Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ଓଡିଶା ଖଣି ନିଗମ ଦ୍ଵାରା ସ୍ଥିରିକୃତ ଦରରେ -୪୦% ଗ୍ରେଡର କ୍ରୋମାଇଟ ବିକ୍ରୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ପତ୍ର

ଓଡିଶା ଖଣି ନିଗମ ଦ୍ଵାରା ସ୍ଥିରିକୃତ ଦରରେ -୪୦% ଗ୍ରେଡର କ୍ରୋମାଇଟ ବିକ୍ରୟର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ପତ୍ର

ଓଡ଼ିଶା ଲିଡ୍ସ(ବ୍ୟୁରୋ):ଓଡିଶା ଖଣି ନିଗମ ଦ୍ଵାରା ପ୍ରତିମାସରେ ଥରେ ସୁକିନ୍ଦା କ୍ରୋମାଇଟ ଖଣି ଗୁଡିକରୁ ନିଲାମ ଦ୍ଵାରା କ୍ରୋମପଥର ବିକ୍ରୟ କରାଯାଉଥିଲେ ହେଁ -୪୦% ଗ୍ରେଡର କ୍ରୋମାଇଟକୁ ନିଲାମ କରିବା ସମୟରେ ବିଗତ ଏକ ବର୍ଷ ହେବ (୨୦୨୫ ମସିହାରେ) ଏକ ସ୍ଥିରିକୃତ ଦରରେ ପାଖାପାଖି ୯୦୦୦ ଟଙ୍କା ପ୍ରତି ଟନ୍ ହିସାବରେ ବିକ୍ରୟ କରାଯାଉଛି । ବିଶ୍ଵ ବଜାରରେ ବିଭିନ୍ନ ସମୟରେ ଏହି ଦୁର୍ମୁଲ୍ୟ ଖଣିଜ ପଦାର୍ଥର ଦର ବଢୁଥିବା ଏବଂ କମୁଥିବା ବେଳେ ଏହା କିପରି ଭାବରେ -୪୦% ଗ୍ରେଡର କ୍ରୋମାଇଟ କ୍ଷେତ୍ରରେ ପାଖାପାଖି ସମାନ ରହୁଛି । ଏତଦ ବ୍ୟତିତ ୪୦% ଗ୍ରେଡର କ୍ରୋମାଇଟ ୨୧ରୁ ୨୨ ହଜାର ଟଙ୍କା ପ୍ରତି ଟନରେ ଏବଂ ଅନ୍ୟାନ୍ୟ ଗ୍ରେଡର କ୍ରୋମାଇଟ ଆହୁରି ଅଧିକ ଦରରେ ବିକ୍ରୟ ହେଉଥିବା ବେଳେ -୪୦% ଗ୍ରେଡର କ୍ରୋମାଇଟର ଦର ଏତେ କମ୍ କେମିତି ହେଉଛି ତାହା ସନ୍ଦେହ ସୃଷ୍ଟି କରୁଛି ।

ତେଣୁ ଏଥିରେ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଶିଳ୍ପ ସଂସ୍ଥା, ଖଣି ନିଗମର କିଛି ପଦାଧିକାରୀ ଏବଂ ରାଜନେତାଙ୍କ ମଧ୍ୟରେ ଏକ ସିଣ୍ଡିକେଟ ଗଠନ ହୋଇ ଟେଣ୍ଡର ଫିକ୍ସି କରାଯାଉଥିବା ବେଳେ ରାଜ୍ୟ ସରକାର ମଧ୍ୟ ଶହ ଶହ କୋଟି ଟଙ୍କା ରାଜସ୍ୱ କ୍ଷତି ସହୁଛନ୍ତି । ତେଣୁ ଏହାର ସି.ବି.ଆଇ ଏବଂ ଇ.ଡି ଦ୍ଵାରା ତଦନ୍ତ କରି ଦୋଷିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଂଘର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଇଂ.ପ୍ରୀତିରଞ୍ଜନ ଘଡାଇ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପତ୍ରଲେଖି ଅନୁରୋଧ କରିଛନ୍ତି । ଯଦି ଏହାର ସଠିକ ତଦନ୍ତ ନହୁଏ ତେବେ ଆଗାମୀ ଦିନରେ ଏଥିପାଇଁ ନ୍ୟାୟାଳୟର ଦ୍ବାରସ୍ଥ ହେବାପାଇଁ ପଛାଇବେ ନାହିଁ ବୋଲି ଶ୍ରୀ ଘଡାଇ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

Leave a comment

Your email address will not be published. Required fields are marked *