Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ପୁରୀ > ଶ୍ରୀ ଅଲାରନାଥଦେବଙ୍କ ସେବାୟତମାନଙ୍କ ସ୍ବସ୍ଥ୍ଯବୀମା କରାଯିବାକୁ ଟ୍ରଷ୍ଟ ବୋର୍ଡର ନିଷ୍ପତି

ଶ୍ରୀ ଅଲାରନାଥଦେବଙ୍କ ସେବାୟତମାନଙ୍କ ସ୍ବସ୍ଥ୍ଯବୀମା କରାଯିବାକୁ ଟ୍ରଷ୍ଟ ବୋର୍ଡର ନିଷ୍ପତି

ଓଡ଼ିଶା ଲିଡ୍ସ( ବ୍ରହ୍ମଗିରୀ): ଶ୍ରୀଅଲାରନାଥ ଦେବ ଟ୍ରଷ୍ଟ ବୋର୍ଡର ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଅଲାରନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ଯ ତହସିଲଦାର ଦେବାଶିଷ ସେଠୀ ବୈଠକରେ ସଭାପତିତ୍ବ କରିଥିଲେ। ଚଳିତ ବର୍ଷ ଠାକୁରଙ୍କ ଅନବସର ଯାତ୍ରା ସୁରୁଖୁରୁରେ ସମାହିତ ହୋଇଛି। ସଫଳତା ସହିତ ଅନବସର ଯାତ୍ରା ସମାପନ ପାଇଁ ଟ୍ରଷ୍ଟବୋର୍ଡ ତରଫରୁ ସମସ୍ତ ସେବାୟତ , ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନର ସହଯୋଗ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦିଆଯାଇଥିଲା । ତହସିଲଦାର କହିଥିଲେ ଚଳିତ ବର୍ଷ ଦଶ ଲକ୍ଷରୁ ଅଧିକ ଭକ୍ତ ଅନବସରରେ ଠାକୁରଙ୍କ ଦର୍ଶନ କରିଛନ୍ତି। ଶୃଙ୍ଖଳିତ ଦର୍ଶନ ପାଇଁ ଭକ୍ତମାନେ ଟ୍ରଷ୍ଟବୋର୍ଡ ଏବଂ ପ୍ରଶାସନର ଆୟୋଜନକୁ ମଧ୍ୟ ଧନ୍ଯବାଦ ଦେଇଛନ୍ତି। ଚଳିତବର୍ଷ ଅନବସର ସମୟରେ ଇ-ହୁଣ୍ଡି ଦାନ ବ୍ଯବସ୍ଥା କରାଯାଇଥିଲା। ଅନଲାଇନ ଜରିଆରେ ଠାକୁରଙ୍କୁ ଏକ ଲକ୍ଷ ଏକ ହଜାର ଟଙ୍କା ମିଳିଛି। ହୁଣ୍ଡି ବାକ୍ସରୁ ମୋଟ ୭,୬୩,୧୫୦ ଟଙ୍କା ମିଳିଛି । ଏହି ସମୟରେ ଦିନରାତି ପରିଶ୍ରମ କରି ସେବାୟତମାନେ ଠାକୁରଙ୍କ ସେବାରେ ଲାଗିଥିଲେ। ଏଣୁକରି ସମସ୍ତ ସେବାୟତମାନଙ୍କ ସ୍ବସ୍ଥ୍ଯ ବୀମା ମନ୍ଦିର ତରଫରୁ କରିଯିବାକୁ ତହସିଲଦାର ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ସଭାରେ ଗୃହୀତ ହୋଇଥିଲା। ଅନବସର ଯାତ୍ରାରେ ହୋଇଥିବା ଆୟବ୍ଯୟକୁ ମଧ୍ୟ ସଭା ଅନୁମୋଦନ ଦେଇଥିଲା।ଆଗାମୀ ଝୁଲଣ ଯାତ୍ରାକୁ ସରସ ସୁନ୍ଦର କରିବାକୁ ସଭାରେ ଆଲୋଚନା କରାଯାଇଥିଲା। ଝୁଲଣ ମଣ୍ଡପରେ ପ୍ରତିଦିନ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ମଧ୍ୟ ନିଷ୍ପତି ନିଆଯାଇଛି । ବୈଠକରେ
ମନ୍ଦିର କାର୍ଯ୍ଯନିର୍ବାହୀ କୃଷ୍ଣଚନ୍ଦ୍ର ମାଝି, ଟଷ୍ଟ ବୋର୍ଡ ସଦସ୍ଯ ନାରାୟଣ ପଣ୍ଡା, ଲୋକନାଥ ସୁଆର, ନୃସିଂହ ଜେନା, କାଶୀନାଥ ନାୟକ ପ୍ରମୁଖ ଯୋଗଦେଇଥିଲେ ।

Leave a comment

Your email address will not be published. Required fields are marked *