ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିହାର ବିଧାନସଭାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ନିତିନ ନବୀନ ।
ସେ ବାଙ୍କିପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଗତ ରାଜ୍ୟସଭା ନିର୍ବାଚନରେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ନୀତିନ ନବୀନ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ କହିଛନ୍ତି ନୂତନ ଭୂମିକା ମାଧ୍ୟମରେ ବିହାରର ବିକାଶ ପାଇଁ ସର୍ବଦା ପ୍ରତିବଦ୍ଧତା ଦେଖାଇବେ । ଦଳୀୟ କର୍ମୀ ଏବଂ ଲୋକଙ୍କ ସହିତ ଅତୁଟ ବନ୍ଧନ ସବୁ ଦିନ ପାଇଁ ଜାରି ରହିବ ।




















