Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ରାଜ୍ୟ > ବିଜେଡି ଓ କଂଗ୍ରେସରେ ଘଳିଆ ପକାଇ ତୃତୀୟ ଆସନ ହାତେଇଲା ବିଜେପି

ବିଜେଡି ଓ କଂଗ୍ରେସରେ ଘଳିଆ ପକାଇ ତୃତୀୟ ଆସନ ହାତେଇଲା ବିଜେପି

ବିଜେପିରୁ ମନମୋହନ, ସୁଜିତ ବିଜୟୀ
ବିଜେଡିରୁ ସଂତୃପ୍ତ ବିଜୟୀ
ଚତୁର୍ଥ ପ୍ରାର୍ଥୀ ଭାବେ ଦିଲ୍ଲୀପ ବିଜୟୀ
ବିଜେଡିରୁ ୮ ବିଧାୟକଙ୍କ କ୍ରସ ଭୋଟିଂ
କଂଗ୍ରେସରୁ ୩ ବିଧାୟକଙ୍କ କ୍ରସ ଭୋଟିଂ
ଚକମା ଦେଉଥିବା ନବୀନଙ୍କୁ ଚକମା ଦେଲେ ବିଜେଡି ବିଧାୟକ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ସରିଛି ରାଜ୍ୟର ସର୍ବାଧିକ ଚର୍ଚ୍ଚିତ ରାଜ୍ୟସଭା ନିର୍ବାଚନ । ଭୋଟ ଗଣତି ପରେ ନିର୍ବାଚିତ ସଦସ୍ୟ ମାନଙ୍କ ନାମ ଘୋଷଣା ହୋଇଛି । ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ବିଜୟୀ ହୋଇଥିଲା ବେଳେ ବିଜେଡି ପ୍ରାର୍ଥୀ ସଂତୃପ୍ତ ମିଶ୍ର ବିଜୟୀ ହୋଇଛନ୍ତି । ହେଲେ ଚତୁର୍ଥ ପ୍ରାର୍ଥୀ ଭାବେ ଅନୁଭବୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟ ବିଜୟୀ ହେବା ସବୁ ଠାରୁ ଅଧିକ ଚର୍ଚ୍ଚା ସୃଷ୍ଟି କରିଛି । ବିଜେଡି ଓ କଂଗ୍ରେସ ସମର୍ଥନରେ ପ୍ରାର୍ଥୀ ହୋଇ ବିଜୟର ସ୍ୱପ୍ନ ଦେଖୁଥିବା ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ପରାଜିତ କରିଛନ୍ତି ଅନୁଭବୀ ଦିଲ୍ଲୀପ ରାୟ । ବିଜେଡି ଓ କଂଗ୍ରେସ ଦଳରେ ଘଳିଆ ପକାଇ ଦିଲ୍ଲୀପ ଉଭୟ ଦଳରୁ ୧୧ ବିଧାୟକଙ୍କ ଭୋଟ ନିଜ ସପକ୍ଷକୁ ଆଣିବାରେ ସକ୍ଷମ ହୋଇଛନ୍ତି । ରାଜ୍ୟ ଇତିହାସରେ ସର୍ବାଧିକ ୧୧ ଜଣ ବିଧାୟକ କ୍ରସ ଭୋଟିଂ କରିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି ।

ଅନ୍ୟପକ୍ଷରେ ବିଜେଡିର ୮ ଜଣ ବିଧାୟକ କ୍ରସ ଭୋଟିଂ କରିଥିବା ବିଜେଡି ସ୍ୱୀକାର କରିଛି । ଦଳ ପକ୍ଷରୁ ବିଧାୟକ ପ୍ରତାପ ଦେବ ଏହି ସୂଚନା ଦେଇଛନ୍ତି । ଦଳ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ଯେ ତୀବ୍ର ହେଉଛି ଆଜିର ଭୋଟ ତାହା ପ୍ରମାଣିତ କରୁଛି । ନିଜ ରାଜନୈତିକ ଜୀବନରେ ଅନ୍ୟ ମାନଙ୍କୁ ଚକମା ଦେଉଥିବା ନବୀନ ପଟ୍ଟନାୟକଙ୍କୁ ତାଙ୍କ ବିଧାୟକ ମାନେ ଚକମା ଦେବା ରାଜ୍ୟବାସୀଙ୍କୁ ଚକିତ କରିଛି । କଂଗ୍ରେସ ଦଳରେ ମଧ୍ୟ ଅସନ୍ତୋଷ ରହିଥିବା ମଧ୍ୟ ପ୍ରମାଣିତ ହୋଇଛି । ଦଳର ତିନିଜଣ ବିଧାୟକ କ୍ରସ ଭୋଟିଂ କରିବା ଏହାକୁ ମଧ୍ୟ ପ୍ରମାଣିତ କରୁଛି ।

Leave a comment

Your email address will not be published. Required fields are marked *