Skip to main content

orissaleads

ମୁକୁଳା ପଡିଛି ଚନ୍ଦନପୁର ଘାଇ: ପଦକ୍ଷେପ ନେଉନାହିଁ ଜଳ ସମ୍ପଦ ବିଭାଗ

ସିଆଣ୍ଡି ପଞ୍ଚାୟତରେ ବିଜୁ ଜନତା ଦଳର ସାଂଗଠନିକ ବୈଠକ

ଫୁଟବଲ ରୁ ଅଵସର ନେଲେ ମେସି

ଫୁଟବଲ ରୁ ଅଵସର ନେଲେ ମେସି

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

Winnerzin peliaulan osiot kertovat eri pelitavoista

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

Blog Post

orissaleads > ଜିଲ୍ଲା > ଯାଜପୁର > ପିଇଓଙ୍କୁ ମରଣାନ୍ତକ ଆକ୍ରମଣ କରି ଭତ୍ତା ଟଙ୍କା ଛଡାଇ ନେଲେ ଦୁର୍ବୁତ୍ତ, ଥାନାରେ ବିଡ଼ିଓଙ୍କ ଅଭିଯୋଗ

ପିଇଓଙ୍କୁ ମରଣାନ୍ତକ ଆକ୍ରମଣ କରି ଭତ୍ତା ଟଙ୍କା ଛଡାଇ ନେଲେ ଦୁର୍ବୁତ୍ତ, ଥାନାରେ ବିଡ଼ିଓଙ୍କ ଅଭିଯୋଗ

ଓଡ଼ିଶା ଲିଡ୍ସ(ଦଶରଥପୁର): ଦଶରଥପୁର ବ୍ଲକ ଅନ୍ତର୍ଗତ ଇଜାପୁର ପଞ୍ଚାୟତର କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କିଛି ଦୁର୍ବୁତ୍ତ ଆକ୍ରମଣ କରିବା ସହିତ ବ୍ୟାଙ୍କରେ ଜମା ଉଦ୍ଦେଶ୍ୟରେ ଥିବା ବଳକା ଭତ୍ତା ଟଙ୍କାକୁ ଛଡାଇ ନେଇଥିବା ଦଶରଥପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଦଶରଥପୁର ବ୍ଲକ ଇଜାପୁର ପଞ୍ଚାୟତ ଦାୟୀତ୍ୱରେ ଥିବା ପିଇଓ ବିରଜା ପ୍ରସାଦ ମିଶ୍ର ଆଜି ପୂର୍ବାହ୍ନ ୧୧ଟା ସମୟରେ ବଳକା ଭତ୍ତା ଟଙ୍କାକୁ ବ୍ୟାଙ୍କରେ ଜମା ଦେବାକୁ ପଞ୍ଚାୟତ କାର୍ଯ୍ୟାଳୟରୁ ଯାଜପୁର ଟାଉନ ରାସ୍ତାରେ ବାଇକରେ ଯାଉଥିବା ବେଳେ ଇଜାପୁର ପଞ୍ଚାୟତ ମାଂସଡାବିନ୍ଧା ଅଞ୍ଚଳର ପ୍ରତାପ କୁମାର ସାହୁ ତାଙ୍କୁ ମୋବାଇଲରେ କଲ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଏହାର କିଛି ମୁହୂର୍ତ୍ତ ମଧ୍ୟରେ ସେହି ମାଂସଡାବିନ୍ଧା ଅଞ୍ଚଳର ପ୍ରତୀକ କୁମାର ସାହୁ ଓ ଅଜୟ କୁମାର ଦାସ ନାମକ ଦୁଇ କଳିଙ୍ଗପୁର ନିକଟରେ ପିଇଓଙ୍କୁ ଅଟକାଇ ଆକ୍ରମଣ କରିବା ସହିତ ତାଙ୍କ ବ୍ୟାଗରେ ଥିବା ୨୫ହଜାର ଟଙ୍କାକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଭୟରେ ପିଇଓ ଶ୍ରୀ ମିଶ୍ର ଘଟଣାକୁ ନେଇ ପ୍ରଥମେ ବିଡ଼ିଓ ଆକାଶ ପଟ୍ଟନାୟକଙ୍କୁ ଅବଗତ କରିଥିଲେ । ବିଡ଼ିଓ ଦଶରଥପୁର ଥାନାଧିକାରୀଙ୍କୁ ଫୋନ ଜରିଆରେ ଜଣାଇବା ପରେ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ପିଇଓଙ୍କୁ ସେଠାରୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ସେଠାରୁ ପିଇଓ ବ୍ଲକ ଯାଇ ସମସ୍ତ କଥା ବିଡ଼ିଓଙ୍କୁ ଅବଗତ କରିଥିଲେ । ଅଭିଯୋଗ ଆଧାରରେ ଦଶରଥପୁର ପୁଲିସ ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

Leave a comment

Your email address will not be published. Required fields are marked *