orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ୱାକୋ ଓଡ଼ିଶା କିକ ବକ୍ସିଂ: ଯାଜପୁର ଦଳର ସଫଳ ପ୍ରଦର୍ଶନ

ୱାକୋ ଓଡ଼ିଶା କିକ ବକ୍ସିଂ: ଯାଜପୁର ଦଳର ସଫଳ ପ୍ରଦର୍ଶନ

ଓଡ଼ିଶା ଲିଡ୍ସ(ଯାଜପୁର): ୱାକୋ ଓଡ଼ିଶା କିକ ବକ୍ସିଂ ପ୍ରତିଯୋଗିତା ଗଞ୍ଜାମର ବିଜୁ ପଟ୍ଟନାୟକ ମଲ୍ଟିପର୍ପସ ଷ୍ଟାଡିୟମ ଠାରେ ଆୟୋଜିତ ହୋଇ ଯାଇଛି । ୬ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ସସ୍ମିତା ରଣାଙ୍କ ନେତୃତ୍ଵରେ ଯାଜପୁରର ୧୨ ଜଣ ପ୍ରତିଯୋଗୀ ଯୋଗଦାନ କରିଥିଲେ । ପ୍ରଶିକ୍ଷକ ଭାବେ କିଶାନ ପଣ୍ଡା ଏଥିରେ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ସଫଳ ପ୍ରଦର୍ଶନ କରି ସୋନାଲୀ ଅସୀମା ସୁତାର ୨ଟି ସ୍ଵର୍ଣ ୨ ଟି କାଂଷ୍ୟ , ମଧୁସ୍ମିତା ପୃଷ୍ଟି ୨ଟି ସ୍ୱର୍ଣ୍ଣ, ୨ ଟି ରୌପ୍ୟ , ହିତେଶ କୁମାର ପାତ୍ର ୧ ଟି ସ୍ୱର୍ଣ୍ଣ, ୧ ଟି ରୌପ୍ୟ, ସାଇ ଆଦ୍ୟାନସୁ ମିଶ୍ର ୧ ଟି ସ୍ୱର୍ଣ୍ଣ, ୧ ଟି କାଂଷ୍ୟ , ଆହାନି ସ୍ବାଇଁ ୧ ଟି ସ୍ଵର୍ଣ୍ଣ, ୨ ଟି କାଂଷ୍ୟ , କିଶାନ ସାହୁ ୧ ଟି ସ୍ୱର୍ଣ୍ଣ, ୧ ଟି କାଂଷ୍ୟ ଓ ପବନ ପ୍ରଧାନ ୧ଟି ରୌପ୍ୟ ୧ଟି କାଂଷ୍ୟ, ଆରାଧ୍ୟା ଜେନା ୧ଟି ରୌପ୍ୟ, ୧ଟି କାଂଷ୍ୟ ଆୟୁଷ ନନ୍ଦ ୧ କାଂଷ୍ୟ, ଦିବ୍ୟଜ୍ୟୋତି ରାଉତ ୧ରୌପ୍ୟ ୧ କାଂଷ୍ୟ, ଅର୍ଚିତା ସାହୂ ୧ ସ୍ୱର୍ଣ୍ଣ, ୧ କାଂଷ୍ୟ ଓ ତୁଷାର ବେହୁରିଆ ୧ କାଂଷ୍ୟ ପଦକ ବିଜୟୀ ହୋଇଛନ୍ତି । ପ୍ରତିଯୋଗୀ ମାନେ ମୋଟ ୨୯ ଟି ପଦକ ଜିତି ଯାଜପୁର ଜିଲ୍ଲା ପାଇଁ ସୁନାମ ଆଣିଛନ୍ତି। ପ୍ରତିଯୋଗୀ ମାନଙ୍କ ଏହି ସଫଳତା ପାଇଁ ସଭାପତି ବଟକୃଷ୍ଣ ମହାପାତ୍ର, ଉପ ସଭାପତି ମଦନ ମୋହନ ପତି, ସମ୍ପାଦକ ଜ୍ୟୋତିର୍ମୟ ନାଥଶର୍ମା, ଲୋକନାଥ ମହାପାତ୍ର, ରଞ୍ଜନ ସୁତାର, ତପନ କୁମାର ମହାନ୍ତି, ପ୍ରକାଶ ଲାଳା ମହେଶ୍ବର ବିଶ୍ବାଳ ଓ ଶ୍ୟାମ ସୁନ୍ଦର ବେହେରା ଶୁଭେଚ୍ଛା ଜଣାଇଛନ୍ତି।

Leave a comment

Your email address will not be published. Required fields are marked *