orissaleads

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ପାକିସ୍ତାନ ଉପରେ ଆଫ୍ଗାନିସ୍ତାନର ଆକ୍ରମଣ: ୫୮ ପାକ୍ ସୈନିକଙ୍କ ମୃତ୍ୟୁ ଦାବି କଲା ଆଫଗାନିସ୍ତାନ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଗାଜା ଷ୍ଟ୍ରିପରେ ଇସ୍ରାଏଲର ବିମାନ ଆକ୍ରମଣ, ମୃତ୍ୟୁ ମୁଖରେ ୪୦ ପାଲେଷ୍ଟାଇନ ନାଗରିକ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

ଟୁଟୁ ନାହିଁ ଭାରତ-ଆମେରିକା ବିବାଦ, ରୁଷରେ ପହଞ୍ଚିଲେ ଅଜିତ ଡୋଭାଲ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

୭ ମାସ ମଧ୍ୟରେ ୧୭ ଶହ ଭାରତୀୟଙ୍କୁ ବିଦା କରିଛି ଆମେରିକା, ପଞ୍ଜାବ ଓ ହରିୟାଣାରୁ ସର୍ବାଧିକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ପ୍ରୀତିରଞ୍ଜନଙ୍କ ଆଶୁ ଆରୋଗ୍ୟ କାମନା କଲେ ସମର୍ଥକ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ସୁନା ଝିଅଙ୍କୁ ସମ୍ବର୍ଦ୍ଧିତ କଲେ ହିମାଂଶୁ

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଅଶାନ୍ତ ମଧ୍ୟପ୍ରାଚ, ଇରାନର ତିନିଟି ପରମାଣୁ କେନ୍ଦ୍ରରେ ଆମେରିକାର ପ୍ରବଳ ବୋମା ମାଡ଼

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

ଆମେରିକାକୁ ହମାସର ଚେତାବନୀ, ଇରାନ ବିରୁଦ୍ଧରେ ସାମରିକ ହସ୍ତକ୍ଷେପ ବିଷୟରେ ଚିନ୍ତା କଲେ ପରିଣାମ ଭୟଙ୍କର ହେବ

Blog Post

orissaleads > Articles by: orissaleads@admin

+2 ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଲେ ପୂର୍ବତନ ମନ୍ତ୍ରୀ:ନିଷ୍ଠା ଓ ଧର୍ଯ୍ୟର ସହିତ ପରୀକ୍ଷାକୁ ସମ୍ମୁଖୀନ ହୋଇ ସଫଳ ହୁଅ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆସନ୍ତା କାଲିଠାରୁ ସାରା ରାଜ୍ୟରେ +2 ପରୀକ୍ଷା ଆରମ୍ଭ ହେଉଛି । ଯାହାକୁ ନେଇ ଛାତ୍ରଛାତ୍ରୀ, ଅବିଭାବକ, ଶିକ୍ଷା ବିଭାଗ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହିତ ତତ୍ପରତା ପ୍ରକାଶ ପାଇଛି । ଏହି ଅବସରରେ +2 ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଶା ସରକାରଙ୍କ ପୂର୍ବତନ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଡ଼ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜ ଶୁଭେଚ୍ଛା ବର୍ତ୍ତାରେ ଇଂ ଘଡାଇ କହିଛନ୍ତି +2 […]

Read More

ରାଜନୈତିକ ନା ଅଣ ରାଜନୈତିକ ବ୍ୟକ୍ତିଙ୍କୁ ସୁଯୋଗ ଦେବ ବିଜେଡି

ଓଡ଼ିଶା ଲିଡ୍ସ(ବ୍ୟୁରୋ): ମାର୍ଚ୍ଚ ମାସରେ ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ଉଷ୍ଣ ହୋଇ ପଡିଛି । ବିଧାନସଭାରେ ବିଭିନ୍ନ ଦଳର ସ୍ଥିତି ଅନୁଯାୟୀ ଶାସକ ବିଜେପି ଦୁଇଟି ଆସନ, ବିଜେଡି ଗୋଟିଏ ଆସନ ନିର୍ଦ୍ୱନ୍ଦରେ ଜିତୁ ଥିଲା ବେଳେ ଆଉ ଗୋଟିଏ ଆସନ କିଏ ନେବ ତାକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି । ବିଧାନସଭାରେ ବିଭିନ୍ନ ଦଳର ସ୍ଥିତି ଅନୁଯାୟୀ ବିଜେଡିର […]

Read More

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ, ପୂର୍ବତନ ମନ୍ତ୍ରୀଙ୍କ ଶୋକ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସମ୍ବଲପୁରର ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀଙ୍କର ଆଜି ସନ୍ଧ୍ୟାରେ ଦେହାନ୍ତ ହୋଇ ଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିଲା ବେଳେ ଆଜି ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା । ସମ୍ବଲପୁର ଶାନ୍ତିନଗର ସ୍ଥିତ ବାସ ଭବନରେ ତାଙ୍କ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁ ଖବର ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ସେ ଜଣେ ଡାକ୍ତର ଭାବେ ଦୀର୍ଘବର୍ଷ ଧରି କାମ କରି […]

Read More

ସ୍ମଶାନ ଘାଟରେ ବିପଦର ବନ୍ଧୁ ପ୍ରୀତିରଞ୍ଜନ

ଓଡ଼ିଶା ଲିଡ୍ସ(ଯାଜପୁର): କୁହାଯାଏ ବିପଦ ସମୟର ବନ୍ଧୁ ପ୍ରକୃତ ବନ୍ଧୁ । ଯାହାକୁ ପ୍ରମାଣିତ କରୁଛନ୍ତି ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଯୁବନେତା ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଇଂ ପ୍ରୀତିରଞ୍ଜନ ଘଡାଇ । ନିଜର ଭିନ୍ନ କାର୍ଯ୍ୟଶୈଳୀ ପାଇଁ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପାରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର କେହି ମୃତ୍ୟୁ ମୁଖରେ ପଡିଲେ ପରିବାର ଲୋକ ଭଳି ସ୍ମଶାନ ଘାଟରେ ପହଁଚୁଛନ୍ତି । ବିଗତ ଦିନରେ ଏଭଳି […]

Read More

ବିଭିନ୍ନ ଶିବ ମନ୍ଦିର ଯାଇ ଆଶିଷ କାମନା କଲେ ପୂର୍ବତନ ମନ୍ତ୍ରୀ

ଓଡ଼ିଶା ଲିଡ୍ସ(ଯାଜପୁର): ପବିତ୍ର ମହାଶିବରାତ୍ରୀ ଅବସରରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଦାନଗଦି ଓ ସୁକିନ୍ଦାର ବିଭିନ୍ନ ଶୈବ ପୀଠକୁ ଯାଇ ମହାଦେବଙ୍କ ଦର୍ଶନ କରିବା ସହିତ ପୂଜାପାଠ କରିଥିଲେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଏହି ଅବସରରେ ସେ ସମସ୍ତଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ମହାଦେବଙ୍କ ଅପାର କରୁଣା ସମସ୍ତଙ୍କୁ ସୁଖ ସମୃଦ୍ଧି ପ୍ରଦାନ କରିବା ସହିତ ସୁକିନ୍ଦାରେ ଶାନ୍ତି ଓ ଭାଇଚାରା ଅତୁଟ ରହିବ ବୋଲି ସେ କହିଛନ୍ତି […]

Read More

T-20 ବିଶ୍ୱକପ:ଭାରତ ଆଗରେ ପାକିସ୍ତାନର ଆତ୍ମସମର୍ପଣ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ମହାଶିବରାତ୍ରୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିଲା T-20 ବିଶ୍ୱକପର ମହାସମର । ସାରା ବିଶ୍ୱର କୋଟି କୋଟି କ୍ରିକେଟ ପ୍ରେମୀ ଏହି ମ୍ୟାଚକୁ ଦେଖିବାକୁ ଚାତକ ପରି ଚାହିଁ ରହିଥିଲେ । ମ୍ୟାଚ ମଧ୍ୟରେ ବର୍ଷା ଆଶଙ୍କା ଥିଲା ବେଳେ ବର୍ଷା କିନ୍ତୁ ବାଧକ ସାଜି ନଥିଲା । ହେଲେ ବିଶ୍ୱକପରେ ପାକିସ୍ତାନର ପରାଜୟ ଧାରା କିନ୍ତୁ ଭାଙ୍ଗି ନଥିଲା । ଇଶାନ କିଷାନଙ୍କ ବିସ୍ପୋରକ ବ୍ୟାଟିଂ ଓ ଭାରତୀୟ ବୋଲରଙ୍କ […]

Read More

ନିରବୀ ଗଲା ଗୀତା ପଟ୍ଟନାୟକଙ୍କ ସୁରିଲା ସ୍ବର

ଓଡ଼ିଶା ଲିଡ୍ସ(ବ୍ୟୁରୋ): ନିରବୀ ଯାଇଛନ୍ତି ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ । ଆଜି ସନ୍ଧ୍ୟା ସମୟରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଯାଇଛି । ଅସୁସ୍ଥ ହୋଇ ଗତ ୧୩ ତାରିଖରେ ସେ ଚିକିତ୍ସାଳୟରେ ଚିକିତ୍ସାଧିନ ଥିଲେ । ଆଜି ସନ୍ଧ୍ୟାରେ ତାଙ୍କର ପରଲୋକ ହୋଇ ଯାଇଛି । ୧୯୭୦ ମସିହାରୁ ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କ ସୁଲଳିତ ସ୍ବର ଶୁଣିବାକୁ ମିଳିଥିଲା । ଅକ୍ଷୟ ମହାନ୍ତିଙ୍କ ସହ ତାଙ୍କର ଡୁଏଟ ବହୁତ ଲୋକପ୍ରିୟ ହୋଇଥିଲା । […]

Read More

ବିଶ୍ୱ ପ୍ରେମ ଦିବସ: ତୁମୁଣିରେ ମାନବିକତାର ବାର୍ତ୍ତା ବାଣ୍ଟିଲା ଅମର ଫାଉଣ୍ଡେସନ

ଓଡ଼ିଶା ଲିଡ୍ସ(ଯାଜପୁର): ବିଶ୍ୱ ପ୍ରେମ ଦିବସ(ଭାଲେଣ୍ଟାଇନ ଡେ)ରେ ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ନଗଡ଼ା ସନ୍ନିକଟ ଜୁଆଙ୍ଗ ବସ୍ତି ତୁମୁଣିରେ ମାନବିକତାର ବାର୍ତ୍ତା ବାଣ୍ଟିଛି ସମାଜସେବା ପାଇଁ ସମର୍ପିତ ଅମର ଫାଉଣ୍ଡେସନ । “ସମାଜର ଅବହେଳିତ ମାନଙ୍କ ପାଇଁ ଆମର ଦାୟିତ୍ୱ ରହିଛି” ବୋଲି ବାର୍ତ୍ତା ଦେଇ ୨୬ ଜୁଆଙ୍ଗ ଜନଜାତି ପରିବାରକୁ ଭୋଜି ଭାତରେ ଆପ୍ୟାୟିତ କରାଯିବା ସହିତ ଗ୍ରାମର ଆବାଳ ବୃଦ୍ଧବନିତାଙ୍କୁ ନୂତନ ବସ୍ତ୍ର, ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ଥିବା ସ୍କୁଲ ବ୍ୟାଗ, ଶିଶୁ […]

Read More

T-20 ବିଶ୍ୱକପ: ମହାଶିବରାତ୍ରୀରେ କ୍ରିକେଟ ମହାସମର

ଓଡ଼ିଶା ଲିଡ୍ସ(ବ୍ୟୁରୋ):ଆଜି ପବିତ୍ର ମହା ଶିବରାତ୍ରୀ । ଆଜିର ପବିତ୍ର ଦିନକୁ କୋଟି କୋଟି ଶୈବ ଭକ୍ତ ଚାହିଁ ରହିଥାନ୍ତି । ଦେବ ଦେବ ମହାଦେବଙ୍କୁ ପୂଜାର୍ଚ୍ଚନା କରି ଆଶିଷ କାମନା କରନ୍ତି । ଆଜିର ଦିନକୁ ମଧ୍ୟ ବେଶ କିଛିଦିନ ହେଲା ଅପେକ୍ଷା କରି ରହିଛନ୍ତି କୋଟି କୋଟି କ୍ରିକେଟ ପ୍ରେମୀ । T-20 ବିଶ୍ୱକପର ଲିଗ ପର୍ଯ୍ୟାୟରେ ଆଜି ବିଶ୍ୱ କ୍ରିକେଟର ଦୁଇ ଚିର ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ଭେଟା ଭେଟି ହେଉଛନ୍ତି […]

Read More

ପରିବହନ ବିଭାଗ ନଜର ନାହିଁ, ଅଟୋରେ ବିପଦପୂର୍ଣ୍ଣ ଯାତ୍ରା

ଓଡ଼ିଶା ଲିଡ୍ସ(ଯାଜଉର): ପରିବହନ ବିଭାଗ ଦୃଷ୍ଟି ଦେଉ ନଥିବାରୁ ବିଭିନ୍ନ ଗାଡ଼ିରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ଯାତ୍ରୀ । ବିଶେଷ କରି ଅଟୋ ଚାଳକ ମାନେ ପରିବହନ ବିଭାଗର ଆଇନ କାନୁନକୁ ଦଳି ମକଚି ଦେଇ ବିପଦପୂର୍ଣ୍ଣ ଭାବେ ଯାତ୍ରୀଙ୍କୁ ନେବା ଆଣିବା କରୁଛନ୍ତି । ବରୁଆଁ-ବରୀ ରାସ୍ତାର ଏହି ଚିତ୍ର ଏହାକୁ ସତ ପ୍ରମାଣିତ କରୁଛି । ସନ୍ଧ୍ୟା ସମୟରେ ଏହି ଅଟୋଟି ଯାଉଥିଲା ବେଳେ ଏହି ଅଟୋରେ ଛୋଟ ପିଲାଙ୍କୁ ମିଶାଇ ୧୫ ଜଣ […]

Read More