Skip to main content

orissaleads

ନିର୍ମାଣରେ ତ୍ରୁଟି, ରାମ୍ପ ସମ୍ମୁଖରେ ବିଦ୍ୟୁତ ଖୁଣ୍ଟ

ଇରାନୀ ସଂସଦର ମଞ୍ଜୁରୀ:ହର୍ମୁଜ୍ ପ୍ରଣାଳୀ ପାର ହେଉଥିବା ଜାହାଜରୁ ଟୋଲ୍ ଆଦାୟ କରିବ ଇରାନ

ଆମେରିକା ଗୁଇନ୍ଦା ସଂସ୍ଥାର ଦାବି: ଭାରତ-ପାକିସ୍ତାନ ମଧ୍ୟରେ ହୋଇପାରେ ପରମାଣୁ ଯୁଦ୍ଧ

ଋଷିଆରୁ ତେଲ କିଣିବାକୁ ଭାରତକୁ ଆମେରିକାର ୩୦ ଦିନ ମହଲତ: ଜବାବରେ ଭାରତ କହିଲା ରୁଷୀୟ ତୈଳ କ୍ରୟ ପାଇଁ କାହାର ଅନୁମତି ଦରକାର ନାହିଁ

ଯୁଦ୍ଧ ପ୍ରଭାବ: ତେଲ ଦରରେ ବୃଦ୍ଧି, ପେଟ୍ରୋଲ-ଡିଜେଲ୍ ପାଇଁ ଲମ୍ବା ଧାଡି

ଇରାନ ସ୍କୁଲ ଉପରେ ବୋମାମାଡ଼: ଆମେରିକା ସଶସ୍ତ୍ର ବାହିନୀକୁ ନେଇ ସନ୍ଦେହ

କତାରସ୍ଥିତ ଆମେରିକାର ୯ ହଜାର କୋଟିର ସୁପର-ରାଡାର ଧ୍ୱଂସ କଲା ଇରାନ, ଚିନ୍ତାରେ ଆମେରିକା

ଯୁଦ୍ଧ ଫଳରେ ବିଶ୍ବରେ ୧୮ ଶହରୁ ଅଧିକ ବିମାନ ଉଡ଼ାଣ ଠପ: ଫସି ରହିଛନ୍ତି ହଜାର ହଜାର ଯାତ୍ରୀ

ଇରାନର ଯୁଦ୍ଧ ପଡ଼ୋଶୀ ସହ ନୁହେଁ: ୟୁଏଇ ରାଷ୍ଟ୍ରପତି

ଖୋମେନିଙ୍କ ମୃତ୍ୟୁ ପରେ ପାକିସ୍ତାନରେ ହିଂସା: ଦୂତାବାସରେ ନିଆଁ ଲଗାଇ ଆମେରିକା ସେନା ଗୁଳିରେ ୮ ମୃତ

ସ୍ପେନରେ ଭୟଙ୍କର ଟ୍ରେନ ଦୁର୍ଘଟଣା : ଦୁଇ ଯାତ୍ରୀବାହୀ ଟ୍ରେନ ମଧ୍ୟରେ ଧକ୍କା, ୨୧ ମୃତ

ଧାନ ସଂଗ୍ରହରେ ଅବ୍ୟବସ୍ଥା, ପ୍ରତିକ୍ରିୟା ରଖିଲେ ନବୀନ ପଟ୍ଟନାୟକ

ଖାମେନିଙ୍କ ନିର୍ମମ ଦମନ: ୨୧୭ ପ୍ରତିବାଦକାରୀଙ୍କୁ ଗୁଳି କରି ହତ୍ୟା

ବାଂଲାଦେଶରେ ଅସୁରକ୍ଷିତ ହିନ୍ଦୁ, ଦିନକୁ ଦିନ ବଢୁଛି ହିଂସା ଓ ଅତ୍ୟାଚାର

ଧର୍ମଶାଳା ଘଟଣାକୁ ନେଇ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ: ସରକାରଙ୍କ ନିଷ୍କ୍ରିୟତା ରାଜ୍ୟବାସୀଙ୍କୁ ମର୍ମାହତ କରିଛି

ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ: ଭାରତ-ପାକିସ୍ତାନ ସଂଘର୍ଷ ଅଟକାଇବାକୁ ମୋଦୀ ମତେ କଲ୍‌ କରିଥିଲେ

ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁଦଣ୍ଡ

ଟ୍ୟାଙ୍କର ସହିତ ବସ ଧକ୍କା: ମକ୍କାରୁ ମଦିନା ଯାଉଥିବା ବସ ଯାତ୍ରୀଙ୍କ ମଧ୍ୟରୁ ୪୨ ଜଣ ଭାରତୀୟ ଜୀବନ୍ତ ଦଗ୍ଧ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବ୍ରହ୍ମଣୀରୁ ବାଲି ଲୁଟ, ପ୍ରଶାସନ ନିରବ

ବିଶୃଙ୍ଖଳାର ଅନ୍ୟନାମ ବରୀ ଥାନା: ରାଇଟରଙ୍କ ହେଲମେଟ ମାଡ଼ରେ କନେଷ୍ଟବଳ ବେହୋସ

ଚିନ୍ତାରେ ପାକିସ୍ତାନ, ପାଣି ବନ୍ଦ କରିବ ଆଫଗାନିସ୍ତାନ !

Blog Post

orissaleads > ଜିଲ୍ଲା > ଯାଜପୁର > ସୁକିନ୍ଦାର ଭାଇଟିଏ ପାଇଁ ମୋର କର୍ତ୍ତବ୍ୟ କରିଛି-ଇଂ ଘଡାଇ

ସୁକିନ୍ଦାର ଭାଇଟିଏ ପାଇଁ ମୋର କର୍ତ୍ତବ୍ୟ କରିଛି-ଇଂ ଘଡାଇ

ଓଡ଼ିଶା ଲିଡ୍ସ(ଯାଜପୁର):ସୁକିନ୍ଦାର ଭାଇଟିଏ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ମରି ପଡିଥିଲେ । ପରିବାର ଲୋକେ, ଗ୍ରାମବାସୀ ଓ ସାଙ୍ଗ ସାଥୀଙ୍କ ବୁକୁଫଟା କାନ୍ଦ ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଥିଲା । ଏହି ସମୟରେ ମୁଁ ସେଠାରେ ପହଞ୍ଚି ମୃତକ ଜଣକ ବନ୍ଧଗାଁର ପିଲା ବୋଲି ଜାଣିଲି । ପରିବାର ଲୋକଙ୍କ କାନ୍ଦ ମୋତେ ବି ବିଚଳିତ କରିଦେଲା । ଯୁବକଙ୍କ ଜଣକ ଜଣେ ଶ୍ରମିକ ଥିଲେ । ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଅବସ୍ଥା କଣ ହେବ ତାହା ମତେ ଚିନ୍ତାରେ ପକାଇ ଦେଇଥିଲା । କ୍ଷତି ପୂରଣ ଦାବିରେ ଆନ୍ଦୋଳନ କରୁଥିବା ଅନ୍ୟମାନଙ୍କ ସହିତ ସାମିଲ ହେବା ମୋର ପ୍ରଥମ କର୍ତ୍ତବ୍ୟ ଥିଲା । କାରଣ ସେ ମୋ ସୁକିନ୍ଦାର ଭାଇଟିଏ । ଭାଇ ଟିଏ ପାଇଁ କେବଳ ମୁଁ ନୁହେଁ ସମସ୍ତେ ସ୍ୱର ଉଠାଇବା ଉଚିତ । ମୁଁ ମୋର ସ୍ୱର ଉଠାଇଛି । ତାଙ୍କ ପରିବାରର ହକ ପାଇଁ ଆନ୍ଦୋଳନକାରୀଙ୍କ ସହିତ ସାମିଲ ହୋଇଛି । ପ୍ରଶାସନ ସଡ଼କ ସୁରକ୍ଷା ପାଇଁ କୌଣସି ଉଦ୍ୟମ କରୁନାହିଁ । ଯାହା ବହୁ ସମୟରେ ଦୁର୍ଘଟଣାର କାରଣ ପାଲଟିଛି । ହେଲେ ଚିନ୍ତାର ବିଷୟ ହେଉଛି ଦୀର୍ଘ ୮ ଘଣ୍ଟା ଧରି ମୃତକଙ୍କ ପରିବାର ସହିତ ଅନ୍ୟମାନେ ରାସ୍ତାରେ ନିଜ ହକ ପାଇଁ ବର୍ଷାରେ ଭିଜି ଆନ୍ଦୋଳନ କରିଥିଲେ ମଧ୍ୟ ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷ ମୃତ ଯୁବକଙ୍କ ପରିବାରକୁ ଉଚିତ କ୍ଷତି ପୂରଣ ନଦେଇ ଲାଠି ଚାର୍ଜ କରି ଘଉଡ଼ାଇ ଦେଇଛନ୍ତି । ଯାହା ସୁକିନ୍ଦା ଇତିହାସରେ ଦେଖିବାକୁ ମିଳେନାହିଁ । ଅପରପକ୍ଷେ ପୋଲିସ ମୋ ସହିତ ଅନ୍ୟ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ମାମଲା କରି ସ୍ୱରକୁ ଚପାଇବାର ଉଦ୍ୟମ କରିଛି । ହେଲେ ମନେ ରଖିବା ଉଚିତ ଏହା ମୋ ସ୍ୱରକୁ ଚପାଇ ଦେଇ ପାରିବ ନାହିଁ ବରଂ ଅଧିକ ଶାଣିତ କରିବ । କାରଣ ସୁକିନ୍ଦା ପାଇଁ, ସୁକିନ୍ଦାର ପ୍ରତ୍ୟେକ ଜନ ସାଧାରଣଙ୍କ ପାଇଁ ମୁଁ ସମର୍ପିତ ବୋଲି କହିଛନ୍ତି ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇ ।

Leave a comment

Your email address will not be published. Required fields are marked *