Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ରାଜ୍ୟ > ମନ୍ତ୍ରୀଙ୍କ ବିବୃତି ନେଇ ଅଡୁଆରେ ସରକାର, ସଚିବଙ୍କ ସହିତ ରହୁନାହିଁ ତାଳମେଳ

ମନ୍ତ୍ରୀଙ୍କ ବିବୃତି ନେଇ ଅଡୁଆରେ ସରକାର, ସଚିବଙ୍କ ସହିତ ରହୁନାହିଁ ତାଳମେଳ

ଓଡ଼ିଶା ଲିଡ୍ସ(ବ୍ୟୁରୋ): ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କର ତାଙ୍କ ବିଭାଗର ସଚିବଙ୍କ ସହିତ ତାଳମେଳ ରହୁନାହିଁ । ମନ୍ତ୍ରୀ ଯେଉଁ ବିବୃତି ଦେଉଛନ୍ତି ବିବୃତି ଦେବାର କିଛି ସମୟ ପରେ ବିଭାଗୀୟ ସଚିବ ସେଇ ବିବୃତିକୁ କାଟି ଅନ୍ୟ ବିବୃତି ଦେଉଛନ୍ତି । ଯାହା ସରକାରଙ୍କୁ ନିନ୍ଦିତ କରୁଥିଲା ବେଳେ ଯୋଗାଣ ବିଭାଗ ଉପରେ ବିଶ୍ୱାସ ତୁଟି ଯାଉଛି । ଏଲପିଜି ଗ୍ୟାସକୁ ନେଇ ସାରା ରାଜ୍ୟରେ ହାହା କାର ପଡିଥିଲା ବେଳେ ଯୋଗାଣ ମନ୍ତ୍ରୀ କହିଥିଲେ ୫କେଜି ଏଲପିଜି ଗ୍ୟାସ ବନ୍ଦ ହେବ । ହେଲେ ବିବୃତିର କିଛି ଘଣ୍ଟା ପରେ ବିଭାଗୀୟ ସଚିବ ମନ୍ତ୍ରୀଙ୍କ ବିବୃତିକୁ କାଟିଥିଲେ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଭିନ୍ନ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ କରି ଲୋକଙ୍କୁ ସିଧାସଳଖ ବିଭିନ୍ନ ସୂଚନା ଦେଉଛନ୍ତି । ଲୋକ ଏହାକୁ ବିଶ୍ୱାସକୁ ନେଉଛନ୍ତି । କିନ୍ତୁ ମୋହନଙ୍କ କ୍ୟାବିନେଟର ମନ୍ତ୍ରୀ ବାରମ୍ବାର ବିବାଦୀୟ ବୟାନ ଦେଇ ସରକାରକୁ ଅଡୁଆରେ ପକାଉଛନ୍ତି ।

ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ବାରମ୍ବାର ବିବାଦୀୟ ଓ ଖାମଖିଆଲି ବୟାନ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ଅଡୁଆରେ ପକାଉଛନ୍ତି । ଏବେ ଏଲପିଜିକୁ ନେଇ ବିବାଦୀୟ ବୟାନ ଦେଇଥିବାବେଳେ ପୂର୍ବରୁ ପିଏନଜି, ଆଳୁ ଓ ଧାନ ବିକ୍ରି ପ୍ରସଙ୍ଗରେ ବିବୃତି ଦେଇ ସମାଲୋଚିତ ହୋଇଥିଲେ ଶ୍ରୀ ପାତ୍ର । ମନ୍ତ୍ରୀଙ୍କ ବୟାନ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିବାରୁ ଜନତାଙ୍କ ନିକଟକୁ ଭୂଲ୍ ବାର୍ତ୍ତା ମଧ୍ୟ ଯାଉଛି । ମନ୍ତ୍ରୀଙ୍କ କଥାକୁ ଲୋକେ ଅତି ହାଲୁକା ଭାବେ ନେଇ ଉପହାସ ମଧ୍ୟ କରୁଛନ୍ତି । ମନ୍ତ୍ରୀ ଓ ବିଭାଗ ମଧ୍ୟରେ ସମନ୍ୱୟ ନଥିବା ନେଇ ଚର୍ଚ୍ଚା ହେଉଛି ।

Leave a comment

Your email address will not be published. Required fields are marked *