ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ଆନ୍ତର୍ଜାତୀୟ ଫୁଟବଲରୁ ଅଵସର ଘୋଷଣା କରିଛନ୍ତି । ନିଜ ସାମାଜିକ ଗଣ ମାଧ୍ୟମରେ ସେ ଏହି ସୂଚନା ଦେଇ ଲେଖିଛନ୍ତି ବିଶ୍ୱକପ ଫାଇନାଲରେ ପରାଜିତ ହେବାର ଦୁଇ ଦିନ ପରେ ସେ ଏହି ନିଷ୍ପତ୍ତି ନେଇଥିଲେ । ଏହା ଏକ କଠିନ ନିଷ୍ପତି ହୋଇଥିଲା ବେଳେ ଅଵସର ପାଇଁ ଏହା ଉପଯୁକ୍ତ ସମୟ ବୋଲି କହିଛନ୍ତି ମେସି ।



















