Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ସରକାର ବଦଳୁଛି, ବଦଳୁ ନାହିଁ ବରୀର ନିଷ୍କର ହାଟ ସମସ୍ୟା

ସରକାର ବଦଳୁଛି, ବଦଳୁ ନାହିଁ ବରୀର ନିଷ୍କର ହାଟ ସମସ୍ୟା

ଓଡ଼ିଶା ଲିଡ୍ସ(ଯାଜପୁର): ସ୍ୱାଧୀନତା ସଂଗ୍ରାମର ପୀଠ ସ୍ଥଳ ବରୀ । ମହାନ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଶତାଧିକ ବରୀବାସୀ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଦେଶ ସ୍ଵାଧୀନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଗୋପବନ୍ଧୁ ଚୌଧୁରୀ ବରୀରେ ଅବସ୍ଥାନ କରିବା ବେଳେ ବହୁ ରଚନାତ୍ମକ କାର୍ଯ୍ୟ କରିଥିଲେ । ବନ୍ୟା ପ୍ରପୀଡ଼ିତ ବରୀ ଅଞ୍ଚଳର ଜନ ସାଧାରଣ ଚାଷ ଉପରେ ନିର୍ଭର କରୁଥିବାରୁ ହାଟ ସ୍ଥାପନ କରିଥିଲେ ସ୍ୱର୍ଗତ ଗୋପବନ୍ଧୁ ଚୌଧୁରୀ । ଏହା ପ୍ରଥମରୁ ଏକ ନିଷ୍କର ହାଟ ଭାବେ ପ୍ରତିଷ୍ଠା ହୋଇଥିଲା । ବରୀ ମାଉଣ୍ଡରେ ଏହି ହାଟ ସପ୍ତାହର ଦୁଇଦିନ ସୋମବାର ଓ ଗୁରୁବାର ଦିନ ବସେ । ଏହି ହାଟ ବରୀ ବ୍ଳକର ସର୍ବ ବୃହତ ହାଟ । ବରୀ ମାଉଣ୍ଡର ଯେଉଁ ସ୍ଥାନରେ ହାଟ ହେଉଥିଲା ସେହି ସ୍ଥାନରେ ଏବେ ତହସିଲ କାର୍ଯ୍ୟାଳୟ ସ୍ଥାପିତ ହୋଇଛି । ଫଳରେ ରାସ୍ତାର ଉଭୟ କଡ଼ରେ ଏହି ହାଟ ବସୁଥିଲା । ଟ୍ରାଫିକ ସମସ୍ୟା ଯୋଗୁ ଏହି ହାଟକୁ ମୁଖ୍ୟ ବଜାରର ତଳ ଆଡ଼କୁ ସ୍ଥାନାନ୍ତର କରାଯାଇଛି । ହେଲେ ହାଟ ଦୁଇଦିନ ସେଠାରେ ମଧ୍ୟ ଟ୍ରାଫିକ ସମସ୍ୟା ଦେଖା ଦେଉଛି । ବରୀ ବ୍ଳକର ଏହି ସର୍ବ ପୁରାତନ ଓ ବିଶାଳ ହାଟକୁ ସ୍ଥାୟୀ ଭାବେ ନିର୍ମାଣ କରିବାକୁ ବିଭିନ୍ନ ସମୟରେ ଦାବି ହୋଇଛି । ଏ ନେଇ ବିଭିନ୍ନ ସମୟରେ ଆଲୋଚନା ହୋଇଛି, ହେଲେ ସ୍ଥିତି ଯଥା ପୂର୍ବ ତଥା ପର ହୋଇ ରହିଛି । ବିଭିନ୍ନ ନେତା ନେତ୍ରୀ ବରୀର ପ୍ରତିନିଧିତ୍ୱ କରିଛନ୍ତି । ହେଲେ ସ୍ଥାୟୀ ହାଟ ନିର୍ମାଣ ପାଇଁ କେହି ଆନ୍ତରିକତା ଦେଖାଇ ନାହାନ୍ତି । ଦୀର୍ଘ ୨୪ ବର୍ଷର ବିଜେଡି ସରକାର ପରେ ବିଜେପି ସରକାର ଆସିଛି । ନୂତନ ସରକାର ମହାନ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଗୋପବନ୍ଧୁ ଚୌଧୁରୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ହାଟକୁ ସ୍ଥାୟୀ ଭାବେ ନିର୍ମାଣ କରି ଗୋପବନ୍ଧୁ ଚୌଧୁରୀ ନିଷ୍କର ହାଟ ନାମରେ ନାମିତ କରିବାକୁ ବୁଦ୍ଧିଜୀବି ମହଲରେ ଦାବି ହେଉଛି ।

Leave a comment

Your email address will not be published. Required fields are marked *