orissaleads

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ଇରାନ୍ ଉପରେ ଇସ୍ରାଏଲର ଭୟଙ୍କର ଏୟାର ଷ୍ଟ୍ରାଇକ୍

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ସଡକ ଦୁର୍ଘଟଣା, ଶୋକ ପ୍ରକାଶ କଲେ ପୂର୍ବତନ ମନ୍ତ୍ରୀ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ବାଣିଜ୍ୟ ରାଜିନାମା ପାଇଁ ଭାରତ ଉପରେ ଟ୍ରମ୍ପଙ୍କ ଚାପ ସୃଷ୍ଟି ଉଦ୍ୟମ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ପାକିସ୍ତାନକୁ ୪ ଭାଗ କରିଦେଇଥାନ୍ତା ଭାରତ, ସନ୍ତ୍ରସବାଦୀ ହାଫିଜ୍‌, ମସୁଦକୁ ହସ୍ତାନ୍ତର ପରେ ହିଁ କଥାବାର୍ତ୍ତା-ରାଜନାଥ ସିଂ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ଜୁନ ୬ ତାରିଖ ସୁକିନ୍ଦାରେ କଳା ଦିବସ ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି, ଦାନଗଦି ବ୍ଲକରେ ପ୍ରସ୍ତୁତି ବୈଠକ ଆୟୋଜିତ

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ପଛରେ ଚୀନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

ଭାଗ ଭାଗ ହୋଇଯିବା ଅବସ୍ଥାରେ ପାକିସ୍ତାନ !

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

କରାଚି ବନ୍ଦର ଧ୍ୱଂସ, ବଲୁଚ ବିଦ୍ରୋହୀଙ୍କ ହମଲା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ମିଆଁମାରରେ ଭୂକମ୍ପ ପରେ ଭାରତ ପକ୍ଷରୁ ସହାୟତା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଘୋଷଣା

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ଠକେଇର ମାଧ୍ୟମ ସାଜିଛି ୟୁପିଆଇ ପେମେଣ୍ଟ, ଟଙ୍କା ପଠାଇବା ସମୟରେ ସତର୍କ ରୁହନ୍ତୁ

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ସ୍ପେସ୍ ଷ୍ଟେସନରେ ପହଞ୍ଚିଲା ମହାକାଶଯାନ ଡ୍ରାଗନ, ଖୁସିରେ ଝୁମିଲେ ସୁନୀତା

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ବଢ଼ିଲା ଆମେରିକା-ଚୀନ୍‌ ତିକ୍ତତା, ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ- ଆମେରିକା ପ୍ରତିରକ୍ଷା ସଚିବ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ହମାସକୁ ଟ୍ରମ୍ପଙ୍କ ଧମକ, ବନ୍ଧକ ମାନଙ୍କୁ ଛାଡ଼, ନଚେତ ମୃତ୍ୟୁ ପାଇଁ ପ୍ରସ୍ତୁତ ରୁହ

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

ଭାରତ ସହ ଭଲ ସଂପର୍କ ରଖିବା ଜରୁରୀ ହୋଇଛି: ୟୁନୁସ୍

Blog Post

orissaleads > ଅପରାଧ > ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ନବୀନଙ୍କ ସମ୍ମାନ କଣ ବିଜେଡି ପାଇଁ ଗୌଣ,ସୌମ୍ୟଙ୍କ ଚୁପ ସୈତାନ କାଟାକ୍ଷ ପରେ ବି ପାଟି ଖୋଲୁନାହାନ୍ତି ପ୍ରବକ୍ତା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ୱକଫ ବିଲକୁ ନେଇ ବିଜେଡି ବସ୍ତୁତଃ ଦୁଇ ଭାଗରେ ବିଭକ୍ତ ହୋଇ ଯାଇଛି । ଦଳରେ ଏଭଳି ସ୍ଥିତି ଉପୁଜି ଏବେ ନବୀନ ନିବାସରେ ପାଣ୍ଡିଆନ ହଟାଅ, ବିଜେଡି ବଞ୍ଚାଅ ନାରା ଶୁଭିଛି । ପାଣ୍ଡିଆନଙ୍କ ବିରୁଦ୍ଧରେ ଉଠୁଥିବା ସ୍ୱର ଆଗକୁ ଅଧିକ ଉଗ୍ର ହେବାର ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ । ଏପରି ସ୍ଥଳେ ଗତକାଲି ସଭାପତି ନବୀନ ପଟ୍ଟନାୟକ ପାଣ୍ଡିଆଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି । ରାଜନୀତିରୁ ସନ୍ୟାସ ନେଇଥିବା ପାଣ୍ଡିଆନ ନବୀନ ନିବାସରେ ରହି ଦଳକୁ ପରିଚାଳିତ କରୁଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ନବୀନ । ଭି.କେ.ପାଣ୍ଡିଆନଙ୍କ ଯୋଗୁ ରାଜ୍ୟ ସଭାରେ ଦଳ ବିଭାଜିତ ହୋଇଛି ବୋଲି ଦଳ ମଧ୍ୟରେ ଚର୍ଚ୍ଚା ହେଉଛି । ବିଲକୁ ସମର୍ଥନ କରିଥିବା ସାଂସଦ ମୁନ୍ନା ଖାଁ ଦଳ ବଳ ନେଇ ନବୀନ ନିବାସରେ ପହଞ୍ଚି ନବୀନଙ୍କ ନିକଟରେ ଫେରାଦ ହୋଇଥିଲେ । ନବୀନ ବୁଝିବାର ପ୍ରତୁଶୃତି ଦେଇଥିଲେ। ବିଲକୁ ନେଇ ମୁନ୍ନା ଖାଁ ବେଶ ଉତକ୍ଷିପ୍ତ ହୋଇ ପଡ଼ିଥିବା ଦେଖୁବାକୁ ମିଳିଥିଲା । ଦଳରେ ଡୁଆଲ ପଲିସି ଚାଲିବ ନାହିଁ, ଯାହାର ବିଜେପିକୁ ଯିବା କଥା ସେ ପଳାଉ ବୋଲି କହିଥିଲେ ମୁନ୍ନା ଖାଁ । ସାଂସଦ ସସ୍ମିତ ପାତ୍ର ବିବେକ ଅନୁଯାୟୀ ଭୋଟ ଦେବାକୁ ନିଜର ଏକ୍ସ ଏକାଉଣ୍ଟରେ ଟୁଇଟ କରିବା ପଛରେ କିଏ ବୋଲି ଦଳରେ ଘମାସାନ ଆଲୋଚନା ହେବ ସହିତ ଏହା ପଛରେ ପରାମର୍ଶ ଦାତାଙ୍କ ହାତ ଅଛି ବୋଲି କିଛି ନେତା କହୁଥିଲା ବେଳେ ଏହି ନିଷ୍ପତି ନବୀନ ନେଇଥିବା କିଛି ନେତା ଦାବି କରୁଛନ୍ତି । ହେଲେ ସାଂସଦ ଦେବାଶିଷ ସାମନ୍ତରାୟ ସମସ୍ତଙ୍କ ଠାରୁ ପାଦେ ଆଗେଇ ଯାଇ ସିଧାସଳଖ ପଣ୍ଡିଆନଙ୍କୁ ଆକ୍ଷେପ କରିଛନ୍ତି । ଯାହାକୁ ନେଇ ଚିହିଁକି ଉଠିଛନ୍ତି ପାଣ୍ଡିଆନ ସପକ୍ଷବାଦୀ ନେତା । କଟକ ମେୟର ସୁବାସ ସିଂ କଡା ଭାଷାରେ ଦେବାଶିଷଙ୍କୁ ଆକ୍ଷେପ କରିଥିଲା ବେଳେ ରାଜ୍ୟ ସଭାର ତିନି ସାଂସଦ ସୁଲତା ଦେଓ, ମାନସ ମଙ୍ଗରାଜ, ସନାତନ ବିଶି ଦେବାଶିଷଙ୍କୁ କଟାକ୍ଷ କରିବାରେ ହେଳା କରି ନାହାନ୍ତି । ଅନ୍ୟତମ ସାଂସଦ ଶୁଭାଶିଷ ଖୁଣ୍ଟିଆ ନିଷ୍ପତି ଦଳର ସଭାପତି ନବୀନ ପଟ୍ଟନାୟକଙ୍କର ବୋଲି କହି ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ଅଣ୍ଟା ଭିଡିଛନ୍ତି । ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଭି.କେ.ପାଣ୍ଡିଆନଙ୍କ ବିରୁଦ୍ଧରେ କିଏ ପଦେ କହିଲେ ମୁଖର ହୋଇ ଯାଉଥିବା ସାଂସଦ ମାନେ ଦଳର ସଭାପତି ତଥା ନବୀନ ପଟ୍ଟନାୟକଙ୍କ ବିଷୟରେ କିନ୍ତୁ ନିରବ । ଅନ୍ୟ ପକ୍ଷରେ ଟିକିଏ ଟିକିଏ କଥାରେ ଶଙ୍ଖ ଭବନରେ ସାମ୍ବାଦିକ ସମ୍ମିଳନୀ କରି ବାକ୍ୟ ବାଣରେ ବିରୋଧିଙ୍କୁ ପୋତି ପକାଉଥିବା ଦଳୀୟ ପ୍ରବକ୍ତା ଏବେ ନିରବ । କିଛି ଦିନ ତଳେ ବିଜେଡି ଦଳରୁ ବିଧାୟକ ହୋଇଥିବା ସୌମ୍ୟରଂଜନ ପଟ୍ଟନାୟକ ନବୀନଙ୍କୁ କଟାକ୍ଷ କରିବାକୁ ଯାଇ ତାଙ୍କୁ “ଚୁପ ସୈତାନ” ବୋଲି ଆକ୍ଷେପ କରିଛନ୍ତି । ରାଜ୍ୟ ରାଜନୀତିର ଅନ୍ୟତମ ବରିଷ୍ଠ ରାଜନେତା, ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ, ବର୍ତ୍ତମାନର ଵିରୋଧି ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସୌମ୍ୟ ଚୁପ ସୈତାନ କହିବାକୁ ରାଜ୍ୟବାସୀ ପସନ୍ଦ କରୁ ନଥିଲା ବେଳେ ଦଳର ପ୍ରବକ୍ତା ଓ ପାଣ୍ଡିଆନଙ୍କୁ ସୁରକ୍ଷା ଦେବାକୁ ମୁଖର ହୋଇ ପଡୁଥିବା ସାଂସଦ ମାନେ କିନ୍ତୁ ଏ ନେଇ ମୁହଁ ନଖୋଲିବା ରାଜ୍ୟ ବାସୀଙ୍କୁ ଚକିତ କରିଛି । ଏହା ପଛରେ କି କାରଣ ଅଛି ତାକୁ ନେଇ ସାରା ରାଜ୍ୟରେ ପ୍ରତିକ୍ରିୟା ସୃଷ୍ଟି ହେଲାଣି । ବିଜୁ ଜନତା ଦଳର ସର୍ବ ମାନ୍ୟ ନେତାଙ୍କ ପ୍ରତି ଦଳର ନେତା ଓ ପ୍ରବକ୍ତାଙ୍କ ସମ୍ମାନ ନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି ରାଜ୍ୟବାସୀଙ୍କ ମନରେ ।

Leave a comment

Your email address will not be published. Required fields are marked *