁ ପଚାରିଥିଲି ତୁମ ନିର୍ବାଚନ ମଣ୍ଡଳୀରେ କେଉଁ ଠାରେ କେଉଁ କାମ ହେବ ତାର ପ୍ରସ୍ତାବ ଦିଅ । ହେଲେ ସେ କହିଥିଲେ କୌଣସି କାର୍ଯ୍ୟ ବାକି ନାହିଁ । ଏହା ହିଁ ପ୍ରମାଣିତ କରୁଛି ସ୍ୱର୍ଗତ ଦାସଙ୍କ ଦୂରଦୃଷ୍ଟି ନିଜ ଅଞ୍ଚଳ ପ୍ରତି କିଭଳି ଥିଲା । ଆହୁରି ମଧ୍ୟ କହିଥିଲେ ଏହି କାର୍ଯ୍ୟକ୍ରମ ପାଇଁ ମୋତେ ନିମନ୍ତ୍ରଣ କରିବାକୁ ଆପଣ ମାନେ ଯାଇଥିଲେ । ମୁଁ ବିନମ୍ରତାର ସହିତ କହୁଛି ଏଭଳି କାମରେ ଯୋଗଦେବାକୁ ମତେ ନିମନ୍ତ୍ରଣର ଆଵଶ୍ୟକତା ନାହିଁ । ଆପଣଙ୍କ ଗୋଟିଏ ଫୋନ କଲରେ ମୁଁ ଆପଣଙ୍କ ନିକଟରେ ପହଞ୍ଚିବି । ଆଜିର କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରୀତା ତରାଇ, ଜିଲ୍ଲା ବିଜେଡି ସଭାପତି ସରୋଜ ମହାପାତ୍ର, ରାଜ ନାରାୟଣ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment

Your email address will not be published. Required fields are marked *