Skip to main content

orissaleads

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

Blog Post

orissaleads > ଜିଲ୍ଲା > ପୁରୀ > ଦରଦାମ୍ ବୃଦ୍ଧି ପ୍ରତିବାଦ, ସୋସିଆଲ୍ ମିଡିଆରେ ଲୋକେ ଦେଉଛନ୍ତି ବ୍ୟଙ୍ଗାତ୍ମକ ଟିପ୍ପଣୀ

ଦରଦାମ୍ ବୃଦ୍ଧି ପ୍ରତିବାଦ, ସୋସିଆଲ୍ ମିଡିଆରେ ଲୋକେ ଦେଉଛନ୍ତି ବ୍ୟଙ୍ଗାତ୍ମକ ଟିପ୍ପଣୀ

ଓଡ଼ିଶା ଲିଡ୍ସ(ବ୍ରହ୍ମଗିରି): ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଇ ଆକାଶଛୁଆଁ ହୋଉଛି । ଦରଦାମ ବୃଦ୍ଧି ସାଧାରଣ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି । ନିତ୍ୟବ୍ୟବହାର୍ଯ୍ୟ ଜିନିଷର ମୂଲ୍ୟ ବୃଦ୍ଧିକୁ ନେଇ ସାଧାରଣ ଲୋକ ସାମାଜିକ ଗଣ ମାଧ୍ୟମରେ ଟିପ୍ପଣୀ ଦେବାକୁ ମଧ୍ୟ ପଛାଉ ନାହାନ୍ତି । ବ୍ରହ୍ମଗିରି ଅଞ୍ଚଳର ଜଣେ ସଚେତନ ନାଗରିକଙ୍କ ଏକ ବ୍ୟଙ୍ଗାତ୍ମକ ପୋଷ୍ଟ ଏବେ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ସାଧାରଣ ବଜାରରେ ଏବେ ସୁନା, ରୂପା ଭଳି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦାମ୍ ମଧ୍ୟ ବଢ଼ିବାରେ ଲାଗିଛି ବୋଲି ପୋଷ୍ଟରେ ଦର୍ଶାଯାଇଛି । ଏବେ ବଜାରରେ ପିଆଜ କିଲୋ ପ୍ରତି ୭୧ ଟଙ୍କା, ଚିନି ୭୫ ଟଙ୍କା ଏବଂ ଖାଦ୍ୟତେଲ ୧୯୯ ଟଙ୍କାରେ ବିକ୍ରି ହେଉଛି । ସେହିପରି ଗୋଟିଏ ଅଣ୍ଡା ଦର ୧୦ ଟଙ୍କାରେ ପହଞ୍ଚିଥିବାରୁ ଏହାକୁ ବ୍ୟାଙ୍କ୍ ଲକରରେ ସୁରକ୍ଷିତ ରଖିବାକୁ ପଡ଼ିବ ବୋଲି ବ୍ୟଙ୍ଗ କରାଯାଇଛି । ଏହି ଅହେତୁକ ଦରବୃଦ୍ଧି ଯୋଗୁଁ ସାଧାରଣ ପରିବାରର ହାଣ୍ଡିଶାଳ ଚଳାଇବା କଷ୍ଟକର ହୋଇପଡ଼ିଛି ଏବଂ ଗୃହିଣୀମାନଙ୍କ ମଧ୍ୟରେ ଏହାକୁ ନେଇ ଗଭୀର ଅସନ୍ତୋଷ ଦେଖାଦେଇଛି । ସରକାରୀ ବ୍ୟବସ୍ଥା ଓ ଦର ନିୟନ୍ତ୍ରଣକୁ ନେଇ କଟାକ୍ଷ କରାଯାଇ କୁହାଯାଇଛି ଯେ, ବର୍ତ୍ତମାନର ଦରଦାମ୍ ସ୍ଥିତିରେ ପ୍ରତିବାଦ କରିବା ପାଇଁ ନା ତଳେ ଦୀପ ଜାଳିବାକୁ ତେଲ ଅଛି, ନା ଥାଳି ବାଡ଼େଇବାକୁ ଥାଳି ବଳକା ଅଛି । ସରକାର ଶୁଣୁ ନଥୁବାରୁ ଶେଷରେ ସାଧାରଣ ଜନତା ବାଧ୍ୟ ହୋଇ ସୋସିଆଲ୍ ମିଡିଆରେ ନିଜର ଦୁଃଖ ପ୍ରକାଶ କରି ସାନ୍ତ୍ୱନା ପାଉଛନ୍ତି । ବଢ଼ି ଚାଲିଥିବା ମହଙ୍ଗା ମାଡ଼ କିପରି ସାଧାରଣ ମଧ୍ୟବିତ୍ତ ପରିବାରର ମେରୁଦଣ୍ଡ ଭାଙ୍ଗି ଦେଉଛି, ଏହି ଘଟଣା ତାହାର ଏକ ବାସ୍ତବ ଚିତ୍ର ଉପସ୍ଥାପନ କରୁଛି ।

Leave a comment

Your email address will not be published. Required fields are marked *