orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > କ୍ରୀଡା > ପଏଣ୍ଟ ଟେବୁଲ ଶେଷରେ ରହି ଅଧିନାୟକ ପଦ ଛାଡ଼ିଲେ ଋଷଭ ପନ୍ତ

ପଏଣ୍ଟ ଟେବୁଲ ଶେଷରେ ରହି ଅଧିନାୟକ ପଦ ଛାଡ଼ିଲେ ଋଷଭ ପନ୍ତ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ୨୦୨୬ ଆଇପିଏଲ ର ଫାଇନାଲ ମ୍ୟାଚ ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟର ଅଧିନାୟକ ଋଷଭ ପନ୍ତ ଦଳର ଅଧିନାୟକ ପଦ ଛାଡ଼ିଦେଇଛନ୍ତି । ତାଙ୍କୁ ଦଳ ୨୭ କୋଟି ଟଙ୍କା ଦେଇ କଣିଥିଲା। ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ଖେଳାଳି ମଧ୍ୟ ହୋଇଥିଲେ। ଦୁଇଟି ସଂସ୍କରଣରେ ସେ ଲକ୍ଷ୍ନୌର ନେତୃତ୍ୱ ନେଇଥିଲେ ବି ନିଜ ପ୍ରଦର୍ଶନ କିମ୍ବା ଦଳର ପ୍ରଦର୍ଶନରେ ଆଦୌ ପ୍ରଭାବିତ କରି ପାରି ନାହାନ୍ତି। ପନ୍ତ ଅଧିନାୟକ ପଦ ଛାଡ଼ିଥିବା ପ୍ରାଞ୍ଚାଇଜ ପକ୍ଷରୁ ଅବଗତ କରାଯାଇଛି। ଲକ୍ଷ୍ନୌ ଚଳିତ ଆଇପିଏଲରେ ପଏଣ୍ଟ ଟେବୁଲର ସବୁଠାରୁ ତଳେ ରହିଥିଲା। ଦଳ ଆଇପିଏଲରେ ନିଜର ଅଭିଯାନ ଶେଷ କରିବା ପରେ ପନ୍ତ ଅଧିନାୟକ ପଦ ଛାଡ଼ିବାକୁ ଚାହୁଁଥିବା ପ୍ରାଞ୍ଚାଇଜ ନିକଟରେ ଅନୁରୋଧ କରିଥିଲେ। ଏ ସମ୍ପର୍କରେ ଲକ୍ଷ୍ନୌ ସୁପର ଜାଏଣ୍ଟସର କ୍ରିକେଟ ଡିରେକ୍ଟର ଟମ ମୁଡି ଏକ ପ୍ରେସ ରିଲିଜରେ କହିଛନ୍ତି ।

ପନ୍ତ ଦୁଇଟି ସଂସ୍କରଣରେ ନେତୃତ୍ୱ ନେଇଥିଲେ ମଧ୍ୟ ଲକ୍ଷ୍ନୌ ପ୍ଲେ ଅଫକୁ ଯାଇ ପାରି ନାହିଁ।୨୦୨୬ରେ ଲକ୍ଷ୍ନୌ କେବଳ ୧୪ଟି ଲିଗ ମ୍ୟାଚରୁ ୪ଟି ମ୍ୟାଚ୍‌ ଜିତିବାକୁ ସକ୍ଷମ ହୋଇଛି । ୨୦୨୫ରେ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ୬ଟି ମ୍ୟାଚ ଜିତିଥିଲା। ଆଇପିଏଲରେ ଲକ୍ଷ୍ନୌ ପନ୍ତଙ୍କ ନେତୃତ୍ୱରେ ୨୮ଟି ମ୍ୟାଚ୍‌ ମାତ୍ର ୧୦ଟିରେ ବିଜୟ ହାସଲ କରିପାରିଛି।

ପନ୍ତ ଅଧିନାୟକ ସମୟରେ ତାଙ୍କ ବ୍ୟାଟିଂ ମଧ୍ୟ ନିମ୍ନଗାମୀ ହୋଇଛି। ୨୦୨୫ରେ ସେ ୧୪ଟି ମ୍ୟାଚ୍‌ରେ କେବଳ ୨୬୯ ରନ କରିପାରିଥିଲା ବେଳେ ୨୦୨୬ରେ ସେ ୩୧୨ ରନ କରିପାରିଛନ୍ତି।

Leave a comment

Your email address will not be published. Required fields are marked *