Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ଅଲିପୁର ପଞ୍ଚାୟତରୁ ନିଷ୍କାସିତ ହେଉନାହିଁ ବନ୍ୟା ଜଳ: ଗାଁ ଦାଣ୍ଡରେ ଦଳ, ଏବେବି ଭେଳା ସହାରା

ଅଲିପୁର ପଞ୍ଚାୟତରୁ ନିଷ୍କାସିତ ହେଉନାହିଁ ବନ୍ୟା ଜଳ: ଗାଁ ଦାଣ୍ଡରେ ଦଳ, ଏବେବି ଭେଳା ସହାରା

ଓଡ଼ିଶା ଲିଡ୍ସ(ଯାଜପୁର): ବ୍ରାହ୍ମଣୀ ନଦୀର ବନ୍ୟା ବରୀ ବ୍ଲକର ୨୯ ପଞ୍ଚାୟତକୁ ବେହାଲ କରିଛି । ବନ୍ୟା ଫଳରେ ଲକ୍ଷ ଲକ୍ଷ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ବନ୍ୟାରେ ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିଲା । ଏବେ ନଦୀର ପାଣି କମିଛି, ହେଲେ ବିଭିନ୍ନ ଗାଁ ଦାଣ୍ଡରେ ଏବେ ବି ବନ୍ୟା ପାଣି ଲହଡି ଭାଙ୍ଗୁଛି । ବରୀ ବ୍ଲକର ପ୍ରମୁଖ ପଞ୍ଚାୟତ ଅଲିପୁର ପଞ୍ଚାୟତ ଏବେ ବି ଜଳାର୍ଣ୍ଣବ ହୋଇ ରହିଛି । ବ୍ଲକ ଠାରୁ ମାତ୍ର କେଇ ହାତ ଦୂରରେ ଥିବା ଏହି ପାଞ୍ଚାୟତର ବିଭିନ୍ନ ଗ୍ରାମରୁ ପାଣି ଛାଡି ନଥିଲା ବେଳେ ଗାଁ ଦାଣ୍ଡ ପାଣିରେ ଦଳ ଭାସୁଛି । ବିଭିନ୍ନ ଗ୍ରାମର ଗ୍ରାମବାସୀଙ୍କ ପାଇଁ କଦଳୀ ଗଛର ଭେଳା ସାହାରା ପାଲଟିଛି । ଘର ତଳ ରାସ୍ତାରେ ଅଣ୍ଟାଏ ଉପରେ ପାଣି ହେଉଥିବାରୁ ଭେଳାରେ ମୁଖ୍ୟ ରାସ୍ତାକୁ ଆସୁଛନ୍ତି ଗ୍ରାମବାସୀ । ଛୋଟ ଛୁଆ ମାନଙ୍କୁ ମଧ୍ୟ ଭେଳାରେ ବସାଇ ମୁଖ୍ୟ ରାସ୍ତାକୁ ଆଣିଲା ପରେ ସ୍କୁଲ ନେଉଛନ୍ତି । ବିଗତ ଦିନରେ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ କିଛି ଜଳ ନିଷ୍କାସନ ବାଟକୁ ପୋତି ଦିଆଯିବା ଦ୍ୱାରା ଏହି ସ୍ଥିତି ସୃଷ୍ଟି ହୋଇଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁଲଭ ବେଉରିଆ । ଗତକାଲି ରାତି ପର୍ଯ୍ୟନ୍ତ ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରାସ୍ତାରେ ପାଣି ଥିଲା ବେଳେ ଆଜି ସାମାନ୍ୟ କମିଛି । ରୋଗୀ ଓ ଆମ୍ବୁଲାନ୍ସ ପାଣିରେ ପଶି ଗତାଗତ କରୁଛନ୍ତି । ମେଡିକାଲ ପରିସରରେ ମଧ୍ୟ ପାଣି ରହିଛି ।

ବ୍ଲକ କାର୍ଯ୍ୟାଳୟ ନିକଟରେ ଥିବା ଏହି ପଞ୍ଚାୟତର ବିଭିନ୍ନ ଗ୍ରାମରେ ଜଳ ନିଷ୍କାସନ ନହେବା ପଞ୍ଚାୟତବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି । ତୁରନ୍ତ ପ୍ରଶାସନ ଏଦିଗରେ ପଦକ୍ଷେପ ନେଇ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁଲଭ ବେଉରିଆଙ୍କ ସହିତ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି ।

Leave a comment

Your email address will not be published. Required fields are marked *