Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ବନ୍ୟାରେ କନ୍ତକାର ଦଳ ସଫା, ସାଧାରଣରେ ଆଶ୍ଵସ୍ଥି

ବନ୍ୟାରେ କନ୍ତକାର ଦଳ ସଫା, ସାଧାରଣରେ ଆଶ୍ଵସ୍ଥି

ଓଡ଼ିଶା ଲିଡ୍ସ(ଯାଜପୁର): ବରୀ ଅଞ୍ଚଳର ପ୍ରମୁଖ ଜଳାଶୟ ଭାବେ କନ୍ତକାରର ପରିଚୟ ରହିଛି । କନ୍ତକାରକୁ ନେଇ ବହୁ ପୁରୁଣା ଲୋକକଥା ମଧ୍ୟ ରହିଛି । ଏହି ଜଳାଶୟ ଉପରେ ବରୀ, ରମ୍ପା, ଅରଙ୍ଗାବାଦ ପ୍ରଭୃତି ପଞ୍ଚାୟତର ଜନ ସାଧାରଣ ନିର୍ଭରଶୀଳ । ଗାଧୁଆ ପାଧୁଆ ସହିତ ବିଭିନ୍ନ ସମୟରେ ତୁଠ କର୍ମ ଏଠାରେ କରାଯାଏ । ବିଶେଷ କରି ବରୀ ମାଉଣ୍ଡ ଆଖପାଖରେ ହେଉଥିବା ପୂଜା ପାର୍ବଣ ସମୟରେ ଏଠାରୁ କଳସରେ ପାଣି ଉଠାଯାଏ । ଏହି ଜଳାଶୟ ଉପରେ ବରୀ ପଞ୍ଚାୟତ ସହିତ ବ୍ୟକ୍ତିଗତ ଲୋକଙ୍କର ମାଲିକାନା ମଧ୍ୟ ରହିଛି । କିଛି ବର୍ଷ ହେଲା ଏହି ଜଳାଶୟରେ ନାଗ ଦଳ ପୂର୍ଣ୍ଣ ହେବା ଫଳରେ ଏହା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିଲା । ଏହାକୁ ସରକାରଙ୍କ ତରଫରୁ ସଫେଇ କରି ବ୍ୟବହାର ଯୁକ୍ତ କରିବାକୁ ସାଧାରଣରେ ଦାବି ହେଉଥିଲା ବେଳେ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରି ନଥିଲା । ଓଡ଼ିଶା ଲିଡ୍ସ ସହିତ ଅନ୍ୟାନ୍ୟ ଗଣ ମାଧ୍ୟମରେ ଏ ନେଇ ବାରମ୍ବାର ଖବର ପ୍ରକାଶ ପାଇଥିଲା । ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ନେଇ ନଥିଲା । ହେଲେ ଚଳିତ ବନ୍ୟା ସ୍ରୋତ ଫଳରେ କନ୍ତକାର ଦଳ ସଫା ହୋଇଛି । ଯାହାକୁ ନେଇ ସାଧାରଣରେ ଖୁସି ପ୍ରକାଶ ପାଇଛି ।

ମୁଖ୍ୟ ଜଳାଶୟରୁ ଦଳ ସଫା ହୋଇଥିଲା ବେଳେ କିଛି ସ୍ଥାନରେ ରହି ଯାଇଥିବା ଦଳକୁ ପ୍ରଶାସନ ପକ୍ଷରୁ ସଫା କରାଯାଇ ଏହାକୁ ବର୍ଷ ତମାମ ବ୍ୟବହାର ଉପଯୋଗୀ କରିବାକୁ ଲାଲବିହାରୀ ମହାନ୍ତି, ସମରେଶ ଓଝା, ଅଧର କୁମାର ଜେନା, ଦୁର୍ଯ୍ୟୋଧନ ଜେନା, ନାରାୟଣ ବେହେରା, ମହେଶ୍ୱର ବେହେରା, ସଞ୍ଜୟ କୁମାର ବେହେରା, ବିଶ୍ଵଜିତ ମହାନ୍ତି, ବିଶ୍ଵଜିତ ବାରିକ, ଦର୍ଶନ ବେହେରା, ଅଶୋକ କୁମାର ବେହେରା ପ୍ରମୁଖ ଦାବି କରିଛନ୍ତି ।

Leave a comment

Your email address will not be published. Required fields are marked *