ଓଡ଼ିଶା ଲିଡ୍ସ(ଯାଜପୁର): ଦାନଗଦି ବ୍ଲକ୍ ଅନ୍ତର୍ଗତ ଓସ୍ତାପାଳ ପଞ୍ଚାୟତରେ ଅନୁଷ୍ଠିତ ପବିତ୍ର ଖୁଦୁରୁକୁଣୀ ମଣ୍ଡପରେ ଯୋଗଦେଇ ମା’ଙ୍କ ଦର୍ଶନ କରି ଆଶୀର୍ବାଦ କାମନା କରିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ । ଭଉଣୀମାନେ ନିଜ ଭାଇମାନଙ୍କ ମଙ୍ଗଳ, ସୁଖ, ସମୃଦ୍ଧି ଓ ଦୀର୍ଘାୟୁ ଜୀବନ କାମନା କରି ପାଳନ କରୁଥିବା ଏହି ପବିତ୍ର ପରମ୍ପରା ଭାଇ-ଭଉଣୀଙ୍କ ଅତୁଟ ସ୍ନେହ ଓ ଭଲପାଇବାର ପ୍ରତୀକ। ଏହି ଅଵସରରେ ତାଙ୍କୁ ବିପୁଳ ସ୍ୱାଗତ କରାଯାଇଥିଲା ।



















