Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ଶ୍ରମିକଙ୍କ ପାଇଁ ସମର୍ପିତ ରାଜନେତା ଇଂ ପ୍ରୀତିରଞ୍ଜନ

ଶ୍ରମିକଙ୍କ ପାଇଁ ସମର୍ପିତ ରାଜନେତା ଇଂ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ଯାଜପୁର): ଇଂ ପ୍ରୀତିରଞ୍ଜନ ଘଡାଇ ବିଭିନ୍ନ ସମୟରେ କହିଛନ୍ତି ଶ୍ରମିକ ଭାଇ ଭଉଣୀ ମାନେ ସୁକିନ୍ଦାର ପ୍ରାଣ । ସେମାନଙ୍କ ବିନା ସୁକିନ୍ଦାର ବିକାଶ ଅସମ୍ଭବ । ସେମାନଙ୍କ ତ୍ୟାଗ ଆଗରେ ସବୁ ଯେମିତି ମୂଲ୍ୟହୀନ । ଆଜି ସୁକିନ୍ଦା ଯେଉଁଠି ପହଞ୍ଚିଛି ତା ପଛରେ ଶ୍ରମିକ ଭାଇ ଭଉଣୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହାକୁ କେହି ଅସ୍ବୀକାର କରିବେ ନାହିଁ । ବିଭିନ୍ନ ସମୟରେ ଇଂ ଘଡାଇ ଶ୍ରମିକ ମାନଙ୍କ ସମସ୍ୟାକୁ ନେଇ ରାସ୍ତାକୁ ଓହ୍ଲାଇଥିଲା ବେଳେ ଅଗ୍ରଭାଗରେ ରହି ଆନ୍ଦୋଳନ କରିଛନ୍ତି । ତାଙ୍କ ପିତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ଡ଼ଃ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ ଦ୍ୱାରା ପ୍ରତିଷ୍ଠିତ ସୁକିନ୍ଦା ରିଜିୟନ କ୍ରୋମାଇଟ ଖାଦାନ ମଜଦୁର ସଂଘର ସଭାପତି ଭାବେ ଆଗ୍ରଭାଗରେ ରହି ଶ୍ରମିକ ମାନଙ୍କ ସ୍ୱାର୍ଥ ଓ ସ୍ୱାଭିମାନ ପାଇଁ ଲଢେଇ ଜାରି ରଖିଛନ୍ତି । ନିଜ ରାଜନୈତିକ ଜୀବନ ହେଉ କିମ୍ବା ସାମାଜିକ ଜୀବନ ସବୁ ସମୟରେ ସେ ଶ୍ରମିକ ମାନଙ୍କ ସହିତ ଜଡିତ ରହୁଥିବା ଦେଖିବାକୁ ମିଳିଥାଏ । ସେମାନଙ୍କ ସମସ୍ୟା କିଭଳି ସମାଧାନ ହେବ ତାକୁ ମଧ୍ୟ ପ୍ରାଥମିକତା ଦେଇ ଆସିଛନ୍ତି ।

ନୂତନ ବର୍ଷ ୨୦୨୬ ପ୍ରାରମ୍ଭରୁ ସେ ବିଗତ ଦିନ ଭଳି ଆଗାମି ଦିନରେ ମଧ୍ୟ ଶ୍ରମିକ ମାନଙ୍କ ସହିତ ଜଡିତ ରହିବାର ସଂକେତ ଦେଇଛନ୍ତି । ବର୍ଷ ଆରମ୍ଭରୁ ଶ୍ରମିକ ମାନଙ୍କ ନିକଟକୁ ଯାଇ ସେମାନଙ୍କୁ ନୂତନ ବର୍ଷର ଶୁଭେଚ୍ଛା ଜଣାଇବା ସହିତ ସେ ସବୁ ସମୟରେ ସେମାନଙ୍କ ସହିତ ଅଛନ୍ତି ବୋଲି ସେମାନଙ୍କୁ ପ୍ରତିଶୃତି ଦେଇଛନ୍ତି । ଶ୍ରମିକ ଭାଇ ଭଉଣୀ ମାନେ ମଧ୍ୟ ଇଂ ଘଡାଇଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଜଣାଇ ସେମାନେ ବି ତାଙ୍କ ନେତୃତ୍ୱ ପଛରେ ଛିଡ଼ା ହୋଇଥିବାର ଇଙ୍ଗିତ ଦେଇଛନ୍ତି ।

Leave a comment

Your email address will not be published. Required fields are marked *