orissaleads

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

ପାକିସ୍ତାନରେ ମହଙ୍ଗା ମାଡ଼: ଟମାଟୋ କିଲୋ ୬୦୦, ଅଦା କିଲୋ ୭୫୦ ଟଙ୍କା

Blog Post

orissaleads > କ୍ରୀଡା > T-20 ବିଶ୍ୱକପ:ଭାରତ ଆଗରେ ପାକିସ୍ତାନର ଆତ୍ମସମର୍ପଣ

T-20 ବିଶ୍ୱକପ:ଭାରତ ଆଗରେ ପାକିସ୍ତାନର ଆତ୍ମସମର୍ପଣ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଆଜି ମହାଶିବରାତ୍ରୀରେ ଭାରତ ଓ ପାକିସ୍ତାନ ମଧ୍ୟରେ ଥିଲା T-20 ବିଶ୍ୱକପର ମହାସମର । ସାରା ବିଶ୍ୱର କୋଟି କୋଟି କ୍ରିକେଟ ପ୍ରେମୀ ଏହି ମ୍ୟାଚକୁ ଦେଖିବାକୁ ଚାତକ ପରି ଚାହିଁ ରହିଥିଲେ । ମ୍ୟାଚ ମଧ୍ୟରେ ବର୍ଷା ଆଶଙ୍କା ଥିଲା ବେଳେ ବର୍ଷା କିନ୍ତୁ ବାଧକ ସାଜି ନଥିଲା । ହେଲେ ବିଶ୍ୱକପରେ ପାକିସ୍ତାନର ପରାଜୟ ଧାରା କିନ୍ତୁ ଭାଙ୍ଗି ନଥିଲା । ଇଶାନ କିଷାନଙ୍କ ବିସ୍ପୋରକ ବ୍ୟାଟିଂ ଓ ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ପାକିସ୍ତାନ ଆତ୍ମସମର୍ପଣ କରିଥିଲା ।

ଟସ ଜିତି ଭାରତକୁ ବ୍ୟାଟିଂ କରିବାର ସୁଯୋଗ ଦେଇ ପ୍ରଥମରୁ ଭୁଲ କରିଥିଲା ପାକିସ୍ତାନ । ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୭୫ ରନ ସଂଗ୍ରହ କରିଥିଲା ୭ ଉଇକେଟ ବିନିମୟରେ । ଯାହା କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଏକ ବଡ଼ ସ୍କୋର ଥିଲା । ରନର ଏହି ପାହାଡ଼ ପାକିସ୍ତାନ ଉପରେ ଚାପ ବଢ଼ାଇ ଦେଇଥିଲା । ପ୍ରଥମ ଓଭରରେ ହାର୍ଦ୍ଧିକ ପାଣ୍ଡ୍ୟା ମେଡେନ ଓଭର ବୋଲିଂ କରିବା ସହିତ ପାକିସ୍ତାନର ପ୍ରଥମ ଉଇକେଟ ଝଡାଇ ଦେଇଥିଲେ । ବ୍ୟାଟିଂରେ ଆଜି ହାର୍ଦ୍ଧିକ ବିଫଳ ହୋଇଥିଲେ ମଧ୍ୟ ବୋଲିଂରେ ପ୍ରଶଂସକଙ୍କୁ ନିରାଶ କରିନଥିଲେ । ଦ୍ଵିତୀୟ ଓଭରରେ ବୁମରା ଦୁଇଟି ଉଇକେଟ ନେଇ ପାକିସ୍ତାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ଏହା ପରେ ପାକିସ୍ତାନର ଉଇକେଟ ପଡିବା ଧାରା ଜାରି ରହିଥିଲା । ଶେଷରେ ୧୮ ଓଭରରେ ପାକିସ୍ତାନ ମାତ୍ର ୧୧୪ ରନ କରି ୬୧ ରନରେ ପରାଜିତ ହୋଇଥିଲା । ଏହି ବିଜୟ ସହିତ ଭାରତ ସୁପର ଏଇଟକୁ ପ୍ରବେଶ କରିଛି ।

Leave a comment

Your email address will not be published. Required fields are marked *