ଡ଼ିଶା ଲିଡ୍ସ(ବ୍ୟୁରୋ): ଜାତି, ଧର୍ମ ନିର୍ବିଶେଷରେ ବିଜୁ ବାବୁ ଆମର ସ୍ୱାଭିମାନ, ଜଣେ ଶିଳ୍ପ ଦଲାଲ ବିଜୁ ବାବୁଙ୍କ ବିରୋଧରେ କହିବ, ଆମେ ଏହାକୁ ବରଦାସ୍ତ କରିବୁନି ବୋଲି କହିଛନ୍ତି ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ପ୍ରସାଦ ବାହିନୀପତି । ସେ ଆହୁରି ମଧ୍ୟ କହିଛନ୍ତି ନୂତନ ଓଡ଼ିଶାର ନିର୍ମାତା ହେଉଛନ୍ତି ବିଜୁ ପଟ୍ଟନାୟକ, ହୀରାକୁଦ, ସୈନିକ ସ୍କୁଲ, ଠାରୁ ଆରମ୍ଭ କରି ଓୟୁଏଟି ସବୁ ବିଜୁ ବାବୁ କରିଛନ୍ତି ।




















