orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ବିଶ୍ବ ପ୍ରସିଦ୍ଧ ରତ୍ନଗିରି ବୌଦ୍ଧବିହାରରେ ଖନନ: ହଜାର ବର୍ଷ ତଳର ବିରଳ ମୂର୍ତ୍ତି ଉଦ୍ଧାର

ବିଶ୍ବ ପ୍ରସିଦ୍ଧ ରତ୍ନଗିରି ବୌଦ୍ଧବିହାରରେ ଖନନ: ହଜାର ବର୍ଷ ତଳର ବିରଳ ମୂର୍ତ୍ତି ଉଦ୍ଧାର

ଯାଜପୁର/ରତ୍ନଗିରି: ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ରତ୍ନଗିରି ବୌଦ୍ଧବିହାରର ଖନନ ଜାରି ରହିଛି। ମାଟି ତଳୁ ବହୁ ପ୍ରାଚୀନ ତଥା ଦୁର୍ମୂଲ୍ୟ ବୁଦ୍ଧ ମୂର୍ତ୍ତି ଓ କାରୁକାର୍ଯ୍ୟସମ୍ପନ୍ନ କୀର୍ତ୍ତିରାଜି ଉଦ୍ଧାର କରାଯାଇଛି। ଷଷ୍ଠ ଶତାବ୍ଦୀ ତଥା ଗୁପ୍ତ ସାମ୍ରାଜ୍ୟ ସମୟର ମୂକସାକ୍ଷୀ ରତ୍ନଗିରିରେ ୧୯୬୦ ମସିହାରେ ପ୍ରତ୍ନତତ୍ତ୍ବ ବିଭାଗ ପ୍ରଥମେ ଖନନ ଆରମ୍ଭ କରି ବହୁ ଐତିହାସିକ କୀର୍ତ୍ତିରାଜି ଆବିଷ୍କାର କରିଥିଲା। ପୂର୍ବରୁ ଏଠାରେ ମାଟି ତଳୁ ୨ଟି ବୌଦ୍ଧ ବିହାର ବାହାରିଥିଲା। ଗୋଟିଏ ବିହାରରେ ୨୪ଟି ଓ ଅନ୍ୟଟିରେ ୧୮ଟି ପ୍ରକୋଷ୍ଠ ଥିଲା। ଶିଳାଲିପି, ଟେରାକୋଟାର ବିଭିନ୍ନ କାରୁକାର୍ଯ୍ୟ  ମିଳିଥିଲା। ଐତିହାସିକ ଡକ୍ଟର ହରିଶଚନ୍ଦ୍ର ପୃଷ୍ଟିଙ୍କ ସୂଚନା ଅନୁସାରେ, ବର୍ତ୍ତମାନ ଖନନରୁ ବୁଦ୍ଧଙ୍କ ମୂର୍ତ୍ତି ସହିତ ତାଙ୍କର ପ୍ରତୀକ ହାତୀ ବାହାରିଛି। ଅର୍ଘ୍ୟ ସ୍ତୂପ ସହିତ ତତ୍କାଳୀନ ସମୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ମଧ୍ୟ ମିଳିଛି। ଗୌତମ ବୁଦ୍ଧଙ୍କର ଆକର୍ଷଣୀୟ ମୂର୍ତ୍ତି ସହିତ ଅନ୍ୟାନ୍ୟ ମୂର୍ତ୍ତି ବାହାରିବା‌ରେ ଲାଗିଛି। ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ଖନନ ଜାରି ରହିଛି। ରତ୍ନଗିରି ଭଳି ଯଦି ଉଦୟଗିରିର ଖନନ କରାଯାଏ ତେବେ ଅନେକ କୀର୍ତ୍ତିରାଜି ସାମ୍‌ନାକୁ ଆସିପାରିବ। ଏହାଦ୍ବାରା ବିଶ୍ବ ଦରବାରରେ ଓଡ଼ିଶାର ଛବି ଅଧିକ ଉଜ୍ଜ୍ବଳ ହେବା ସହ ଦେଶର ଗରିମା ବୃଦ୍ଧି ପାଇବ। ଏହା ମଧ୍ୟ ଦେଶବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ ବୋଲି ଗବେଷକ ଡକ୍ଟର ପୃଷ୍ଟି ମତବ୍ୟକ୍ତ କରିଛନ୍ତି। 

Leave a comment

Your email address will not be published. Required fields are marked *