ଓଡ଼ିଶା ଲିଡ୍ସ(ଯାଜପୁର): ଲଗାଣ ବର୍ଷା ଫଳରେ କୁଜାହାଲା ଛକ ନିକଟରେ ଥିବା ବରୁଆଁ-ବରୀ ରାସ୍ତା ଉପରେ ଯାଇଥିବା ଏକ ଉଚ୍ଚଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ଉପରେ ଏକ ଗଛ ଡାଳ ଓହଳି ରହିଥିଲା । ଏ ନେଇ ଗ୍ରାମବାସୀ ଅଭିଯୋଗ କରିବା ପରେ ବିଦ୍ୟୁତ ବିଭାଗ ପକ୍ଷରୁ ରାତିରେ ଏହି ଡାଳକୁ କଟା ଯାଇଥିଲା ।