
ବିରାଟଙ୍କ ବିରାଟ ହୃଦୟ: ପଡ଼ିଆରେ ଦେଖାଇଲେ ବଡ଼ପଣ
ଭାରତ-ପାକିସ୍ତାନ ମହାମୁକାବିଲାରେ ଭାରତ ବାଜି ମାରିନେଇଛି । ଇତିମଧ୍ୟରେ ଦୁବାଇ ଦଙ୍ଗଲକୁ ଦୁଇ ଦିନ ବିତିଗଲାଣି । ଦୁବାଇ ଷ୍ଟାଡିୟମ ରବିବାର ରଣକ୍ଷେତ୍ର ପାଲଟିଥିଲା ଦୁଇ ଦଳର ଖେଳାଳିଙ୍କ ପାଇଁ । ସମସ୍ତେ ନିଜ ନିଜ ଦଳର ବିଜୟ ପାଇଁ ଲଢେଇ କରିଥିବା ବେଳେ ଟିମ୍ ଇଣ୍ଡିଆର ବିଜୟ ଏବଂ ପାକିସ୍ତାନର ପରାଜୟ ହୋଇଥିଲା ଆଉ ୟା ଭିତରେ ଚାମ୍ପିୟନ୍ସ ଟ୍ରଫିରୁ ପାକିସ୍ତାନ ବିଦା ବି ହୋଇ ସାରିଲାଣି କିନ୍ତୁ ଆଜି ଯାଏଁ ଭାରତ-ପାକ୍ ଖେଳର ପ୍ରତିଟି […]



























