ଓଡ଼ିଶା ଲିଡ୍ସ(ବ୍ୟୁରୋ): ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ହୁଇପ ଜାରି କରାଯାଇଛି । ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଏହି ହୁଇପ ଜାରି କରିଛନ୍ତି । ଦଳର ସମସ୍ତ ବିଧାୟକ ଓ ବିଧାୟିକା ଆସନ୍ତା ୧୩ ତାରିଖରୁ ୧୬ ତାରିଖ ଯାଏ ଭୁବନେଶ୍ୱର ନଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟସଭା ନିର୍ବାଚନରେ ଘୋଡ଼ା ବେପାରକୁ ନେଇ ଚର୍ଚ୍ଚା ଥମୁ ନଥିଲା ବେଳେ ଦଳ ଏ ନେଇ ସତର୍କ ହୋଇ ଏହି ପଦକ୍ଷେପ ଗ୍ରହଣ କରିଛି ।




















