Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ରାୟଗଡା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା: ଭାସ୍କର ରାଓଙ୍କ ଗୋଟି ଚାଳନାରେ ବିଜେଡି ଘାଇଲା

ରାୟଗଡା ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା: ଭାସ୍କର ରାଓଙ୍କ ଗୋଟି ଚାଳନାରେ ବିଜେଡି ଘାଇଲା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାୟଗଡାର ବରିଷ୍ଠ ନେତା ଏନ. ଭାସ୍କର ରାଓ ବିଜେଡି ଛାଡିବା ପରେ ବିଜେଡିକୁ ଅକଳରେ ପକାଇ ଦେଇଛନ୍ତି । ସେଠାରେ ଦଳ ଏବେ ସଙ୍କଟ ଭିତରେ । ଦଳର ସମ୍ମାନ ରକ୍ଷା ପାଇଁ ଶେଷରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏଥିରେ ହସ୍ତକ୍ଷେପ କରିବାକୁ ପଡିଛି । ପୌର ଉପାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି । ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ପୌର ଉପାଧ୍ୟକ୍ଷାଙ୍କ ଅନାସ୍ଥାରେ ମୁଣ୍ଡ ଖେଳାଇଛନ୍ତି । ହେଲେ ଅନାସ୍ଥା ଭୋଟ ପୂର୍ବରୁ ୧୯ ବିଜେଡି କାଉନସିଲର ଅଜ୍ଞାତବାସରେ ରହିବା ଦଳର ଚିନ୍ତାକୁ ଦ୍ବିଗୁଣିତ କରିଛି । ଅନାସ୍ଥା ବିରୋଧରେ ଭୋଟ୍ ଦେବାକୁ ବିଜେଡି କାଉନସିଲରଙ୍କ ପାଇଁ ହ୍ବିପ୍ ଜାରି କରିଛି ଦଳ।
ଅବମାନନା କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନାଲିଆଖି ବି ଦେଖାଇଛନ୍ତି ନବୀନ।

ଆସନ୍ତାକାଲି ପୌର ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆଗତ ଅନାସ୍ଥା ଉପରେ ଭୋଟ ଗ୍ରହଣ ହେବ। ନିକଟରେ ରାୟଗଡା ଜିଲ୍ଲାର ପ୍ରଭାବଶାଳୀ ନେତା ଏନ୍ ଭାସ୍କର ରାଓ ଦଳ ଛାଡିଛନ୍ତି । ଭାସ୍କର ରାଓ ଏହି ଅନସ୍ଥା ସମୟରେ ସମୀକରଣ ବଦଳାଇ ଦେବାର ଆଶଙ୍କା ରହିଛି । ସେଥିପାଇଁ ନବୀନ ସିଧା ହସ୍ତକ୍ଷେପ କରିଥିବା ଚର୍ଚ୍ଚା ହେଉଛି। ଚର୍ଚ୍ଚା ଅନୁଯାୟୀ ଅଜ୍ଞାତବାସରେ ଥିବା ୧୯ ବିଜେଡି କାଉନସିଲର୍ ଏବେ ଭାସ୍କର ରାଓଙ୍କ କ୍ୟାମ୍ପରେ ରହିଛନ୍ତି ।

ଅନ୍ୟପଟେ ଏନ୍. ଭାସ୍କର ରାଓ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିବା ପରେ ରାୟଗଡାରେ ବିଜେଡି ସ୍ଥିତି ଦୋହଲି ଯାଇଛି । କାଉନସିଲର ମାନଙ୍କୁ ନିଜ କ୍ୟାମ୍ପକୁ ଆଣି ବିଜେଡିକୁ ଝଟକା ଦେବା ଲକ୍ଷ୍ୟରେ ଅଛନ୍ତି ଭାସ୍କର ରାଓ। ନବୀନଙ୍କ ଏହି ହ୍ବିପକୁ କାଉନସିଲର ମାନେ ମାନିବେ ନା ଭାସ୍କର ରାଓଙ୍କ ବୋଲ ମାନିବେ ତାକୁ ଅପେକ୍ଷା ।

Leave a comment

Your email address will not be published. Required fields are marked *