orissaleads

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

Blog Post

orissaleads > ର୍ଜାତୀୟ > ବିଜେପିରେ ସାମିଲ ପରେ ରାଘବଙ୍କ ଲୋକପ୍ରିୟତା ହ୍ରାସ: ଇନଷ୍ଟାଗ୍ରାମରେ ଫଲୋୟର ସଂଖ୍ୟା କମିଲା ଏକ ମିଲିୟନ

ବିଜେପିରେ ସାମିଲ ପରେ ରାଘବଙ୍କ ଲୋକପ୍ରିୟତା ହ୍ରାସ: ଇନଷ୍ଟାଗ୍ରାମରେ ଫଲୋୟର ସଂଖ୍ୟା କମିଲା ଏକ ମିଲିୟନ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସାଂସଦ ରାଘବ ଚଡ୍ଡା ଓ ଅନ୍ୟ ୬ ଜଣ ଆପ ସାଂସଦର ଆପ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ରାଘବଙ୍କ ନେତୃତ୍ୱରେ ଏହି ପ୍ରକ୍ରିୟା ହୋଇଥିଲା ବେଳେ ଏହି ପଦକ୍ଷେପ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆପକୁ ଦୋହଲାଇ ଦେଇଛି। ରାଘବ ଆପ ଛାଡିବା ଓ ବିଜେପିରେ ସାମିଲ ହେବାକୁ ତାଙ୍କ ସମର୍ଥକ ସହଜରେ ଗ୍ରହଣ କରି ନାହାନ୍ତି । ସାମାଜିକ ଗଣ ମାଧ୍ୟମରେ ତାଙ୍କ ଏକ ମିଲିୟନ ଫଲୋଅର ତାଙ୍କୁ ଅନଫଲୋ କରିଛନ୍ତି । ସଂସଦରେ ନିଜର ବିଭିନ୍ନ ଦାବିକୁ ନେଇ ଯୁବଗୋଷ୍ଠୀଙ୍କ ପ୍ରିୟ ହୋଇ ପାରିଥିଲେ ରାଘବ । ପୂର୍ବରୁ ବିଜେପିକୁ ମଧ୍ୟ କଠୋର ଭାଷାରେ ଆକ୍ରମଣ ମଧ୍ୟ କରୁଥିଲେ ରାଘବ ।ହେଲେ ଦଳ ଛାଡି ବିଜେପିରେ ସାମିଲ ହେବାକୁ ଯୁବ ଗୋଷ୍ଠି ଗ୍ରହଣ କରି ପାରି ନାହାନ୍ତି ।

ରାଘବଙ୍କୁ ଦେଶରେ ଜେନ ଜେଡ ଚେହେରା ଭାବେ ଦେଖୁ ଥିଲେ। ବିଜେପିରେ ସେ ସାମିଲ ହେବା ପରେ ତାଙ୍କ ଲୋକପ୍ରିୟତା ଦ୍ରୁତ ଗତିରେ ହ୍ରାସ ପାଇଛି । ଡିଜିଟାଲ ଯୁଗରେ ସାମାଜିକ ଗଣ ମାଧ୍ୟମରେ ଅନୁଗାମୀଙ୍କ ଗୁରୁତ୍ୱ ବେଶ ଅଧିକ ରହିଛି। ଅନୁଗାମୀଙ୍କ ସଂଖ୍ୟା ହିଁ ଜଣଙ୍କ ଲୋକପ୍ରିୟତାକୁ ପ୍ରଦର୍ଶନ କଟୁଥାଏ । ବିଜେପିରେ ମିଶିବାର ୨୪ ଘଣ୍ଟା ମଧ୍ୟରେ ରାଘବ ଇନଷ୍ଟାଗ୍ରାମରେ ୧ ମିଲିୟନରୁ ଅଧିକ ଫୋଲୟର୍ସ ହରାଇଛନ୍ତି । ଶୁକ୍ରବାର ଅପରାହ୍ନ ଯାଏ ରାଜ୍ୟସଭା ସାଂସଦ ଚଡ୍ଡାଙ୍କୁ ଇନଷ୍ଟାଗ୍ରାମରେ ୧୪.୬ ମିଲିୟନ ଲୋକ ଅନୁସରଣ କରୁଥିଲେ। ହେଲେ ଶନିବାର ଦିନ ୩ଟା ସୁଦ୍ଧା ଏହା ୧୩.୪ ମିଲିୟନକୁ ଖସି ଆସିଛି।

Leave a comment

Your email address will not be published. Required fields are marked *