Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ଜିଲ୍ଲା > ଯାଜପୁର > ପାଲଟପୁର ପଞ୍ଚାୟତରେ ପାଲ ଦୁର୍ନୀତି: ତହସିଲ ସମ୍ମୁଖରେ ସରପଞ୍ଚଙ୍କ ଧାରଣା, ପ୍ରତିଶୃତି ପରେ ଧାରଣା ସ୍ଥଗିତ

ପାଲଟପୁର ପଞ୍ଚାୟତରେ ପାଲ ଦୁର୍ନୀତି: ତହସିଲ ସମ୍ମୁଖରେ ସରପଞ୍ଚଙ୍କ ଧାରଣା, ପ୍ରତିଶୃତି ପରେ ଧାରଣା ସ୍ଥଗିତ

ଓଡ଼ିଶା ଲିଡ୍ସ(ଦଶରଥପୁର): ଚଳିତ ବର୍ଷ ବୈତରଣୀ ନଦୀ ବନ୍ୟାରେ ଦଶରଥପୁର ବ୍ଲକର ଅନେକ ପଞ୍ଚାୟତରେ ବନ୍ୟା ଦ୍ୱାରା ଘରଦ୍ୱାର, ଚାଷବାସ ସମେତ ଜୀବନ ଜୀବିକା ମଧ୍ୟ ପ୍ରଭାବିତ ହୋଇଛି । ବୈତରଣୀ ନଦୀରେ ୭ ଥର ବନ୍ୟା ଆସିବାରୁ ଶାଖା କାଣୀ ନଦୀର ଭୟଙ୍କର ପ୍ରକୋପ ଓ ନଦୀରେ ସୃଷ୍ଟି ଘାଇ ଯୋଗୁ ବ୍ଲକର ୧୯ ପଞ୍ଚାୟତର ୬୫ ରାଜସ୍ବ ଗ୍ରାମରେ ୪୦ ଦିନ ପର୍ଯ୍ୟନ୍ତ ଲୋକେ ଜଳବନ୍ଦୀ ରହିଥିଲେ। ଏହି କ୍ରମରେ ଦଶରଥପୁର ତହସିଲଦାରଙ୍କ ତତ୍ୱାବଧାନରେ ବନ୍ୟା ପ୍ରଭାବିତ ୧୯ ପଞ୍ଚାୟତର ବିପନ୍ନଙ୍କୁ ୨୫ ହାଜରରୁ ଅଧିକ ପାଲ ବଣ୍ଟନ ପାଇଁ ପ୍ରଶାସନିକ ନିଷ୍ପତି ହୋଇଥିଲା। ମାତ୍ର ପାଲଟପୁର ପଞ୍ଚାୟତରେ ଏହାର ବ୍ୟତିକ୍ରମ କରାଯାଇଥିବା ସ୍ଥାନୀୟ ସରପଞ୍ଚ ଲିପିକା ମଲ୍ଲିକ ଅଭିଯୋଗ କରିଛନ୍ତି। ସରପଞ୍ଚଙ୍କ ଅଭିଯୋଗ ଅନୁସାରେ ପାଲଟପୁର ପଞ୍ଚାୟତକୁ ଦଶରଥପୁର ତହସିଲ ପକ୍ଷରୁ ବିପନ୍ନଙ୍କ ପାଇଁ ପର୍ଯ୍ୟାୟ କ୍ରମେ ୫୦୦ ଗୋଟି ପାଲ ଯୋଗାଇ ଦିଆଯାଇଥିବା ବେଳେ ପଞ୍ଚାୟତ କର୍ତ୍ତୃପକ୍ଷ ଦ୍ୱାରା ସେଗୁଡିକର ସୁଷମ ବଣ୍ଟନ କରାଯାଇଥିଲା। ବିପନ୍ନଙ୍କ ସଂଖ୍ୟା ଆଧାରରେ ୫୦୦ଶହ ପାଲ ନିଅଣ୍ଟ ହେବାରୁ ପଂଚାୟତକୁ ଅଧିକ ପାଲ ପ୍ରଦାନ ପାଇଁ ସରପଞ୍ଚ ଲିପିକା ମଲ୍ଲିକ ମଙ୍ଗଳପୁର ରାଜସ୍ବ ନିରୀକ୍ଷିକା ମିନତୀ ସେଠୀ ଏବଂ ତହସିଲଦାର ଶୁଭ୍ରାଂଶୁ ଶେଖର ସାହୁଙ୍କ ନିକଟରେ ବାରମ୍ବାର ଦାବୀ କରିଥିଲେମଧ୍ୟ କୌଣସି ସୁଫଳ ମିଳିନଥିଲା ବୋଲି ଅଭିଯୋଗ କରିଥିଲେ । ତେବେ କୌଣସି ସୂତ୍ରରୁ ତହସିଲ କର୍ତ୍ତୃପକ୍ଷ ଚଞ୍ଚକତା କରି ପାଲଟପୁର ପଂଚାୟତରେ ୧ହଜାରୁ ଅଧିକ ପାଲ ବଣ୍ଟନ କରିଥିବା ତହସିଲ କାର୍ଯ୍ୟାଳୟରେ ଲିପିବନ୍ଧ କରିଥିବା ସୂଚନା ପାଇଥିଲେ। ଆଜି ସରପଞ୍ଚ ସୁଶ୍ରୀ ମଲ୍ଲିକଙ୍କ ସମେତ ପଞ୍ଚାୟତର ବନ୍ୟା ବିପନ୍ନ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପାଲ ହରିଲୁଟ ଅଭିଯୋଗ ଆଣି ହୋ-ହାଲ୍ଲା କରିଥିଲେ। ଏପରିକି କେବଳ ପାଲଟପୁର ନୁହେଁ ବ୍ଲକର ୧୯ଟି ବନ୍ୟା ପ୍ରଭାବିତ ପଞ୍ଚାୟତରେ ପାଲ ବଣ୍ଟନରେ ଦୁର୍ନୀତି କରାଯାଇଥିବା ଅଭିଯୋଗ କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାରୁ କାର୍ଯ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା। ତହସିଲଦାର ଶୁଭ୍ରାଂଶୁ ସାହୁ ଧାରଣା ସ୍ଥଳରୁ ସେମାନଙ୍କୁ ଡ଼ାକି ଅଭିଯୋଗର ଅନୁଧ୍ୟାନ କରିବା ସହିତ ଦାବି ମୁତାବକ ଅତିରିକ୍ତ ପାଲ ପ୍ରଦାନ କରିବାକୁ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା । ଅପରପକ୍ଷେ ୨ ଦିନ ମଧ୍ୟରେ ଦାବି ମୁତାବକ ପାଲ ପ୍ରଦାନ କରାନଗଲେ ପୁନର୍ବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ସରପଞ୍ଚ ଲିପିକା ମଲିକ, ଚନ୍ଦ୍ରଶେଖର ସାହୁ, ଅନନ୍ତ କୁମାର ଜେନା, ଯୁବରାଜ ମଲିକ, ରାଜୀବ ମଲିକ, ମଦନ ମଲିକ, କୃପାସିନ୍ଧୁ ମଲିକ, ସୌମ୍ୟ ରଞ୍ଜନ ବେହେରା, ପ୍ରମୋଦ ରାଉତ, ରମେଶ ମଲିକ, ଜ୍ୟୋତି ରଞ୍ଜନ ଜେନା, ସରୋଜିନୀ ମଲିକ ପ୍ରମୁଖ ଚେତାବନୀ ଦେଇଛନ୍ତି।

Leave a comment

Your email address will not be published. Required fields are marked *