Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > Articles by: orissaleads@admin

ସ୍ଵଛ ଭାରତର ନମୁନା ସାଜିଛି ଏଟିଏମ

ଓଡ଼ିଶା ଲିଡ୍ସ(ଯାଜପୁର): ସରକାର ସ୍ଵଛତାକୁ ଗୁରୁତ୍ୱ ଦେଉଥିଲା ବେଳେ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଭିନ୍ନ ବ୍ୟାଙ୍କର ଏଟିଏମ କାଉଣ୍ଟର ଗୁଡିକ ସ୍ଵଛତାର ନମୁନା ପାଲଟିଛି । ଏଟିଏମ ବ୍ୟବହାର କରୁଥିବା ଗ୍ରାହକଙ୍କ ନିକଟରୁ ବ୍ୟାଙ୍କ ଅର୍ଥ କାଟି ନେଉଥିଲା ବେଳେ ଏଟିଏମ ଗୁଡିକର ସ୍ଵଛତା ପ୍ରତି ବ୍ୟାଙ୍କ କର୍ତ୍ତୁରପକ୍ଷ ନଜର ନ ଦେବା ଆଲୋଚନାର ବିଷୟ ହୋଇଛି । ଯାଜପୁର ସହର ସନ୍ନିକଟ ଲଳିତେଶ୍ୱର ନଗର ଛକରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କ ଏଟିଏମ ଅଳିଆ ଆବର୍ଜନାରେ […]

Read More

ପାକିସ୍ତାନ ସହ କେବଳ ଆତଙ୍କବାଦ ଓ ପିଓକେ ଉପରେ ଆଲୋଚନା ହେବ : ଜୟଶଙ୍କର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ପାକିସ୍ତାନ ସହିତ ଯୁଦ୍ଧ ପରେ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ପ୍ରଥମ ଥର ପାଇଁ ପଡ଼ୋଶୀ ଦେଶ ପାକିସ୍ତାନ ବିରୁଦ୍ଧରେ ବୟାନ ରଖିଛନ୍ତି। ବୈଦେଶିକ ମନ୍ତ୍ରୀ କହିଛନ୍ତି ପାକିସ୍ତାନ ସହିତ କେବଳ ପିଓକେ ଉପରେ ଆଲୋଚନା ହେବ। ସେ କହିଛନ୍ତି ପାକିସ୍ତାନରେ ଆତଙ୍କବାଦୀ ଭିତ୍ତିଭୂମିକୁ ନଷ୍ଟ କରିବାକୁ ଆମେ ଯେଉଁ ଲକ୍ଷ୍ୟ ରଖିଥିଲୁ ତାହା ହାସଲ କରିଛୁ। ଯେହେତୁ ପ୍ରମୁଖ ଲକ୍ଷ୍ୟଗୁଡ଼ିକ ହାସଲ ହୋଇଥିଲା, ତେଣୁ ଆମେ ଏହି ଯୁଦ୍ଧବିରତି ଆଭିମୁଖ୍ୟ ଗ୍ରହଣ କରିଥିଲୁ। […]

Read More

ପାଣି ପାଇଁ ଡ଼ହଳ ବିକଳ, ପ୍ରଶାସନ ନେଉନାହିଁ ପଦକ୍ଷେପ

ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦା ବ୍ଲକ ବନ୍ଧଗାଁ ପଞ୍ଚାୟତର ସାତ ଗୋଟି ପଡ଼ା ଗାଁରେ ଜନସାଧାରଣ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି । ଏ ନେଇ ତୁରନ୍ତ ପଦକ୍ଷେପ ନେବା ବଦଳରେ ପ୍ରଶାସନ ଚୁପ ବସିଥିବା ଅଭିଯୋଗ ହୋଇଛି । ବନ୍ଧ ଗାଁ ପଞ୍ଚାୟତର ଗୁହାଳ ଡିହ, ବଣ ସାହି, ଫାର୍ମ ସାହି, ବାଙ୍କୀ ସାହି, ଲକ୍ଷ୍ମୀ ସାହି, ତଳ ସାହି ଓ ମୁଣ୍ଡା ସାହିକୁ ସ୍ଵଜଳ ଧାରା ଯୋଜନାରେ ଏକ ଓଭର ହେଡ ଟାଙ୍କି ଦ୍ଵାରା ଜଳ […]

Read More

ମୋ ସରଳତା ମୋ ଦୁର୍ବଳତା ନୁହେଁ, ମୁଁ ବି କଠୋର ନିଷ୍ପତ୍ତି ନେଇପାରେ-ମୁଖ୍ୟମନ୍ତ୍ରୀ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ମୁଁ ଆଦିବାସୀ, ତଳୁ ଆସିଛି, ମୁଁ ସରପଞ୍ଚରୁ ମୋ ରାଜନୀତି ଆରମ୍ଭ କରି ମୁଖ୍ୟମନ୍ତ୍ରୀ ହୋଇଛି । ମୁଁ ଜଣେ ସରଳ ମଣିଷ, ମୋ ସରଳତା ମୋ ଦୁର୍ବଳତା ନୁହେଁ । ମୁଁ ବି କଠୋର ନିଷ୍ପତ୍ତି ନେଇପାରେ, ଗୁରୁବାର ଏଭଳି କିଛି କଥା କହିବା ସହିତ ବିଡିଓଙ୍କୁ ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କିଛି ବିଡିଓ ମଧ୍ୟ ମୋ ସହ ଭଲ ସମ୍ପର୍କ ରଖିନାହାନ୍ତି । ଭିଡିଓ କନଫରେନ୍ସରେ […]

Read More

ନିଜ ପଦରୁ ମୁନ୍ନା ଖାଁ ଇସ୍ତଫା ଦେଇଥିବା ଚର୍ଚ୍ଚା

ଓଡ଼ିଶା ଲିଡ୍ସ(ବ୍ୟୁରୋ): ବିଜୁ ଜନତା ଦଳ ସଂଖ୍ୟାଲଘୁ ସଂପ୍ରଦାୟ ସଂଯୋଜକ ପଦରୁ ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ଆଜି ନବୀନ ନିବାସରେ ପହଞ୍ଚି ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ସୂଚନାଯୋଗ୍ୟ ଗତ ୫ ତାରିଖ ଦିନ ବିଭିନ୍ନ କମିଟି ବିଜେଡି ପକ୍ଷରୁ ଗଠନ ହୋଇଥିଲା । ଯେଉଁଥିରେ ଦକ୍ଷିଣ ଜୋନର ସଂଯୋଜକ ଭାବେ ସାଂସଦ ମୁଜିବୁଲ୍ଲା ଖାଁ ଓରଫ୍ ମୁନା ଖାଁଙ୍କୁ ଦାୟିତ୍ବ ଦିଆଯାଇଥିଲା । ଯାହାକୁ […]

Read More

ଆପଣମାନଙ୍କ ପାଇଁ ଦେଶବାସୀ ଗର୍ବିତ-ରାଜନାଥ ସିଂ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଶ୍ରୀନଗର ଏୟାରବେସ୍‌ରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ତାଙ୍କ ସହିତ ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ “ଅପରେସନ ସିନ୍ଦୂର”ରେ ସାମିଲ ଯବାନମାନଙ୍କୁ ଭେଟିବା ସହିତ ସହିଦ ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଯବାନମାନଙ୍କୁ ଭେଟିବା ସହ ସେମାନଙ୍କୁ ସମ୍ବୋଧନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, “ଅପରେସନ ସିନ୍ଦୂର”ରେ ଆପଣ ଯାହା କଲେ ପୂରା ଦେଶବାସୀ ଆପଣ […]

Read More

ଅଡୁଆରେ ବିଜେପି ମନ୍ତ୍ରୀ, କର୍ଣ୍ଣେଲ ସୋଫିଆଙ୍କ ବିରୁଦ୍ଧରେ ମନ୍ତବ୍ୟ ପରେ ହାଇକୋର୍ଟଙ୍କ କଡା ଆଭିମୁଖ୍ୟ

ଓଡ଼ିଶା ବ୍ୟୁରୋ(ବ୍ୟୁରୋ): କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ମଧ୍ୟପ୍ରଦେଶର ବିଜେପି ମନ୍ତ୍ରୀ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି। ଅନ୍ୟ ପକ୍ଷରେ ଏହି ଘଟଣା ପରେ ମଧ୍ୟପ୍ରଦେଶ ହାଇକୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରି ସ୍ୱତଃ ତଦନ୍ତ କରି ତାଙ୍କ ବିରୋଧରେ ଏଫଆଇଆର ଦାଖଲ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟପ୍ରଦେଶର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଜୟ ଶାହ କର୍ଣ୍ଣେଲ ସୋଫିଆ କୁରେଶୀଙ୍କ ବିରୁଦ୍ଧରେ ମନ୍ତବ୍ୟ ଦେଇଥିଲେ । ଏହି ମନ୍ତବ୍ୟ ପରେ […]

Read More

ଭିଜିଲାନ୍ସ ପଞ୍ଝାରେ ଧର୍ମଶାଳା ଅତିରିକ୍ତ ବିଡ଼ିଓ, ଏକ କାଳୀନ ୭ଟି ଜାଗାରେ ରେଡ଼

ଓଡ଼ିଶା ଲିଡ୍ସ(ଯାଜପୁର): ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକର ଅତିରିକ୍ତ ବିଡ଼ିଓ ଅସିତ ପାତ୍ର । ଏକକାଳୀନ ୭ଟି ଜାଗାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଉଥିବା ସୂଚନା ମିଳିଛି ।ଯାଜପୁର, ଭଦ୍ରକ, କଟକ ଓ ଭୁବନେଶ୍ବର ଚଢ଼ାଉ କରାଯାଉଥିଲା ବେଳେ ଚଢ଼ାଉରେ ୮ ଜଣ ଡ଼ିଏସପି ଓ ୯ ଜଣ ଇନ୍ସପେକ୍ଟର ସାମିଲ ଥିବା ଜଣା ଯାଇଛି । ଦୀର୍ଘ ବର୍ଷ ହେଲା ଧର୍ମଶାଳା ବ୍ଲକରେ କାର୍ଯ୍ୟ କରୁଥିଲା ବେଳେ ତାଙ୍କ ବିରୁଦ୍ଧରେ ବହୁ […]

Read More

ଟେଷ୍ଟ କ୍ରିକେଟରୁ ଅବସର ପରେ ବିରାଟ କୋହଲିଙ୍କ ସ୍ଥାନ ନେବ କିଏ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ପ୍ରଥମେ ଅଧିନାୟକ ରୋହିତ ଶର୍ମା, ପରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ବାୟ ବାୟ କରିଛନ୍ତି। ଚାରି ନମ୍ବରରେ ବ୍ୟାଟିଂ କରୁଥିବା “କିଙ୍ଗ” ନାମରେ ପରିଚିତ କୋହଲି ଅବସର ନେବା ପରେ କିଏ ଏହି ସ୍ଥାନରେ ବ୍ୟାଟିଂ କରିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି । ଆଗାମୀ ଗୁରୁତ୍ୱପୂର୍ଣ୍ଣ ଇଂଲଣ୍ଡ ଗସ୍ତରେ ଏହି ସ୍ଥାନରେ ବିରାଟଙ୍କ ବିକଳ୍ପ ଖେଳାଳି କିଏ ହେବ ତାକୁ ନେଇ ଭାରତୀୟ କ୍ରିକେଟରେ ବ୍ୟାପକ ଆଲୋଚନା […]

Read More

୨୦ ନମ୍ବର ଜାତୀୟ ରାଜପଥରେ ନିମ୍ନମାନର ପିଚୁ କାମ, ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

ଓଡ଼ିଶା ଲିଡ୍ସ(ଯାଜପୁର): ୨୦ ନମ୍ବର ଜାତୀୟ ରାଜପଥର ବୁଢା ସେତୁ ଠାରୁ ମାନସା ପୋଲ ରାସ୍ତା ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା । ଏ ନେଇ ଓଡ଼ିଶା ଲିଡ୍ସରେ ଖବର ପ୍ରସାରଣ ପରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାକୁ ପୁନଃ ପିଚୁ କରାଯାଉଛି । ହେଲେ ପିଚୁ କାମ ନିମ୍ନ ମାନର ହେଉଥିବାରୁ ଏହାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହିତ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ବିଭାଗୀୟ ଅଧିକାରୀ […]

Read More